ମସ୍ତିଷ୍କକୁ ପ୍ରଖର କରିବାର ଜବରଦସ୍ତ ଉପାୟ ! କମ୍ପ୍ୟୁଟର ବି ଫେଲ ହେଇଯିବ… (Increase Brain Power)

ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ଏହି ଦୁନିଆ ର ୯୦ ଭାଗ ବୁଦ୍ଧି ଓ ୯୦ ଭାଗ ଧନ କେବଳ ଦୁନିଆ ରେ ୧୦ ଭାଗ ଲୋକ ଙ୍କ ପାଖରେ ହିଁ ଦେଖିବାକୁ ମିଳିଥାଏ । ଦୁନିଆ ର ଏକ ଏପରି ସତ୍ୟ ଯାହା କୁ କି ଖୁବ କମ ଲୋକ ହିଁ ସ୍ୱ୍ବିକାର କରିଥାନ୍ତି । ତାହା ହେଉଚ୍ଚି ଏହି ଦୁନିଆ ରେ ସଫଳତା ଟଙ୍କା ଓ ବିଜୟ କେବଳ ଯେଉଁମାନେ ଶାରୀରିକ ପରିଶ୍ରମ ଅକରିଥାନ୍ତି ସେମାନଙ୍କ ପାଖରେ ନୁହେଁ ଅପିତୁ ଯେଉଁ ମାନେ ମସ୍ତିସ୍କର ଖୁବ ଭଲ ଭାବରେ ମଧ୍ୟ ବ୍ୟବହାର କରିଥାନ୍ତି, ସେମାନଙ୍କୁ ମିଳିଥାଏ ।

ଯଦି ଆପଣ ନିଜ ମସ୍ତିସ୍କର ଉପଯୋଗ ଠିକ ଭାବରେ କରିଥାନ୍ତି, ତେବେ ଏହା ଦ୍ଵାରା ଆପଣ ଙ୍କୁ ଏହି ଦୁନିଆ ରେ ସଫଳତା ବିଜୟ ଖୁସି ସବୁକିଛି ପ୍ରାପ୍ତ ହୋଇ ଯାଇଥାଏ । ପ୍ରତ୍ଯେକ ବ୍ୟକ୍ତି ମଧ୍ୟ ଆପଣ ଙ୍କ ସମ୍ମାନ କରିବେ । ବନ୍ଧୁଗଣ ଆମ ମସ୍ତିସ୍କର ଭାର ଆମ ସମସ୍ତ ଶରୀର ତୁଳନା ରେ ମାତ୍ର ୨ ଭାଗ ର ହିଁ ହୋଇଥାଏ ।

ମସ୍ତିସ୍କ ରେ ୨ ବିଲିୟନ ନିୟୁରନ୍ସ ରହିଥାଏ । କିନ୍ତୁ ଆମେ ମାନେ ତାହର ମାତ୍ର ୨ ରୁ ୩ ଭାଗ ହିଁ ବ୍ୟବହାର କରିଥାଉ । ଓ କିଛି ବୁଦ୍ଧିଶାଳୀ ଯିବ ତାହାର ମାତ୍ର ୪ ରୁ ୫ ପ୍ରତିଶତ ହିଁ ବ୍ୟବହାର କରିଥାନ୍ତି । ମଣିଷ ମାନଙ୍କ ର ମସ୍ତିସ୍କ ଏକ କମ୍ପୁଟର ଭଳି ହିଁ କାମ କରିଥାଏ । ଆମ ମସ୍ତିସ୍କ ର ୭୫ ପ୍ରତିଶତ ଭାଗ ଜଳ ଦ୍ଵାରା ହିଁ ହୋଇଥାଏ । ଏଥିପାଇଁ ଦୈନିକ ୧୨ ରୁ ୧୬ ଗ୍ଳାସ ପାଣି ତ ଆପଣଙ୍କୁ ପିଇବା ଆବଶ୍ୟକ ।

ପ୍ରତ୍ଯେକ ମଣିଷ ର ଅନୁସାରେ ତାର ପାଣି ପିଇବା ମାତ୍ରା ମଧ୍ୟ ଭିନ୍ନ ଥାଏ । ଏହ ଆଉପରେ ମଧ୍ୟ ଏକ ବିଜ୍ଞାନ ରହିଅଛି । ଯେପରି କି ଆପଣ ଙ୍କ ଶରୀର ର ଓଜନ ଯେତେ ହୋଇଥିବ ତାହାକୁ ୧୦ ଭାଗ କରି ତାର ୩୦ ପ୍ରତିଶତ ଜଳ ଆପଣଙ୍କୁ ପିଇବା ଆବଶ୍ୟକ । ଯେପରିକି ଯଦି ଆପଣ ଙ୍କ ଶରୀରର ଓଜନ 80 କିଲୋ ତେବେ ଆପଣ ପ୍ରତିଦିନ 3 ଲିଟର ଜଳ ପାନ କରନ୍ତୁ ।

ପର୍ଯ୍ୟାପ୍ତ ମାତ୍ରା ରେ ଜଳ ପିବା ଦ୍ଵାରା ମସ୍ତିସ୍କ ଭଲ ଭାବରେ କାମ କରିଥାଏ । ତାହାଛଡା ନିଜ ଖାଦ୍ୟ ର ମଧ୍ୟ ବିଶେଷ ଯତ୍ନ ନେବାକୁ ହୋଇଥାଏ । ଯେପରିକି ନିଜ ଖାଦ୍ଯରେ ଓମେଗା 3 ଏସିଡ ର ମାତ୍ରା ଧିକ କରିବାକୁ ହୋଇଥାଏ । କାରଣ ଏହା ଆମ ମସ୍ତିସ୍କ ପାଇଁ ଖୁବ ଭଲ ହୋଇଥାଏ । କିନ୍ତୁ ଏହି ଓମେଗା 3 ଏସିଡ ଅଧିକ ମାତ୍ରା ରେ ମାଛ ବା ଆମିଷ ଖାଦ୍ୟ ମାନଙ୍କରେ ଦେଖିବାକୁ ମିଳିଥାଏ ।

ଏପରି ରେ ଯେଉଁ ମାନେ ଶାକାହାରୀ ସେମାନଙ୍କ ପାଇଁ ମଧ୍ୟ ଏକ ଉପାୟ ରହିଅଛି । ଯେପରିକି ଆପଣ ଅଳସୀ ଦାନା କୁ ଆଣି ଶୁଖାଇ ଭଲ ଭାବରେ ଗୁଣ୍ଡ କରି ନିଅନ୍ତୁ । ଏହାପରେ ଏଥିରୁ ପ୍ରତିଦିନ ଏକ ଚାମଚ କରି ଖାଇ ନିଅନ୍ତୁ । ଏହା ଆପଣ ଙ୍କ ମସ୍ତିସ୍କ ସହ ଆପଣ ଙ୍କ ହାର୍ଟ ପାଇଁ ମଧ୍ୟ ଖୁବ ଲାଭଦାୟୀ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଯାଇଦ ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *