Personality Test- ଭଗବାନଙ୍କର ନାମ ନେଇ ବାଛନ୍ତୁ ଯେ କୌଣସି ଗୋଟିଏ ସଂଖ୍ୟା ବାଲା ପତ୍ର ଆଉ ଦେଖନ୍ତୁ ଚମତ୍କାର ଆଗକୁ କିପରି ରହିବ ଭବିଷ୍ୟତ

ବନ୍ଧୁଗଣ ଆପଣଙ୍କ ପାଇଁ ଆସୁଥିବା ସମୟ କିପରି ରହିବ ଓ କଣ ସବୁ ଖୁସି ଖବର ମିଳିବାର ଅଛି ଆସୁଥିବା ସମୟରେ ଆପଣଙ୍କର ଭବିଷ୍ୟତ କଣ ସବୁ ପରିବର୍ତ୍ତନ ହେବାକୁ ଯାଉଛି ଆସନ୍ତା କାଲି ଠାରୁ କଣ ସବୁ ହେବାକୁ ଯାଉଛି ଆପଣଙ୍କ ଜୀବନରେ । ଏଥିପାଇଁ ଆପଣଙ୍କୁ କେବଳ ଗୋଟିଏ କାମ କରିବାର ଅଛି । ଏଥିପାଇଁ ଆପଣ ୩ ଟି ଚିତ୍ର ମଧ୍ୟ ରୁ ଯେ କୌଣସି ଗୋଟିଏ ଚୟନ କରନ୍ତୁ ।

ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଭବିଷ୍ୟତରେ କଣ ସବୁ ଚମତ୍କାରିତା ହେବାକୁ ଯାଉଛି । ଏବେ ଆସନ୍ତୁ ଆରମ୍ଭ କରିବା । ୧- ପ୍ରଥମ ଚିତ୍ର : ଆମ ଲିଷ୍ଟରେ ଯେଉଁ ମାନେ ପ୍ରଥମ ଚିତ୍ର ଚୁଜ କରିଛନ୍ତି ଆପଣଙ୍କ ପାଇଁ ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି । ଇଚ୍ଛା ଅନୁଯାୟୀ ଶୁଭ ଫଳ ପ୍ରାପ୍ତ ହେବ । ଆପଣ କୌଣସି ଖରାପ କାମ କରିଲେ ଖରାପ ପରିଣାମ ଜଲ୍ଦି ମିଳିଥାଏ । କିନ୍ତୁ ଭଲ କାମ କରିଲେ ପରିଣାମ ଡେରିରେ ମିଳିଥାଏ ।

ଆଜି ଯାଏଁ ଆପଣ ଯାବତିୟ ଦୁଖ କଷ୍ଟ ଭୋଗ କରିସାରିଛନ୍ତି । ବର୍ତ୍ତମାନ ଯେଉଁ କେତୋଟି ଗ୍ରହ ଅଶୁଭ ଭାବରେ ସ୍ଥାନ କରିଛନ୍ତି ସେଥିପାଇଁ ଆପଣ ଭଲ ଜ୍ୟୋତିଷଙ୍କ ସହ ପରାମର୍ଶ କରନ୍ତୁ । ଯାହା ଫଳରେ ଆପଣ ଏହାର ପ୍ରତିକାର କରିପାରିବେ । ହଠାତ ଧନ ପ୍ରାପ୍ତି, ଶୁଭ ସମ୍ବାଦ ପାଇପାରନ୍ତି ।

୨- ଦ୍ଵିତୀୟ ଚିତ୍ର : ଆମ ଲିଷ୍ଟରେ ଯେଉଁ ମାନେ ଦ୍ଵିତୀୟ ଚିତ୍ର ଚୁଜ କରିଛନ୍ତି ତେବେ ଘର ଠାରୁ ବାହାର ଯାଏଁ ଅସାନ୍ତି ହେଉଛି । କାହାରି ସହ ବିବାଦ କରନ୍ତୁ  ନାହି । ଆପଣ ସାବଧାନ ରୁହନ୍ତୁ । ପାରିବାରିକ କ୍ଷେତ୍ର ପାଇଁ ଅଧିକ ଖର୍ଚ୍ଚ କରିସାରିଛନ୍ତି । ପରେ କାହାର ଭରଣ ନ କରିପାରି ଚିନ୍ତାରେ ରହି ଆଜି ବ୍ୟବସାୟ କରୁଛନ୍ତି ।

ସେଥିରୁ ମଧ୍ୟ ଲାଭ ମିଳିଲା ନାହି । ଏବେ କିନ୍ତୁ ଚିନ୍ତା ଦୂର କରନ୍ତୁ । ଆଜି ଠାରୁ ଆପଣ ସୁନାମୀ ଅର୍ଜନ କରିବେ । ପଦ ପଦବୀରେ ଯଶ ଲାଭ କରିବେ । ଶୁଭର ପ୍ରବେଶ ହେଉଛି । ଅଶୁଭତ୍ଵ ଦୂରେଇ ଯାଉଛି । ଆପଣଙ୍କ ନିମନ୍ତେ ଆରାଧ୍ୟା ଦେବୀ ମା ପାର୍ବତୀ । ହଳଦିଆ ରଙ୍ଗର ଗାମୁଛା ସହ ଦକ୍ଷିଣ ଦାନ କରନ୍ତୁ ।

୩- ତୃତୀୟ ଚିତ୍ର : ଆମ ଲିଷ୍ଟର ଯେଉଁ ମାନେ ତୃତୀୟ ଚିତ୍ର ପସନ୍ଦ କରିଛନ୍ତି ପୂର୍ବରୁ ଆପଣଙ୍କ ଲାଗି ଯେଉଁ ପାପ ଦୋଷ ହେଉଥିଲା ଆପଣ ସେଥିରେ ମନ୍ଦ ଫଳ ଭୋଗ କରୁଥିଲେ । ଏଥର ଚିନ୍ତା ଦୂର ଅଋ ଶୁଭ ଫଳ ଆଗମନର ସମୟ ଆସିଯାଇଛି । ବର୍ତ୍ତମାନ ଆପଣଙ୍କ ଜାତକରେ ଦ୍ଵିତୀୟ ରାଜଯୋଗର ନିର୍ମାଣ ହେଉଛି ।

ଦ୍ଵାଦଶ ଗୃହକୁ ଜଣେ ଜ୍ଞାନୀଙ୍କ ଦ୍ଵାରା ଚିହ୍ନିତ କରି ନିଅନ୍ତୁ । ଯେଉଁ ୪ଟି ଗ୍ରହ ଅଛନ୍ତି ଆପଣଙ୍କ ଦଶାରେ ବାଧା ଦେଉଛନ୍ତି ତାହା ଚିହ୍ନଟ ହେବା ପରେ ଆପଣ ସେହି ନିମନ୍ତେ ନିବାରଣର ବ୍ୟବସ୍ଥା କରନ୍ତୁ । । ଗ୍ରହ ଶାନ୍ତି ହେଲେ ବିଶେଷ ଶୁଭ ଫଳ ପାଇବେ । ମୌନ ହୋଇ କାର୍ଯ୍ୟ କରିଲେ ଜଲ୍ଦି ସଫଳ ପାଇବେ । ବନ୍ଧୁଗଣ ଆପଣ ମାନେ କେଉଁ ଚିତ୍ର ବାଛିଛନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *