ହିନ୍ଦୀ ସିନେମା ଜଗତର ଦିଗ୍ଗଜ ଅଭିନେତା ‘ଅମିତାଭ ବଚନ’ ଏବଂ ଖୁବ ପ୍ରତିଭାଶାଳୀ ଅଭିନେତ୍ରୀ ‘ଜୟା ବଚନ’ଙ୍କ ଝିଅ ‘ଶ୍ଵେତ୍ତା ବଚନ’ ଅତି ମଜବୁତ ବଲିଉଡ ଖାନ୍ନଦାନ ର ସମ୍ବନ୍ଧ ରଖିଛନ୍ତି । ମାତା-ପିତା ବହୁତ ବଡ ବଲିଉଡ କଳାକାର ହେଲେ ମଧ୍ୟ ସେ ଫିଲ୍ମୀ ଜଗତରେ ଜଣାଶୁଣା ଅଭିନେତାଙ୍କର ଫେନ ଅଟନ୍ତି । ଏହି ଦୁଇ କଳାକାରଙ୍କ ନାମ ହେଉଛି ‘ଆମିରଖାନ’ ଏବଂ ‘ସଲମାନଖାନ’ ।
ଗୋଟିଏ ଦିନ ‘ଶ୍ଵେତା ବଚନ’ ନିଜ ଭାଇ ଅଭିନେତା ‘ଅଭିଷେକ ବଚନ’ଙ୍କ ସହ ବଲିଉଡ ଜଗତର ଫିଲ୍ମ ନିର୍ମାତା ‘କରଣ ଜୋହର’ଙ୍କ ଟିଭି ଶୋ ‘କଫୀ ୱୀଥ କରଣ’ ଶୋ ରେ ପହଞ୍ଚିଥିଲେ । ସେତେବେଳେ ସେ ନିଜେ ଏହି କଥା କହିଥିଲେ, ସେ କହିଥିଲେ ଯେ ଯୁବତୀ ଅବସ୍ଥାରେ ‘ସଲମାନ’ ଏବଂ ‘ଆମିର’ଙ୍କ ପ୍ରଶଂସକ ରହିଛନ୍ତି ।
‘କରଣ ଜୋହାର’ ସାଙ୍ଗେ କଥା ହେଉଥିବା ବେଳେ ସେ ଏହା ମଧ୍ୟ କହିଛନ୍ତି ଯେ,ସେ ‘ସଲମାନ ଖାନ’ଙ୍କ ଫିଲ୍ମ “ମେନେ ପ୍ୟାର କିୟା” ଫିଲ୍ମ କୁ ବିଶିଆର ରେ ଦେଖିଛନ୍ତି । ୧୯୮୯ ମସିହା ରେ ଯେତେବେଳେ ‘ସଲମାନଖାନ’ ଏବଂ ‘ଭାଗ୍ୟଶ୍ରୀ’ଙ୍କ ପ୍ରଥମ ଫିଲ୍ମ ‘ମେନେ ପ୍ୟାର କିୟା’ ରିଲିଜ ହେଇଥିଲା ସେତେବେଳେ ଶ୍ଵେତା ୧୦ମ ଶ୍ରେଣୀରେ ବୋଡିଙ୍ଗ ସ୍କୁଲରେ ପାଠ ପଢୁଥିଲେ ।
ଶ୍ଵେତା କହିଲେ ଯେ ସେ ଏହି ଫିଲ୍ମଟିକୁ ବିଶିଆରରେ ଦେଖିଥିଲେ । ଏହି ଫିଲ୍ମ ପରେ ସେ ନିଜ ଭାଇ ଅଭିଷେକ ବଚ୍ଚନଙ୍କ ହାତରେ ସେହି ଫ୍ରେନ୍ଡ କେପ୍ପ ମଗାଇଥିଲେ, ଯାହାକୁ ‘ସଲମାନଖାନ’ କିଣିଥିଲେ । ‘କରଣ’ର ଶୋ ରେ ‘ଶ୍ଵେତା’ କହିଥିଲେ ଯେ, ଆମ ମାନଙ୍କୁ ସେତେବେଳେ ସ୍କୁଲରେ ଫିଲ୍ମ ଦେଖିବାର ଅନୁମତି ନଥିଲା ।
ସେଥିପାଇଁ ମୁ ଗୋଟିଏ ଟେପରେକୋଡର କିଣିଥିଲି । ସେଥିରେ ମୁ ଫିଲ୍ମଟିକୁ ରେକର୍ଡ କରିଦେଇଥିଲି ଏବଂ ପରେ ଶୁଣୁଥିଲି । ସେତେବେଳେ ‘ସଲମାନଖାନ’ଙ୍କୁ ବହୁତ ପସନ୍ଦ କରୁଥିଲି ଏବଂ ତାଙ୍କର ସେହି କେପ କୁ ମଧ୍ୟ ବହୁତ ଲାଇକ୍ କରୁଥିଲି । ସେହିଭଳି ‘ଆମିରଖାନ’ଙ୍କ ପାଇଁ ମଧ୍ୟ ପାଗଳ ଥିଲି। ‘ଅଭିଷେକ ବଚ୍ଚନ’ ‘କରନ’ ଙ୍କୁ କହିଲେ ଯେ ଯେତେବେଳେ ‘ଅମିରଖାନ’ଙ୍କୁ ଏହି କଥା ଜଣାପଡିଲା ଯେ ଶ୍ଵେତା ‘ଅମିର’ଙ୍କ ପ୍ୟାନ ଅଟନ୍ତି ସେ ବହୁତ ଖୁସି ହେଲେ ।
‘ଅଭିଷେକ’ କହିଲେ ଯେ ‘ଆମିରଖାନ’ ପ୍ରତିବର୍ଷ ଶ୍ଵେତାଙ୍କୁ ଚିଠି ଲେଖୁଥିଲେ । ଏବଂ ‘ଶ୍ଵେତା’ କହିଲେ ଯେ ଆମିର ଏବଂ ମୋ ଜନ୍ମଦିନ ପାଖ ପାଖି କିଛି ଦିନ ମଧ୍ୟରେ ପଡିଥାଏ । ‘ଆମିର୍ ଖାନ’ଙ୍କ ଜନ୍ମଦିନ ୧୪ମାର୍ଚ୍ଚ ରେ ପଡିଲାବେଳେ ଶ୍ଵେତାଙ୍କ ଜନ୍ମଦିନ ୧୭ ମାର୍ଚ୍ଚ ରେ ପଡେ । ‘ଶ୍ଵେତା ବଚନ’ ଫିଲ୍ମୀ ଦୁନିଆରେ ରହୁଥିଲେ ମଧ୍ୟ ତାଙ୍କର ସେଥିପ୍ରତି ଆଗ୍ରହ ନଥିଲା କିନ୍ତୁ ସେ କେତେଗୁଡିଏ ବିଜ୍ଞାପନରେ ନିଜ ପିତା ‘ଅମିତାଭ ବଚ୍ଚନ’ଙ୍କ ସହ କାମ କରିଛନ୍ତି । ତାଙ୍କୁ ଏହାର ଖୁବ ଅନୁଭବ ଅଛି କାରଣ ସେ ସଦାସର୍ବଦା ଏହି ବଲିଉଡ ଇଣ୍ଡଷ୍ଟ୍ରୀରେ ରହିଲେ ।
ବର୍ତମାନ ଶ୍ଵେତା ବଚନ ଫ୍ଯାଶନ ବ୍ରାଣ୍ଡର “ଏମଏକ୍ସଏସ” ର ମେନେଜମେଣ୍ଟ ଦେଖୁଛନ୍ତି । ସେ ଜଣେ ଲେଖିକା ମଧ୍ୟ ଅଟନ୍ତି । ତାଙ୍କର ପ୍ରଥମ “ଉପନ୍ୟାସ” “ପାରାଦିଶେ ଟାୱାର” ରୁ ସେ ନିଜ କାରିୟର ବନେଇଛନ୍ତି । ‘ଶ୍ଵେତ ବଚ୍ଚନ’ ନିଜ ଭାଇ ‘ଅଭିଷେକ ବଚ୍ଚନ’ଙ୍କ ଠାରୁ ମାତ୍ର ୨ବର୍ଷ ବଡ ଅଟନ୍ତି । ଶ୍ଵେତାଙ୍କ ବିବାହ ୧୯୯୭ ମସିହାରେ ‘ନିଖିଲ ନନ୍ଦା’ ସାଙ୍ଗେ ହେଇଥିଲା । ତାଙ୍କର ୨ଟି ସନ୍ତାନ ଅଛନ୍ତି। ପୁଅ ନାମ “ଅଗସ୍ତ୍ୟ” ଏବଂ ଝିଅଙ୍କ ନାମ “ନବ୍ୟା ନବେଲି ନନ୍ଦା” ଅଟେ । ଆପଣଙ୍କୁ ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ