Health Tips- ଥକାପଣ, କମଜୋରି ଓ Weakness ପାଇଁ ଜବରଦସ୍ତ ଉପାୟ ! 70 ବର୍ଷ ବୟସରେ ବି ଶରୀରରେ ଭରିଦେବ 30 ବାଲା ଶକ୍ତି, ଜୋସ ଆଉ ଫୁର୍ତ୍ତି

ନମସ୍କାର ବନ୍ଧୁଗଣ, ଯଦି ଆପଣଙ୍କୁ ସବୁବେଳେ ଥକାପଣ ଅନୁଭବ ହୁଏ ତେବେ ଏହାଦ୍ୱାରା ଆପଣଙ୍କ ଦୈନନ୍ଦିନ ଜୀବନରେ ଅନେକ ସମସ୍ୟା ମାନ ଦେଖା ଦେଇଥାଏ । କୌଣସି କାର୍ଯ୍ୟ କରିବା ପାଇଁ ଇଚ୍ଛା ମଧ୍ୟ ହୋଇନଥାଏ । ଏହା ସହିତ ବୈବାହିକ ଜୀବନରେ ବି ଏହାର କୁପ୍ରଭାବ ପଡିଥାଏ ଯାହା ଫଳରେ ଦାମ୍ପତ୍ୟ ଜୀବନ ସୁଖରେ କଟିପାରେ ନାହିଁ । ତେଣୁ ଏହାକୁ ଏକ ଛୋଟ ସମସ୍ୟା ନଭାବି ଏହାର ଉପଚାର କରିବା ଆବଶ୍ୟକ ।

ତେଣୁ ଆଜି ଆମେ ଆପଣ ମାନଙ୍କୁ ଥକାପଣ ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ଲାଭଦାୟୀ ଚମତ୍କାର ଉପାୟ ଜଣାଇବା ପାଇଁ ଯାଉଛୁ । ଆପଣଙ୍କୁ ଏହି ଉପାୟ ବନାଇବା ପାଇଁ ପାଞ୍ଚୋଟି ସାମଗ୍ରୀର ଆବଶ୍ୟକତା ରହିଛି । ଏଥିପାଇଁ ଆପଣଙ୍କୁ ଗୁଜୁରାତି, ପପି ସିଡ, ଦେଶୀ ଘିଅ, ମିଶ୍ରି ଏବଂ ଭୁଶି ଦରକାର ହେବ । ଆପଣଙ୍କୁ ଏହି ଉପାୟ ପ୍ରସ୍ତୁତ କରିବା ପାଇଁ ସର୍ବ ପ୍ରଥମେ ୩ଟି ଛୋଟ ଗୁଜୁରାତି ନେବେ ଏବଂ ତାହାର ଚୋପା ବାହାର କରି ମଞ୍ଜିକୁ ଭଲ ଭାବରେ ଛେଚି ଗୁଣ୍ଡ କରିଦେବେ ।

ଏହପରେ ଆପଣ ପପି ସିଡରୁ ଏକ ଚାମଚ ନିଅନ୍ତୁ । ଏକ ଚାମଚ ଦେଶୀ ଘିଅ ସହ ତାୱାରେ ଏହାକୁ ହାଲକା ଭାବରେ ଭାଜି ନିଅନ୍ତୁ । ଏହା ଥଣ୍ଡା ହୋଇଯିବା ପରେ ଆପଣ ଏହାକୁ ମଧ୍ୟ ଛେଚି ଗୁଣ୍ଡ କରିନିଅନ୍ତୁ । ଆପଣ ନେଇଥିବା ମିଶ୍ରିକୁ ଗୁଣ୍ଡ କରିଦିଅନ୍ତୁ । ଏହାପରେ ଆପଣଙ୍କୁ ଏକ ଚାମଚ ଭୁଶି ଏକ ପାତ୍ରରେ ନିଅନ୍ତୁ ଏବଂ ଏଥିରେ ଆପଣ ଗୁଣ୍ଡ କରି ରଖିଥିବା ବାକି ସମସ୍ତ ସାମଗ୍ରୀକୁ ଭଲ ଭାବରେ ମିଶାଇ ଦିଅନ୍ତୁ ।

ଏହିସବୁ ମିଶିବା ପରେ ଏହା ପାଉଡର ଭଳି ପ୍ରସ୍ତୁତ ହୋଇଯିବ । ଆପଣଙ୍କୁ ଏହି ମାତ୍ରାରେ ପ୍ରତ୍ୟକ ଦିନ ରାତିରେ  ଅଳ୍ପ ଗରମ କ୍ଷୀରରେ ମିଶାଇ ପିଇବାକୁ ପଡିବ । ଯଦି ଆପଣଙ୍କୁ ଗାଈ କ୍ଷୀର ମିଳିଯିବ ତେବେ ବହୁତ ଭଲ । ଏହାକୁ ଆପଣ ସେବନ କରିବା ଦ୍ଵାରା ଆପଣଙ୍କ ଶରୀରରେ ବ୍ଲଡ଼ ସରକୁଲେସନ ବଢିଥାଏ । ଏହାର ସେବନ ଦ୍ଵାରା ଆପଣଙ୍କ ଶରୀରରେ ଶକ୍ତି ଆସିଥାଏ ।

ଯଦି ଆପଣ ଜଣେ ପୁରୁଷ ଅଟନ୍ତି ଆଉ ଆପଣଙ୍କ ସ୍ଵାମୀ ସ୍ତ୍ରୀ ସମ୍ପର୍କ ଭିତରେ ଫାଟ ସୃଷ୍ଟି ହେଉଛି ଥକାପଣ ହେତୁ ଅଳ୍ପ ସମୟର ସମ୍ବନ୍ଧ କାରଣ ରୁ ତେବେ ମଧ୍ୟ ଏହା ଆପଣଙ୍କ ପାଇଁ ବେସ ଉପଯୋଗୀ ଅଟେ । ଏହି ଉପାୟଟି ମୁଖ୍ଯତଃ ପୁରୁଷ ମାନଙ୍କ ପାଇଁ ଅଟେ । କିନ୍ତୁ ଚାହିଁଲେ ଏହାକୁ ମହିଳା ମାନେ ମଧ୍ୟ ବ୍ୟବହାର କରିପାରିବେ ।

ଏହା ସମ୍ପୂର୍ଣ ଭାବରେ ଆପଣଙ୍କ ପାଇଁ ସୁରକ୍ଷିତ ଏବଂ ପ୍ରାକୃତିକ ଘରୋଇ ଉପଚାର ଅଟେ । ଆପଣ ଏହି ଉପାୟକୁ ଆରାମରେ ଏକ ବର୍ଷ ପର୍ଯ୍ୟନ୍ତ ସେବନ କରିପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *