Astrology- B ନାମଥିବା ଲୋକ ଆପଣଙ୍କ ପାଖରେ ଅଛନ୍ତି ତ ଏହାକୁ ନିଶ୍ଚୟ ଦେଖନ୍ତୁ…

 ନମସ୍କାର ବନ୍ଧୁଗଣ , ଆଜି ଆମେ ଜାଣିବା  ଇଂରାଜୀ B  ବ୍ୟକ୍ତି ବିଶେଷକ ସ୍ଵଭାବ ବିଷୟରେ । ପ୍ରାୟ ସମସ୍ତକ ଜୀବନରେ ତାଙ୍କ ନାମର ଗୁରୁତ୍ଵ ରହିଥାଏ । ଶାସ୍ତ୍ର ଅନୁସାରେ ବ୍ୟକ୍ତି ର ନାମ ତା ଜୀବନ ଉପରେ ବିଶେଷ ପ୍ରଭାବ ପକେଇଥାଏ । ନାମର ପ୍ରଥମ ଅକ୍ଷର ଜୀବନରେ ବିଶେଷ ପ୍ରଭାବ ପକାଏ । ନାମ ର ପ୍ରଥମ ଅକ୍ଷର ରୁ ହିଁ ଆମେ ବ୍ୟକ୍ତିର ସ୍ଵଭାବ ବିଷୟରେ ଜାଣିଥାଉ । ନାମ ର ପ୍ରଥମ ଅକ୍ଷର ରୁ ହିଁ ଆମେ ଆମ ଭାଗ୍ୟ ବିଷୟରେ ଜାଣି ଥାଉ ।

ଯଦି ଆପଣ ନାମ ର ପ୍ରଥମ ଅକ୍ଷର ରୁ ଆପଣଙ୍କ ସ୍ଵଭାବ ସମ୍ବନ୍ଧରେ ଜାଣିବାକୁ ଚାହୁଛନ୍ତି , ତେବେ ଏହି ପେଜକୁ ଶେଷ ଯାଏ ନିଶ୍ଚିତ ପଢନ୍ତୁ । ଆଜି ଆମେ ଯେଉଁ ଅକ୍ଷର ବିଷୟରେ ଜାଣିବାକୁ ଯାଉଛୁ ତାହା ହେଉଛି ଇଂରାଜୀ ଅକ୍ଷର B । B ଅକ୍ଷର ବ୍ୟକ୍ତିମାନଙ୍କ ଗଠନ ବହୁତ ସୁନ୍ଦର ହୋଇଥାଏ ଏବଂ ଏମାନଙ୍କର ଆଖି ବହୁତ ସୁନ୍ଦର , ଆକର୍ଷକ ହୋଇଥାଏ । ଏହି ବ୍ୟକ୍ତି ମାନେ ସର୍ବଦା ନୂଆ ରାସ୍ତା ଖୋଜିବାରେ ଲାଗିଥାନ୍ତି ।

B ନାମ ଥିବା ବ୍ୟକ୍ତି ଗୋଟିଏ କାମ କରିବାରେ ସନ୍ତୁଷ୍ଟ ହୋଇନଥାନ୍ତି , ଏମାନେ ସର୍ବଦା ନିଜର ପଥ କୁ ସମସ୍ତକ ଠାରୁ ଭିନ୍ନ ରଖିଥାନ୍ତି । ଏମାନେ ସବୁ ବେଳେ ନୂଆ ନୂଆ କାର୍ଯ୍ୟ କରିବାର ମନୋବୃତ୍ତି ରଖିଥାନ୍ତି । ଏହି ନାମ ର ବ୍ୟକ୍ତି ସହଜ ରେ ଅନ୍ୟକୁ ବିଶ୍ଵାସ କରନ୍ତି ନାହିଁ ଏବଂ ଏହି ଯୋଗୁ ଏମାନଙ୍କର ସାଙ୍ଗ ସାଥିମାନଙ୍କ ସଂଖ୍ୟା କମ ରହିଥାଏ ।

B ନାମ ଅକ୍ଷର ଥିବା ବ୍ୟକ୍ତି ସାଙ୍ଗସାଥି ଠାରୁ ନିଜ ସହ ଅଧିକ ସମୟ ଅତିବାହିତ ଅକରିଥାନ୍ତି । ଯଦି ଏମାନେ କାହାକୁ ବିଶ୍ଵାସ କରିଥାନ୍ତି , ତେବେ କେବଳ ତାଙ୍କ ସହିତ ହିଁ ସାଙ୍ଗ କରିଥାନ୍ତି । B ନାମ  ଅକ୍ଷର ଥିବା ବ୍ୟକ୍ତି ପ୍ରାକୃତିକ ସୌନ୍ଦର୍ଜ୍ୟ ପ୍ରତି ଆକର୍ଷିତ ହୋଇଥାନ୍ତି ଏବଂ ପ୍ରକୃତି ସହିତ ଅଧିକ ସମୟ ଅତିବାହିତ କରିନ୍ତି । ଏମାନେ ଅନେକ ସ୍ଥାନ କୁ ଭ୍ରମଣ କରି ପ୍ରାକୃତିକ ସୁନ୍ଦରତାକୁ ଦେଖନ୍ତି ଏବଂ ମନ ର ଚିନ୍ତାଧାରା କୁ ନିଜ ଭିତରେ ରଖିଥାନ୍ତି ।

ସାଧାରଣତ B ଅକ୍ଷର ନାମ ଥିବା ବ୍ୟକ୍ତି ଶାନ୍ତ ହୋଇଥାନ୍ତି କିନ୍ତୁ ଯଦି ଏମାନଙ୍କୁ ରାଗ ଆସିଥାଏ ତେବେ କାହାରି କଥା ଶୁଣି ନଥାନ୍ତି । ଏମାନେ ନିଜର କ୍ରୋଧ କୁ ଲୁଚାଇ ରଖନ୍ତି ଏବଂ ଏମାନଙ୍କ ଠାରୁ କୋଣସି ତର୍କ ରେ ଜିତିବା କଷ୍ଟକର ହୋଇଥାଏ । B ଅକ୍ଷର ନାମ ଥିବା ବ୍ୟକ୍ତି ଭବିଷ୍ୟତ ର ଅଧିକ ଚିନ୍ତା କରିଥାନ୍ତି କିନ୍ତୁ ଏହାକୁ ସଫଳ କରିବାରେ ପଛୁଆ ରହିଯାଇଥାନ୍ତି ।

ଏମାନେ ନିଜର ପ୍ରତେକ କାର୍ଯ୍ୟ ଚୁପଚାପ କରିଥାନ୍ତି । B ବ୍ୟକ୍ତିଙ୍କ ଏହି ଗୁଣ ଏମାନଙ୍କୁ ସଫଳତା ଆଡ କୁ ନେଇଯାଇଥାଏ । ଏମାନେ ଜୀବନରେ ଜଣ କୁ ଭଲ ପାଇ ଥାନ୍ତି ଏବଂ ତାହାକୁ ହିଁ ନିଜର ଜୀବନ ସାରଥି କରିଥାନ୍ତି ।  ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *