କେଉଁ ଦିନ ତୁଳସୀ ମୂଳରେ କ୍ଷୀର ଢାଳିଲେ ରୋଜଗାର ପ୍ରାପ୍ତି ହୁଏ ? ଏହା ସହିତ ପଢନ୍ତୁ ଆଜିର 20 ଟି Anuchinta

ନମସ୍କାର ବନ୍ଧୁଗଣ, ସୁଖ ଶାନ୍ତିର ଆଗମନ ଜୀବନରେ କରିବା ପାଇଁ ହେଲେ ସର୍ବ ପ୍ରଥମେ ଆମକୁ କିଛି ଅନୁଶାସନର ପାଳନ କରିବା ଉଚିତ । ଅନେକ ଅନୁଶାସନ ରହିଛି ଯାହାର ପାଳନ କରିବା ନିତ୍ୟାନ୍ତ ଆବଶ୍ୟକ କିନ୍ତୁ ଆମେ ତାହାକୁ କରିନଥାଉ ଆଉ ସୌଭାଗ୍ୟ ଆଗମନ କରିବା ବଦଳରେ ସେହି ଦୁଃଖ କଷ୍ଟରେ ଜୀବନ ବିତିଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଏହା ସମ୍ପର୍କରେ ଜାଣିବା ପାଇଁ ଯାଉଛୁ ଯାହା ଆପଣଙ୍କ ଜୀବନକୁ ସୁଖ ସୁବିଧାରେ ଅତିବାହିତ କରିବାରେ ସାହାର୍ଯ୍ୟ କରିବ । ତେବେ ଡେରି ନକରି ଆସନ୍ତୁ ଜାଣିବା ।

1- ପରିବାରକୁ ରୋଗ ମୁକ୍ତ ଏବଂ ଚିନ୍ତା ମୁକ୍ତ ଦୁଃଖ ମୁକ୍ତ କରିବା ପାଇଁ ଘରର ମୁଖ୍ୟ ଦ୍ଵାରରେ ସ୍ଵସ୍ତିକ ଚିହ୍ନ ଆଂକିବା ଦରକାର । ଏହାଦ୍ୱାରା ଆପଣଙ୍କର କଲ୍ୟାଣ ହୋଇଥାଏ । 2- ନିଜ ପରିବାର ସଦସ୍ୟଙ୍କ ଉନ୍ନତି କରିବା ପାଇଁ ଚାହୁଁଥିଲେ ଘରର ମୁଖଦ୍ଵାରରେ ଗୋଟିଏ ପଟେ ତୁଳସୀ ଏବଂ ଅନ୍ୟପଟେ କଦଳୀ ଗଛ ଲଗାଇବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।

3- ଯଦି ଆପଣ କୌଣସି ସ୍ଥାନରେ ଘର କରିପାରୁନଥାନ୍ତି ଏବଂ ପଇସା ପତ୍ରର ଅଭାବ ଦେଖା ଦେଉଥାଏ ପୁଷ୍ୟ ନକ୍ଷତ୍ର ଦିନ ଆପଣ ସେହି ଜାଗାରେ ଡାଳିମ୍ବ ଗଛଟିଏ ଲଗାଇବା ଦ୍ଵାରା ତାହା ଦୂର ହୋଇଥାଏ ।  4- ରୋଷେଇ ଘରର ଅଗ୍ନି କୋଳରେ ବଲ ଜଳାଇବା ଉଚିତ । ବିଶେଷ କରି ସକାଳ ଏବଂ ସନ୍ଧ୍ୟା ସମୟରେ ଜଳାଇବା ଦ୍ଵାରା ବାସ୍ତୁ ଦୋଷ ଦୂର ହୋଇଥାଏ । ଏବଂ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

5- ଠାକୁର ଘରେ ରଖାଯାଇଥିବା ଶଙ୍ଖକୁ ସକାଳ ଏବଂ ସନ୍ଧ୍ୟାରେ ତିନି ଥର ବଜାଇବା ଦ୍ଵାରା ଘରୁ ନକରାତ୍ମକ ଶକ୍ତି ଘରୁ ଦୂର ହୋଇଥାଏ । 6- ଘରର ମୁଖ୍ୟ ଦ୍ଵାରର ଐଶାନ୍ୟ କୋଣରେ ତୁଳସୀଗଛ ରଖି ଘିଅ ଦୀପ ଜଳାଇବା ସହ ଓମ ନାମ ଭଗବଟେ ବାସୁଦେବାୟ ମନ୍ତ୍ର ଏଗାର ଥର ଜପ କରନ୍ତୁ । ଏହାଫଳରେ ଆପଣଙ୍କର ଅଚାନକ ଧନ ବୃଦ୍ଧି ହେବାକୁ ଲାଗିଥାଏ ।

7- ଘରର ଉତ୍ତର ,କିମ୍ବା ପୂର୍ବ ଦିଗରେ ତୁଳସୀ ଗଛ ଲଗାଇ ନିୟମିତ ପୂଜା କରିବା ଦ୍ଵାରା ପରିବାର ଲୋକଙ୍କ ଆତ୍ମବିଶ୍ଵାସ ଏବଂ ଏକତା ବୃଦ୍ଧି ହୋଇଥାଏ । 8- ଘର ଉପରେ ପାଞ୍ଚଟି ତୁଳସୀ ଗଛ ଲଗାଇବା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହେବା ସହ ଘର ଉପରେ ଘଡଘଡି ପଡିବାର ଭୟ ଦୂର ହୋଇଥାଏ ।

9- ଗୁରୁବାର ଦିନ ତୁଳସୀ ଗଛ ମୂଳରେ କ୍ଷୀର ଢାଳିଲେ ଆର୍ଥିକ ସ୍ଥିତି ମଜବୁତ ହେବା ସହ ବେରୋଜଗାର ହୋଇ ଥିବା ଲୋକମାନଙ୍କୁ ରୋଜଗାର ମିଳିଥାଏ  । 10- ଆପଣଙ୍କ ଶରୀର ଅସୁସ୍ଥ ରହୁଥିଲେ ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *