ଆମିଷ ଖାଇବା ଉଚିତ୍ ନା ଅନୁଚିତ୍, ନିଶ୍ଚୟ ଦେଖନ୍ତୁ…

ବନ୍ଧୁଗଣ ଆମିଷ ଖାଇବା ଉଚିତ କି ନୁହେଁ ତାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏକ କାହାଣୀ ମାଧ୍ୟମରେ । ଗୋଟେ ଘରେ କିଛି ଗାଈ ଓ କୁକୁରଙ୍କୁ ଅଲଗା ଅଲଗା କରି ରଖାଗଲା । ଗାଈକୁ ଘାସ ଓ କୁକୁରକୁ ମାଂସ ଖାଇବାକୁ ଦିଆଗଲା । ଅଳ୍ପ ସମୟ ପରେ ଦେଖାଗଲା ଗାଈ ଘାସ ପାକୁଳି କରି ଖାଉଥିବେ କିନ୍ତୁ କୁକୁର ମାନେ କଳି କରି ମାଂସ ଖାଉଥିବେ ।

ଏହା ହେଉଛି ଶାକାହାରୀ ଓ ଆମିଷ ଖାଉଥିବା ପ୍ରାଣୀ ଭିତରେ ଭିନ୍ନତା । ଯେଉଁ ମାନେ ଆମିଷ ଭୋଜନ କରନ୍ତି ସେମାନେ ହିଂସ୍ର ପ୍ରାଣୀ ଅଟନ୍ତି । ଯଦି ଆପଣ କେବେ ଆମିଷ ଖାଉଥିବା ପ୍ରାଣୀଙ୍କ ପାଖକୁ ଯିବେ ସେମାନେ ହିଂସ୍ର ହୋଇ ଆକ୍ରମଣ କରିବେ । କିନ୍ତୁ ଯେଉଁ ମାନେ ଶାକାହାରୀ ସେମାନେ କାହାକୁ ହିଂସା କି ପ୍ରତିହିଂସା କି କାହାର ଜୀବନ ନିଅନ୍ତି ନାହି ।

ଶାସ୍ତ୍ର ଅନୁଯାୟୀ ଆମିଷ ଖାଉଥିବା ମଣିଷଙ୍କର ଚେତନା ଶକ୍ତି ନ ଥାଏ । ସେମାନେ ବିବେକ ହୀନା ହେବା ସହ ପଶୁ ସହ ସମାନ ହୋଇଥାନ୍ତି । ଏମାନେ ଠିକ ସମୟରେ ନିସ୍ପତି ନେଇପାରନ୍ତି ନାହି । କିନ୍ତୁ ଶାକାହାରି ପ୍ରାଣୀ କ୍ରୋଧୀ ହୋଇପାରନ୍ତି କିନ୍ତୁ ହିଂସା ବହୁତ କମ ଥାଏ । ଆମିଷ ଖାଉଥିବା ପ୍ରାଣୀ ସବୁବେଳେ ଜିଭରେ ଛାତି ପାଣି ପିଇଥାନ୍ତି ।

କିନ୍ତୁ ଶାକାହାରୀ ପ୍ରାଣୀ ମାନେ ମୁହଁ ବୁଡାଇ ପାଣି ପିଆନ୍ତି । ବୈଜ୍ଞାନିକ ଅନୁଯାୟୀ ମନୁଷ୍ୟ ଶରୀରର ଆମିଷ ଖାଇବାକୁ ଡିଜର୍ଭ କରୁ ନାହି । ମଣିଷ ଗୋଟେ ଶାକାହାରୀ ପ୍ରାଣିର ଶରୀର । ତେଣୁ ପ୍ରତେକ ମଣିଷ ବିଚାର କରିବା ଉଚିତ ଯେ ଆମିଷ ଖାଇବା ଉଚିତ କି ନୁହେଁ । ଆମିଷ ଖାଇବା ଦ୍ଵାରା ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି ହୁଏ ।

ଭାରତୀୟ ସଂସ୍କୃତି ଅନୁଯାୟୀ ମନୁଷ୍ୟ ମାନେ ନିରୀହ ପଶୁକୁ ହତୟଆ କରି ଖାଉଛନ୍ତି । ସତରେ କଣ ନିରୀହ ପଶୁଙ୍କୁ ହତୟଆ କରି ଭକ୍ଷଣ କରିବା ଉଚିତ କି ? ମଣିଷ ମାନଙ୍କ ପାଇଁ ଆମିଷର ଆବଶ୍ୟକତା କେତେ ଅଛି ତାହା ନିଜେ ବିଚାର କରିବା ଉଚିତ । ଆମିଷ ଖାଇବା ଦ୍ଵାରା କାମନା, ବାସନା ବୃଦ୍ଧି ପାଇଥାଏ । ଯାହା ଦ୍ଵାରା ଆମେ ନିସ୍ପତି ନେଇପାରିବା ନାହି ।

ଆମେ କୁକର୍ମ କରିବାକୁ ଲାଗିବା । କେଉଁ କାମ କରିବା ଉଚିତ କଣ ଅନୁଚିତ ତାହା ମନୁଷ୍ୟ ଜଣାଇଜାଣିପାରେ ନାହି ଆମିଷ ଖାଇବା ଦ୍ଵାରା । ଏ ଦୁନିଆରେ 4 ପ୍ରକାରର ମନୁଷ୍ୟ ଦେଖା ଯାଇଥାନ୍ତି । ପ୍ରଥମତଃ ସେମାନେ ଜୀବନରେ କେବେ ଆମିଷ ଭକ୍ଷଣ କରନ୍ତି ନାହି । ଦ୍ଵିତୀୟତଃ ମାସେ କେବଳ ଆମିଷ ଛାଡିବେ କିନ୍ତୁ ବର୍ଷ ସାରା ଖାଉଥିବେ ।

ତୃତୀୟରେ ତାହା ପଞ୍ଚୁକ 5 ଦିନ ଖାଇବେନି କିନ୍ତୁ ଅନ୍ୟ ଦିନରେ ଖାଇବେ । ଶେଷରେ ଯେଉଁ ମଣିଷ ସେମାନଙ୍କୁ ଯାହା ଦେଲେ ବି ସେମାନେ ଖାଇ ନେବେ । ତେଣୁ ଆପଣ ମାନେ ବିଚାର କରନ୍ତୁ ଆମିଷ ଖାଇବା କେତେ ଦୂର ଠିକ ନା ଭୁଲ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *