Health Tips- ଜାଣନ୍ତୁ ଅଦାର 6 ଟି ଅଦ୍ଭୁତ ଫାଇଦା ଓ ପ୍ରୟୋଗ କରିବାର ଉପାୟ

ନମସ୍କାର ବନ୍ଧୁଗଣ , ଆଜି ଆମେ ଜାଣିବା ଅଦା ର ଛଅଟି ଫାଇଦା ଏବଂ ପ୍ରୋୟଗ ସମ୍ବନ୍ଧରେ ଡାକର ସାଲିମ ଜୈଦି ଙ୍କ ଦ୍ଵାରା । ଆମେ ଆମ ଦୈନନ୍ଦିକ ଜୀବନରେ ଅଦାର ବ୍ୟବହାର କରିଥାଉ । ଅନେକ ସମୟରେ ଆମେ ଏହାକୁ ସିଧା ସେବନ କରିଥାଉ ଏବଂ ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଏହାକୁ ବ୍ୟବହାର କରିଥାଉ । କିନ୍ତୁ ଆଜି ଆପଣମାନଙ୍କୁ ଏହାର ଏମିତି କିଛି ବିଶେଷ ଗୁଣ ବିଷୟରେ କୁହାଯିବ ।

ଯାହାକୁ କରିବା ଦ୍ଵାରା ଆପଣଙ୍କ ଅନେକ ପ୍ରକାର ସମସ୍ୟା ଦୂର ହୋଇଯିବ । ପ୍ରଥମ- ହେଉଛି ଏହା ଆମ ଶରୀରରେ ଗଣ୍ଠି ବିନ୍ଧା କୁ ଦୂର କରିଥାଏ । ଆମ ପିତୃପୁରୁଷମାନଙ୍କ କାଳ ରୁ ଅଦା କୁ ପ୍ରୋୟଗ କରି ଅନେକ ଶାରୀରିକ ସମସ୍ୟା ରୁ ମୁକ୍ତି ପାଉଥିଲେ । ଆଜିର ରିସର୍ଚ ରେ ମଧ୍ୟ ଏହା ନିଦାରଣ ହୋଇଛି ଯେ ଆଡକୁ ବ୍ୟବହାର କରିବା ଦ୍ଵାରା ଆମ ଗଣ୍ଠି ବିନ୍ଧା ଦୂର ହୋଇଥାଏ ।

ଅଦାରେ ଆଣ୍ଟି ପୋଷାକ ରହିଥାଏ ଏବଂ ଏଥିରେ ଏକ ବିଶେଷ ଧରଣ ର ତେଲ ରହିଥାଏ ଯାହା ଆମ ଗଣ୍ଠି ପାଇଁ ଉପଯୁକ୍ତ ହୋଇଥାଏ । ଦ୍ଵିତୀୟ- ହେଉଛି ନଜିଆ ଏହା ଅନେକ କାରଣ ରୁ ହୋଇଥାଏ ଯଥା ହଜମ ସଠିକ ଭାବରେ ନ ହେଲେ ମଧ୍ୟ ଏହା ହୋଇଥାଏ , ଶରୀରରେ ଗ୍ୟାଷ୍ଟିକ ସମସ୍ୟା ଯୋଗୁ ମଧ୍ୟ ନଜିଆ ହୋଇଥାଏ । ଏହା ବିଶେଷ କରି ଗର୍ଭବତୀ ମହିଳାମାନଙ୍କୁ ଗର୍ଭଧାରଣ ସମୟରେ ଏହି ସମସ୍ୟା ଉପୁଜି ଥାଏ ।

ଏହି ସମସ୍ତ ପ୍ରକାରର ସମସ୍ୟା ପାଇଁ ଯଦି ଆପଣ ଅଦା ର ସେବନ କରିଥାନ୍ତି , ତେବେ ତାହା ଆପଣମାନଙ୍କ ପାଇଁ ବହୁତ ଉପକାରୀ ହୋଇଥାଏ । ତୃତୀୟ- ମୋଟାପଣ କୁ କାମ କରିବାରେ ଅଦା ବିଶେଷ ଭୂମିକା ଗ୍ରହଣ କରିଥାଏ । ଯଦି ଆପଣ ମୋଟା ତାହାନ୍ତି ଏବଂ ଆପଣ ଶରୀରର କିଛି ଅଂଶ ବାହାର କୁ ପଡିଥାଏ ମୋଟାପା ଯୋଗୁ , ତେବେ ଆପଣ ଏହି ପରିସ୍ଥିତିରେ ଅଦା ର ସେବନ କରିବା ଉଚିତ୍ । କାରଣ ଅଦା ଆମ ଶରୀରରେ ମୋଟାପା କୁ ବୃଦ୍ଧି କରୁଥିବା କୋଷ କୁ ଅଟକାଇ ଶରୀର ଓଜନ କମିବାରେ ସାହାଯ୍ୟ କରିଥାଏ ।

ଚର୍ତୁର୍ଥ- ବ୍ଲଡ଼ ସୁଗାର କୁ କମ କରିବାରେ ସାହାଯ୍ୟ କରିଥାଏ ଏହା ଶିକ୍ଷା ସ୍ତର ଏହାକୁ ପରୀକ୍ଷା କରି ଜଣାଯାଇଛି । ଯେ ଯଦି ଜଣେ ବ୍ୟକ୍ତି ଦିନକୁ ଦୁଇ ଗ୍ରାମ ଅଦାର ସେବନ କରନ୍ତି ତେବେ ଦୁଇ ତିନି ମାସ ଭିତରେ ବ୍ୟକ୍ତି ର ବ୍ଲଡ଼ ସୁଗାର ନିୟମିତ ସ୍ତର କୁ ଆସିଥାଏ । ତେଣୁ ବ୍ଲଡ଼ ସୁଗାର ଥିବା ବ୍ୟକ୍ତି ଅଦା କୁ ସେବନ କରିବା ଉଚିତ୍  । ପଞ୍ଚମ- ରେ ଅଦା ଆମ ହଜମ ପ୍ରକ୍ରିୟାକୁ ସୁଦୂଢ କରିଥାଏ । ଅଦାକୁ ସବୁ ଦିନ ପ୍ରୋୟଗ କରିବାକୁ ଏହା ଆମ ଶରୀରରେ ଏନଯାଇମ କୁ ବୃଦ୍ଧି କରେ ଯାହା ଆମ ହଜମ ପ୍ରକ୍ରିୟା କୁ ସଠିକ ରଖିଥାଏ ।

ଶେଷ- ହେଉଛି  ଏହା ଆମ ଶରୀରରେ ବଢିଯାଇଥିବା କଲୋଷ୍ଟ୍ରୋଲ କୁ କମ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଅଦା ର ସେବନ ରୁ ଆମ ଶରୀର ର କୋଷ ଭଲ ରହିଥାଏ ରକ୍ତ ଠିକ ଭାବରେ ପ୍ରଭାହିତ ହୋଇଥାଏ । ଅଦା କୁ ଖଣ୍ଡ ଖଣ୍ଡ କରି କାଟି ପାଣି ରେ ପକେଇ ଖାଇଲା ପରେ ଏହାକୁ ପିଆନ୍ତୁ । ଏହା ଆପଣମାନଙ୍କ ଶରୀର ରେ ବହୁତ ଚମତ୍କାରୀ ଭାବରେ କାମ କରିଥାଏ ।   ତେଣୁ ଆପଣମାନଙ୍କ ଦୈନନ୍ଦିକ ଜୀବନରେ ଏହାର ପ୍ରୋୟଗ ନିଶ୍ଚିତ କରନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *