ମାତ୍ର 7 ଦିନ ଭିତରେ ସାଥିରେ ପାଇବେ ନିଜ ପ୍ରେମକୁ, କରନ୍ତୁ ଏହି ଗୋଟିଏ ଉପାୟ

ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଝିଅ ମାନଙ୍କୁ ପଟେଇବାର ବହୁତ ସହଜ ଉପାୟ ବିଷୟ ରେ କହିବା ପାଇଁ ଆସିଛୁ ଏବଂ ଏଠାରେ ଆମେ ଆପଣ ମାନଙ୍କୁ କହିବୁ କି ଆପଣ ମାନେ କେମିତି ଗୋଟିଏ ଝିଅ କୁ କେବଳ 3 ରୁ 4 ଦିନ ମଧ୍ୟ ରେ ଆପଣ ମାନେ ସେହି ଝିଅକୁ ବହୁତ ଜଲ୍ଦି ପଟେଇ ପାରିବେ ।

ତେବେ ଆଉ ଡେରୀ ନ କରି ଆସନ୍ତୁ ସେହି ସବୁ ଉପାୟ ବିଷୟ ରେ ଜାଣି ନେବା । ପ୍ରଥମେ ହେଲା ବନ୍ଧୁଗଣ ଯଦି ତୁମେ ତୁମ ଜିବନ ରେ କୈଣସି ବି ଝିଅ କୁ ପ୍ରେମ କରିବା ପାଇଁ ଚାହୁଁଛ ତେବେ ଆପଣ ମାନେ କଣ କରିବେ ନା ସେହି ଝିଅ କୁ ସବୁ ବେଳେ ପଟନ୍ତୁ ଯିଏ ଆପଣଙ୍କ ଠାରୁ ଟିକିଏ କମ୍ ସୁନ୍ଦରତା ରେ ରହି ଥିବ ।

ଅର୍ଥାତ୍ ଆପଣ ମାନେ ସେହି ଝିଅ କୁ ଲାଇନ୍ ମାରନ୍ତୁ । ଏବଂ ଝିଅ ମାନଙ୍କ କ୍ଷେତ୍ର ରେ ସେହି ଜିନିଷ ଆପ୍ଲାୟ ହୋଇ ଏହି ଠାରେ ଝିଅ ମାନେ ବି ସେହି ପରି କ୍ଷେତ୍ର ରେ ନିଶ୍ଟିତ ଭାବେ ରେସ୍ପନ୍ସ ଦେବେ । ଏବଂ ସେ କିଛି ଦିନ ମଧ୍ୟ ରେ ତୁମର ଗାର୍ଲ ଫ୍ରେଣ୍ଡ ମଧ୍ୟ ହୋଇ ଯିବ ।

ଖାସ୍ କରି ଏହି ପୋଷ୍ଟ ସେହି ଲୋକ ମାନଙ୍କ ପାଇଁ ବହୁତ କାମ ରେ ଆସିବ କି ଯେଉଁ ମାନେ ଆଜି ଯାଏ କୈଣସି ବି ଝିଅ କୁ ପଟେଇ ନାହାଁନ୍ତି । ଆଉ ଏହି ଟ୍ରିକ୍ ଗରେଣ୍ଟି ର ସହିତ କାମ ନଶ୍ଚିତ ଭାବେ କରିବ ।

ହେଲେ ଆପଣ ମାନେ ଯଦି ଏବେ ଯାଏ କୈଣସି ବି ଝିଅ କୁ ପଟେଇ ନାହଁନ୍ତି ଏବଂ ଏବେ ପଟେଇବା କଥା ଭାବୁଛ ତେବେ ଏମିତି ହିଁ ଟ୍ରିକ୍ ଫୋଲ କରନ୍ତୁ ନଚେତ୍ ଆପଣ ମାନେ ଯଦି ପ୍ରଥମ ରୁ ହିଁ ଅପ୍ସରା ପରି ଝିଅ କୋଜିଲେ ଆପଣ ମାନେ କୈଣସି ବି ଝିଅ କୁ ପଟେଇ ପାରିବେ ନାହିଁ । ଏବଂ ସେମାନେ ଏବେ ସହଜ ରେ ବି ପଟିବେ ନାହିଁ ମଧ୍ୟ ।

ହେଲେ ଯେଉଁ ମାନେ ଝିଅ ପଟେଇବାରେ ମାହୀର ରହି ଥାନ୍ତି ସେମାନେ ତାଙ୍କ ଠାରୁ ବି ଅଧିକ ସୁନ୍ଦର ଝିଅ କୁ ପଟେଇ ପାରନ୍ତି । ହେଲେ ତୁମର ବର୍ତମାନ ସମୟ ରେ ଏକ୍ସପିରିଏନ୍ସ ନାହିଁ ତେବେ ତୁମକୁ ଏମିତି ହିଁ ଆରମ୍ଭ କରିବା ପାଇଁ ପଡିବ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

 

Leave a Reply

Your email address will not be published. Required fields are marked *