Vastu Tips- ଯାହା ଘରେ ଅଛି ଏହି ଗଛ ତାଙ୍କ ପାଖରେ ଧନ, ଘର, ଗାଡି କୌଣସି ଜିନିଷର ନଥାଏ ଅଭାବ

ନମସ୍କାର ବନ୍ଧୁଗଣ , ଆମ ଆଖପାଖରେ ଆମେ ଅନେକ ଗଛ ଦେଖିଥାଉ। କାରଣ ସମଗ୍ର ପୃଥିବୀ ପଶୁ ପକ୍ଷୀଠାରୁ ଆରମ୍ଭ କରି ମଣିଷ ଯାଏ । ସମସ୍ତକୁ ଗଛ ହିଁ ଅମ୍ଳଜାନ ଦେଇଥାଏ । ତେଣୁ ଗଛ ହିଁ ଜୀବନ ବୋଲି ଆମେ ଛୋଟ ବେଳୁ ପଡିଆସିଲୁନୁ । ଗଛ ଅଙ୍ଗାରକାମ୍ଳ ନେଇ  ଅମ୍ଳଜାନ ଆମକୁ ପ୍ରଦାନ କରିଥାଏ । ତେଣକରି ଆମ ଆଖପାଖ ସ୍ଥାନ ମାନକରେ ଗଛ ଲଗେଇବା ଉଚିତ । ମୁ ଆଜି ଆପଣମାନକୁ ଏମିତି କିଛି ଗୁରୁତ୍ଵପୂର୍ଣ ବିଷୟ କହିବି ।

ଆମେ ସମସ୍ତେ ଚାହୁ କି ଆମ ଘରର ବାର୍ତାବରଣ ସବୁ ବେଳେ ଶୁଦ୍ଧ ରହୁ ବୋଲି ଓ ସକାରତ୍ମକ ଊର୍ଜାର ପ୍ରଭାବ ରହୁ ବୋଲି । ଆଜି ମୁ ଆପଣକୁ ଏପରି କିଛି ଗଛ ବିଷୟରେ କହିବି ଯାହାକୁ ଲଗାଇବା ଦ୍ଵାରା ଘରର  ପବନ  ଶୁଦ୍ଧ ରହିଥାଏ ଓ ଆପଣକ ଶ୍ଵାସତ ମଧ୍ୟ ଭଲ ଥାଏ।  ପ୍ରାୟ ଲୋକ ଭଗବାନକ ପୂଜା ପାଇଁ ଫୁଲ ଗଛ ଲାଗିଥାନ୍ତି । ଏହା ଲାଗାଇବା ଦରକାର । ଏହା ଛଡା ଏମିତି କିଛି ଗଛ ଅଛି । ତାହାକୁ ଲଗାଇବା ଅତି ଶୁଭ ବୋଲି ମାନା ଯାଇଥାଏ ।

ଆସ ଜାଣିବା ସେଇ ଗଛମାନକ ବିଷୟରେ । ପ୍ରଥମରେ ହେଉଛି ଭୃସଙ୍ଗ ପତ୍ର  ପ୍ରାୟ ଲୋକକ ଘରେ ଭୃସଙ୍ଗ ପତ୍ର ଗଛ ଲଗାଯାଇଥାଏ । ଏହା ଘରେ ଲଗାଇବା ଦ୍ଵାରା ସନି ଦୋଷ ଦୂର ହୋଇଥାଏ । ହାଇ ବିପି ଓ ଆଖି ରୋଗ ଆଦି ମଧ୍ୟ ଏହା ଦ୍ଵାରା ଦୂର ହେଇଥାଏ । ଏଠି ପାଇଁ ଏହି ପତ୍ର କୁ ଆପଣକୁ ଖାଇବାରେ ବ୍ୟବହାର କରିବା ଉଚିତ ।ଦ୍ଵିତୀୟ ହେଉଛି ଆଲୋବେର ଗଛ ଘରେ ଲଗାଇବା ଦ୍ଵାରା ଘରେ ଅମ୍ଳଜାନର ପରିମାଣ ବଡିଥାଏ ।

ଓ ଏହା ନାକାରାତ୍ମକ ଊର୍ଜାକୁ ଘରୁ ବାହାର କରି ଦେଇଥାଏ । ଏହି ଗଛ ଦ୍ଵାରା ଘରକୁ ସାକାରାତ୍ମକ ପ୍ରଭାବକୁ ଘରକୁ ଆଣିଥାଏ ।ତୃତୀୟ ହେଉଛି ସ୍ପାଇଡର ପ୍ଳାଣ୍ଟ ଏହି ଗଛ  କମ ଖରାରେ ବି ପବନକୁ ଶୁଦ୍ଧ କରିଥାଏ । କାର୍ବନ ମନଆକ୍ସାଏଡ ଭଳି ଗ୍ୟାସକୁ ଦୂର କରି ଘରର ବାର୍ତାବରଣକୁ ଶୁଦ୍ଧ କରିଥାଏ । ଘରେ ଶୁଦ୍ଧ ପବନ ରହିବା ଦ୍ଵାରା ଘରେ ଲୋକେ  ସୁସ୍ଥ ସବଳ ରହିଥାନ୍ତି । କମ ରୋଗର ଶିକାର ହୋଇଥାନ୍ତି । ଅମ୍ଳଜାନର ମାତ୍ରା ବୃଦ୍ଧି ହୋଇଥାଏ ।

ତେଣୁ କରି ଘରର ଚାରିପାଖରେ ଏହି ଗଛ ଗୁଡାକ ଲାଗିବା ଦ୍ଵାରା ଘରେ ଧନ ,ସମ୍ପତି ଓ ଗାଡି ଆଦିର ସମବୃଦ୍ଧି ରହିଥାଏ ।  ସାକାରାତ୍ମକ ପ୍ରଭାବ ସଦାସର୍ବଦା ଘରେ ପଡିଥାଏ । ତେଣୁ କରି ଆପଣମାନେ ସମସ୍ତେ ଆଜି ଠାରୁ ଏହି ଗଛ ଗୁଡକୁ ଘରେ ଲଗାନ୍ତୁ । ଆଉ ସୁଖ ସମବୃଦ୍ଧିରେ ବାସ କରନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ  କରନ୍ତୁ ।

Leave a Reply

Your email address will not be published. Required fields are marked *