Diabetes Control Tips- ମଲା ପର୍ଯ୍ୟନ୍ତ ସୁଗାର ଲେବଲ High ହେବ ନାହିଁ, ଆପଣାନ୍ତୁ ଏହି ଉପଚାର, ପ୍ରଥମ ଦିନରୁ ହିଁ ଦେଖିବେ ଚମତ୍କାର

ବନ୍ଧୁଗଣ ଆଜିକାଲି ଅନେକ ଲୋକଙ୍କର ଡାଇବେଟିସ ସମସ୍ଯା ଅଧିକ ଦେଖା ଯାଉଛି । ଯାହା ପାଇଁ କିଛି ଲୋକ ମେଡ଼ିସିନ ନେଉଛନ୍ତି ତ ଆଉ କିଛି ଇନସୁଲିନ ବି ନେଉଛନ୍ତି । ଯାହା ଫଳରେ ସେମାନଙ୍କର ଶରୀର କମ୍ଜୋର ହୋଇ ପଡୁଛି । ଆଜି ଆମେ ଆପଣଙ୍କୁ ଡାଇବେଟିସ ନିୟନ୍ତ୍ରଣ ପାଇଁ କିଛି ଟିପ୍ସ ବିଷୟରେ କହିବାକୁ ଯାଉଛୁ । ୧- ବନ୍ଧୁଗଣ ଡାଇବେଟିସ କଣ୍ଟ୍ରୋଲ କରିବା ପାଇଁ ପ୍ରଥମ ଟିପ୍ସ ହେଉଛି ଅପାନଙ୍କୁ ନିଜ ଖାଦ୍ଯରେ ଅଧିକ ଫାଇଭର ଯୁକ୍ତ ଖାଦ୍ୟ ଖାଇବା ଉଚିତ ।

ଯେମିତିକି ଓଟ୍ସ, ଭେଣ୍ଡି, ରାଜମା, ଡାଲି ଇତ୍ୟାଦି ଅଧିକ ଡାଏଟ ରେ ସାମିଲ କରିବା ଉଚିତ । ଏହା ସହ ସବୁ ପ୍ରକାରର ଫଳ ଖାଇବା ଉଚିତ । ଯାହା ଦ୍ଵାରା ହଜମ କ୍ରିୟା ଠିକ ଭାବେ ହେବା ସହ ବ୍ଲଡ଼ ସୁଗାର କଣ୍ଟ୍ରୋଲ ହୋଇଥାଏ ।

୨- ବ୍ଲଡ଼ ସୁଗାର କଣ୍ଟ୍ରୋଲ ହେବ ଅପରେ ପ୍ରତି ଦିନ ବ୍ୟାୟମ କରିବା ଉଚିତ । ଏହା ଦ୍ଵାରା ସେଲ୍ସ ଠିକ ରହିଥାଏ । ଏହା ସହ ଇନସୁଲିନ ବଢିଥାଏ । ବ୍ୟାୟାମ କରିବା ଦ୍ଵାରା ରକ୍ତ ରେ ଥିବା ଅଧିକ ସୁଗାର ଅବଜର୍ଭ ହୋଇଥାଏ । ବ୍ୟାୟାମ ଷ୍ଟ୍ରେସ ଲେବଲ କମ କରିବା ସହ ମୋଟାପା କମ କରିଥାଏ ।

୩- ଡାଇବେଟିସ ରୋଗୀ ଜଗିଙ୍ଗ, ସାଇକେଲିଙ୍ଗ, ଚାଲିବା ଇତ୍ୟାଦି କରି ପାରିବେ । ପ୍ରତିଦିନ ଅଧ ଘଣ୍ଟା ବା ଏକ ଘଣ୍ଟା ନିହାତି ଚାଲିବା ଉଚିତ । ୫ରୁ ୧୦ ମିନିଟ ଚାଲିଲେ ବିଲକୁଲ ଫାଇଦା ମିଳିବ ନାହି ।

୪- ବ୍ଲଡ଼ ସୁଗାର କଣ୍ଟ୍ରୋଲ କରିବା ପାଇଁ ପ୍ରତି ଦିନ ସଫିସେଣ୍ଟ ପାଣି ପିଇବା ଉଚିତ । ଡାଇବେଟିସ ହେଲେ ବାରମ୍ବାର ପରିସ୍ରା ଲାଗିଥାଏ । ଯାହା କାରଣରୁ ଡିହାଇଡ୍ରେସନ ହୋଇଥାଏ ଯାହା କାରଣରୁ ଶରୀରରେ ଜଳିୟ ଅଂଶ କମି ଯାଇଥାଏ । ତେଣୁ ପ୍ରତି ଦିନ ୨ରୁ ୩ ଲିଟର ପାଣି ପିଇବା ଉଚିତ ।

୫- ଯଦି ଆପଣଙ୍କର ଡାଇବେଟିସ କାରଣରୁ ବ୍ଲଡ଼ ପ୍ରେସର ବଢି ଯାଉଛି ତେବେ ଦିନରେ କଣ ଖାଉଛନ୍ତି ତାହା ପ୍ରତି ଧ୍ୟାନ ଦେବା ଉଚିତ । ଅଧିକ ଖାଇବା ଦ୍ଵାରା କୋଲେଷ୍ଟ୍ରୋଲ ଅଧିକ ହୋଇଥାଏ । ଡାଇବେଟିସ ହେଲେ ଆଲକୋହଲ, ସଫ୍ଟ ଡ୍ରିଂକ, ସୋଡା, ଜୁଷ, ତେଲ ଜାତୀୟ ଖାଦ୍ଯ ଖାଇବା ଉଚିତ ନୁହେଁ । ମିଠା ଖାଇଲେ ମୋଟାପା ଅଧିକ ହୋଇଥାଏ ଯାହା କାରଣରୁ ଡାଇବେଟିସ ଅଧିକ ବଢିଥାଏ ।

୬- ବ୍ଲଡ଼ ସୁଗାର କଣ୍ଟ୍ରୋଲ ପାଇଁ ଏକ ଗ୍ଳାସ ପାଣିରେ ଦୁଇ ଚାମଚ ଆପଲ ସାଇଡର ଭିନେଗାର ସେବନ କରିବା ଉଚିତ । ଖାଇବାର ଅଧ ଘଣ୍ଟା ପୂର୍ବରୁ ଏହାର ସେବନ କରନ୍ତୁ । ଏହା ସହ ମେଥି ଦାନା ଏକ ଚାମଚ ପାଣିରେ ପାଣିରେ ରାତିରେ ଭିଯାଇ ଖାଲି ପେଟରେ ସେବନ କରନ୍ତୁ । ଏହି ପାଣିକୁ କିଛି ସମୟ ଫୁଟାଇ ସକାଳୁ ଏହାର ସେବନ କରନ୍ତୁ ।

୭- ଏକ କପ ପାଣିରେ ଏକ ଟୁକୁଡା ଡାଲଚିନି ପକାଇ ଏହାକୁ ଭଲ ଭାବେ ଫୁଟାଇ ଦିନକୁ ୨ ଥର ସେବନ କରିଲେ ଡାଇବେଟିସ କଣ୍ଟ୍ରୋଲ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *