Health Tips- Thyroid ରୋଗୀ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ, ହୋଇଥାଏ ବିଷ ସମାନ

ନମସ୍କାର ବନ୍ଧୁଗଣ , ଶରୀରକୁ ସୁସ୍ଥ ସବଳ , ରୋଗହୀନ ରଖିବାକୁ ହେଲେ ଆମ ନିଜର ଖାଇବା ପିଇବା ପ୍ରତି ଜାଗ୍ରତ ରହିବାକୁ ପଡିଥାଏ । ଆମେ ଆମ ଦୈନନ୍ଦିକ ଜୀବନରେ ବହୁତ ପ୍ରକାରର ଖାଦ୍ୟ ର ସେବନ କରିଥାଉ ଯାହା ଫଳରେ ଆମ ଅନେକ ରୋଗ ର ଶିକାର ହେବାକୁ ପଡିଥାଏ । ଆଜି ଆମେ ଆଲୋଚନା  କରିବା ଏମିତି ଏକ ରୋଗ ବିଷୟରେ ଏହା ସାନ ରୁ ନେଇ ବଡ ଯାଏ ସମସ୍ତକ ପାଖରେ ଦେଖିବାକୁ ପାଇଥାଉ ।

ଏହି ରୋଗ ପ୍ରାଣ ପାଇଁ ହାନି କାରକ ହୋଇନଥାଏ କିନ୍ତୁ ଏହି ରୋଗ କୁ ନିଜର ନିୟନ୍ତ୍ରଣ ରେ ରଖିବା ଆମ ପାଇଁ ନିହାତି ଜରୁରୀ ହୋଇଥାଏ । ଏହି ରୋଗ ହେଉଛି ଥାଇରଏଡ ଏହା ମୁଖ୍ୟତ ଦୁଇ ପ୍ରକାରର ହୋଇଥାଏ ହାଇପୋ ଥାଇରଏଡ ଏବଂ ହାଇପର ଥାଇରଏଡ । ଯେତେବେଳେ ଆମ ଶରୀରର ଥାଇରଏଡ ଗ୍ରନ୍ଥୀ ଦୁର୍ବଳ ହୋଇଯାଇଥାଏ ତେବେ ଆମ କୁ ହାଇପୋ ଥାଇରଏଡ ହୋଇଥାଏ ।

ଆମ ଶରୀରରେ ଥାଇରଏଡ ହେଲେ ଆମ ଶରୀରର ଓଜନ ବୃଦ୍ଧି ହେବାକୁ ଲାଗିଥାଏ । ଆମେ ନ ଚାହି ମଧ୍ୟ ମୋଟା ହେଇଯାଇଥାଉ । ତେଣୁ ଆମ କୁ ନିଜର ଖାଇବା ପିଇବା ପ୍ରତି ସଚେତନ ହେବା ଦରକାର । ଥାଇରଏଡ ରୋଗୀ କି ଏମିତି କିଛି ଖାଦ୍ୟ ର ସେବନ ଆଦୌ କରିବା ଉଚିତ୍ ହୋଇନଥାଏ । ଆଜି ଆମେ ଜାଣିବା ଥାଇରଏଡ ରୋଗ ହେଲେ କେଉଁ ସବୁ ଜିନିଷ ରୁ  ଦୂରେଇ ରହିବା ଦରକାର ।

ପ୍ରଥମ ଟି ହେଉଛି ସୋୟାବିନ ଏହା ଥାଇରଏଡ ର ସବୁଠୁ ବଡ ଶତ୍ରୁ ହୋଇଥାଏ । ଯଦି କୋଣସି ଭଲ ବ୍ୟକ୍ତି ମଧ୍ୟ ସବୁ ଦିନ ସୋୟାବିନ ର ସେବନ କରିଥାନ୍ତି ତେବେ ତାଙ୍କୁ ମଧ୍ୟ ଥାଇରଏଡ ହୋଇଯାଇଥାଏ । ତେଣୁ ଥାଇରଏଡ ଥିବା ବ୍ୟକ୍ତି କୁ ସୋୟାବିନ ର ସେବାବ କଦାପି କରିବ ନାହିଁ । ଏହା କରିବା ଦ୍ଵାରା ଶରୀରରେ ଥାଇରଏଡ ର ମାତ୍ରା ବୃଦ୍ଧି ହୋଇନଥାଏ । ଦ୍ଵିତୀୟ ହେଉଛି ଥାଇରଏଡ ଥିବା ବ୍ୟକ୍ତି ନଡିଆ ତେଳ , ସୋରିଷ ତେଳ ର ବ୍ୟବହାର କରିବା ଉଚିତ୍ । ପ୍ରୋଟିନ ଜାତୀୟ ଖାଦ୍ୟ ର ସେବନ କରିବା ଆଦୌ କରିବା  କଥା ନୁହେଁ ।

ତୃତୀୟ ରେ ମଇଦା ରୁ ତିଆରି ଜିନିଷର ସେବନ କରିବେ ନାହିଁ ଯଥା ପାଉରୁଟି , ରୋଟି ,କେକ ଆଦି କୁ ଖାଇବା ଅନୁଚିତ୍ । ଆମେ ଯେବେ ଏହି ପ୍ରକାରର ଖାଦ୍ୟ ଖାଇଥାଉ ଏହା ଆମ ଶରୀରରେ ହଜମ ହେବାରେ ସମୟ ଲାଗିଥାଏ । ଏହା ଦ୍ଵାରା ଶରୀରରେ ପୋଷାକ ତତ୍ଵ ଏ ଅଭାବ ହୋଇଥାଏ । ଚର୍ତୁର୍ଥ ହେଲା ସାଲାଇବା ଜାତୀୟ ପନିପରିବାର ସେବନ କରିବା ଅନୁଚିତ୍ ହୋଇଥାଏ ଯଥା ବନ୍ଧାକୋବି , ଫୁଲ କୋବି , ବ୍ରୋକୋଳି ଏବଂ ସୋରିଷ ।

ପଞ୍ଚମ ହେଲା ଚିନି ଥାଇରଏଡ ଥିବା ବ୍ୟକ୍ତି ଚିନି ର ସେବକାନ କରନ୍ତୁ ନାହିଁ । କାରଣ ଚିନି କୁ ଖାଇବା ଦ୍ଵାରା ଆମେ ନେଉଆ ଥିବା ଔଷଧ କାମ କରିନଥାଏ । ଶେଷ ହେଉଛି ଜଙ୍ଗ ଫୁଡ ବାହାର ଖାଦ୍ୟ ରୁ ଦୂରେଇ ରହିବା ଉଚିତ୍ ହୋଇଥାଏ । ତେଣୁ ଏ ସମସ୍ତ ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ୍ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *