Health Tips- ଥରକରେ ଦାନ୍ତରେ କଷ୍ଟ ଓ ପୋକ ବାହାରିଯିବ , ଦାନ୍ତବିନ୍ଧା ହେବ ଗାୟବ, କେବଳ କରନ୍ତୁ ଏହି ଦେଶୀ ଉପଚାର !

ବନ୍ଧୁଗଣ ଦାନ୍ତରେ କଷ୍ଟ ଓ ପୋକ ଲାଗିବା ସେହି ଜିନିଷ ଅଟେ ଯାହା ଆମେ ପ୍ରତିଦିନ ଖାଇଥାଉ । ଖାଦ ଖାଇବା ପରେ ଦାନ୍ତ ଭଲ ଭାବେ ସଫା ନ ହେବା କାରଣରୁ ସେହି ଜିନିଷ ଆମ ଦାନ୍ତରେ ଲାଗିଯାଏ । ଯାହା ଅଫଳରେ ଅମା ଦାନ୍ତରେ ବ୍ୟାକ୍ଟେରିୟା ଉତପନ ହୋଇଥାଏ । ସେହି ବ୍ୟାକ୍ଟେରିୟା ଆମ ଦାନ୍ତରେ କଣା କରିଥାଏ ଯାହାକୁ ଆମେ ପୋକ ଲାଗିବା କହିଥାଉ । ଯାହା କାରଣରୁ ଦାନ୍ତରେ ଯନ୍ତ୍ରଣା ମଧ୍ୟ ହୁଏ ।

ପ୍ରାଚୀନ କାଳରୁ ଲୋକ ମାନେ ଏମିତି କିଛି ଘରୋଇ ଉପଚାର ବନାଉଥିଲେ ଯାହା ଦ୍ଵାରା ଦାନ୍ତରେ ପୋକ ଲାଗୁ ନ ଥିଲା । ତେବେ ଚାଲନ୍ତୁ ଜାଣିବା ଦାନ୍ତ ପୋକ ବାହାର କରିବାର ଉପାୟ ବିଷୟରେ । ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ଫୁଲ ଥିବା ଲବଙ୍ଗ । ଦ୍ଵିତୀୟ ସାମଗ୍ରୀ ହେଉଛି ସୋରିଷ ତେଲ ।

ଶେଷରେ ଆବଶ୍ୟକ ଫିଟିକରି ଗୁଣ୍ଡ । ଆପଣ ଅଳ୍ପ ଫିଟିକରି କୁ ଭାଙ୍ଗି ଏହାର ଗୁଣ୍ଡ କରନ୍ତୁ । 3ରୁ 4ଟି ଲବଙ୍ଗ ନେଇ ଏହାକୁ ଭଲ ଭାବେ ଗୁଣ୍ଡ କରନ୍ତୁ । ଆପଣଙ୍କ ଦାନ୍ତରେ ଯେଉଁ ଜାଗାରେ କଷ୍ଟ ହେଉଛି ସେଠାରେ 5 ମିନିଟ ଯାଏଁ ଲବଙ୍ଗ ଗୁଣ୍ଡକୁ ଲଗାଇ ରଖନ୍ତୁ । ପାଟିରୁ ବାହାରୁଥିବା ଲାଳ କୁ ବାହାର କରନ୍ତୁ ନାହି ।

ଦେଖିବେ କିଛି ସମୟ ପରେ ଦାନ୍ତରେ ହେଉଥିବା କଷ୍ଟ ଦୂର ହୋଇଯିବ । ଯଦି ଆପଣଙ୍କ ଦାନ୍ତରେ ଅଧିକ କଷ୍ଟ ହେଉଛି ତେବେ ଏକ ପାତ୍ରରେ ଅଳ୍ପ ମାତ୍ର ସୋରିଷ ତେଲ ନିଅନ୍ତୁ । ଏହା ପରେ ଏଥିରେ ଏକ ଚାମଚ ଫିଟିକରି ଗୁଣ୍ଡ ମିଶାନ୍ତୁ । ଏହାକୁ ଭଲ ଭାବେ ମିଶାଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ ।

ଯଦି ଆପଣଙ୍କ ଦାନ୍ତର ତଳ ଭାଗରେ ପୋକ ଲାଗିଥାଏ ତେବେ ତୁଳାରେ ଏହି ପେଷ୍ଟ ଲଗାଇ ଦାନ୍ତରେ ଭଲରେ ଲଗାଇ ଦିଅନ୍ତୁ । ଏହି ମିଶ୍ରଙ୍କୁ ଭଲ ଭାବେ ଲଗାନ୍ତୁ ଯେମିତି ଦାନ୍ତରେ ବ୍ୟାକ୍ଟେରିୟା କାଢିବାରେ ଏହା ଜଲ୍ଦି ସହାୟକ ହେବ । ଯଦି ଆପଣଙ୍କର ଦାନ୍ତର ଉପରି ଭାଗରେ ପୋକ ଲାଗିଥାଏ ତେବେ ଏହି ପେଷ୍ଟ କୁ ନେଇ ଏକ ବ୍ରସ ସାହାଯ୍ୟରେ ପୋକ ଲାଗିଥିବା ଦାନ୍ତରେ ମାଲିସ କରନ୍ତୁ ।

ଏହାକୁ ଦାନ୍ତରେ ଲଗାଇବାର 2 ଘଣ୍ଟା ଯାଏଁ ସେମିତି ରଖି ଦିଅନ୍ତୁ । ଆପଣ ଚାହିଁଲେ ରାତିରେ ଶୋଇବା ପୂର୍ବରୁ ଏହାକୁ ଲଗାଇ ପାରିବେ ଓ ରାତି ସାରା ଏହାକୁ ଦାନ୍ତରେ ଲଗାଇ ରଖି ପାରିବେ । ଆପଣ ଏହାର ପ୍ରୟୋଗ ସେତିକି ମାତ୍ରା ରେ କରନ୍ତୁ ଯେତିକି ଆପଣଙ୍କ ଦାନ୍ତରେ ପୋକ ଲାଗିଛି ।

3 ରୁ 4 ଦିନ ଆପଣ ଏହାର ପ୍ରୟୋଗ କରିବା ଦ୍ଵାରା ଆପଣଙ୍କ ଦାନ୍ତରେ ଲାଗିଥିବା ଫୋକସ ଧୀରେ ଧୀରେ ଗାୟବ ହେବାରେ ଲାଗିବ । ଆପଣ ଚାହିଁଲେ ଏହାର ପ୍ରୟୋଗ ପ୍ରତି ଦିନ କରି ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *