କେଉଁ ଚେର ତକିଆ ତଳେ ରଖି ଶୋଇଲେ ରୋଗ ଯନ୍ତ୍ରଣା ଦୂର ହୋଇଥାଏ ? ଏହା ସହିତ ପଢନ୍ତୁ ଆଜିର ଆହୁରି 20 ଟି Anuchinta 

ଶରୀରକୁ ଯଦି ନିରୋଗ ଏବଂ ରୋଗ ଯନ୍ତ୍ରଣା ଦୂର କରିବାକୁ ଚାହୁଛନ୍ତି । କାରଣ ପ୍ରାୟ ସବୁ ମଣିଷର ଗୋଟିଏ ମାତ୍ର ଇଛା ରହିଥାଏ । ଯେ କେମିତି ସେ ନିରୋଗ ଓ ଦୀର୍ଘ ଆୟୁ ପ୍ରାପ୍ତ ହେଉ । ଯେତେ ବି ମରଣ ଆସେ ତାହା ତାଙ୍କୁ ଅଧିକ କଷ୍ଟ ନ ଦେଇ ଆସୁ । ଯଦି ଆପଣଙ୍କ ଘରର ସଭ୍ୟ ବହୁ ଦିନରୁ ରୋଗ ରେ ରହିଥାଏ , ତେବେ ତାହାର ତକିଆ ତଳେ ଅଶ୍ଵତଥ ଚେର ରଖିବା ଦ୍ଵାରା ଶରୀର ଶୀଘ୍ର ରୋଗ ଯନ୍ତ୍ରଣା ରୁ ମୁକ୍ତି ପାଇଥାଏ ।

ଯଦି ରୋଗଗ୍ରସ୍ତ କାରଣରୁ ଅସହ୍ୟ ଯନ୍ତ୍ରଣା ହେଉଥାଏ ତେବେ ଅଟାରେ ରୋଟି କରି ଏବଂ ସୋରିଷ ତେଲ ମିଶାଇ ରୋଗୀଙ୍କ ମୁଣ୍ଡରେ ଚାରିପଟେ ସାତଥର ବୁଲାଇ ମଇଁଷିକୁ ଖାଇବାକୁ ଦେବା ଦ୍ଵାରା ଆରୋଗ୍ୟ ଲାଭ ହୋଇଥାଏ । ଯଦି ଘରେ କଳହ ଦେଖାଯାଇଥାଏ କିମ୍ବା ଅଫିସରେ କଳହ ଦେଖାଦେଉ ଥାଏ , ତେବେ ଶିବଲିଙ୍ଗ ଉପରେ କ୍ଷୀର ଅଭିଷେକ କରିବା ଦ୍ଵାରା କଳହ ଦୂର ହୋଇଥାଏ ।

ଶିବଲିଙ୍ଗ ଉପରେ କ୍ଷୀର ଅର୍ପଣ କରିବା ଦ୍ଵାରା ଶୁଭହେବା ସହିତ ମଙ୍ଗଳକାରୀ ଏବଂ ତୀକ୍ଷଣ ବୁଦ୍ଧି ଲାଭ କରିଥାନ୍ତି । ଯଦି ଘରର ମୁଖ୍ୟଦ୍ଵାର ସମ୍ମୁଖରେ  ବଡ ଗାତ ବା କୂଅ ରହିଥାଏ , ତେବେ ଏହାକୁ ତୁରନ୍ତ ପୋତି ଦେବା ଉଚିତ୍ । ଏହା ଦ୍ଵାରା ଘରର ମୁଖ୍ୟ ଲୋକଙ୍କର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ । ଘରେ ଅସୁସ୍ଥ ଥିବା ଲୋକଙ୍କ କୋଠରୀର ଝରକା ସବୁବେଳେ ବନ୍ଦ ରଖିବା ଉଚିତ୍ ନୁହେଁ ।

ନଚେତ ଏହା ଦ୍ଵାରା ବାସ୍ତୁ ଦୋଷ ଦେଖାଯାଇଥାଏ । ତେଣୁ ସବୁ ବେଳେ ବାହାର ବାୟୁ ଏବଂ ଆଲୋକ ଭିତରକୁ ପ୍ରବେଶ କରିବା ଉଚିତ୍ । ଶୋଇବା ଘରେ କେବେକୀ ଠାକୁରଙ୍କ ଫଟ କିମ୍ବା ମୂର୍ତ୍ତି ରଖିବା ଅନୁଚିତ୍ ଅଟେ । ଏହା ଦ୍ଵାରା ସ୍ଵାସ୍ଥ ସମସ୍ୟାର ସମ୍ଭାବନା ରହିଥାଏ । ଘରର ମଧ୍ୟ ଭାଗ ସବୁବେଳେ ଖାଲିରହିବା ଉଚିତ କୋଣସି ଓଜନଦର ଜିନିଷ ରଖିବା ଉଚିତ ନୁହେଁ ଏହା ଦ୍ଵାର ସକାରାତ୍ମକ ଶକ୍ତିର ସଞ୍ଚାର ହୋଇ ପାରିନଥାଏ ।

ଅନ୍ୟଲୋକମାନଙ୍କ ରେଜର , ତୁଥ ବ୍ରସ , ତଉଲିଆ , ନଖ କଟା ଏବଂ ରୁମାଲ୍ ବ୍ୟବହାର କରିବା ଉଚିତ୍ ନୁହେଁ  ଏହା ଦ୍ଵାରା ସେହି ବ୍ୟକ୍ତିକ ରୋଗ ଆପଣଙ୍କୁ ହୋଇଥାଏ । କାସିବା ଏବଂ ଛିଙ୍କିବା ସମୟରେ ମୁହଁରେ କପଡାଦେଇ ଛିଙ୍କିବା ଉଚିତ୍ , ଏହା ଦ୍ଵାରା ରୋଗ ବ୍ୟାପିବାର ସମ୍ଭାବନା କମ ରହିଥାଏ ଓ ଏହା ଏକ ସାମାଜିକ ଶିଷ୍ଟାଚାର ଅଟେ ।

ଆୟୁର୍ବେଦ ଅନୁସାରେ ଦେବତମାନଙ୍କୁ ସ୍ମରଣ କରି ଔଷଧ କହିବ ଦ୍ଵାରା ମଙ୍ଗଳକାରି ହୋଇଥାଏ , ତାସହିତ ଶାରୀରିକ ଏବଂ ମାନସିକ ରୋଗ ଦୂରହୋଇଥାଏ । ଯଦି କୋଣସି ଜଟିଳ ରୋଗ ର ଶିକାର ହୋଇଥାନ୍ତି ତେବେ ହନୁମାନଙ୍କ ଆରାଧନା କରିବା ଉଚିତ୍ ଏବଂ ହନୁମାନ ଚାଳିଶା ପାଠ କିଆରିବା ଦ୍ଵାରା ତାହା ଦୂର ହୋଇଥାଏ । ରୋଗଗ୍ରସ୍ତ ଲୋକମାନଙ୍କୁ ଫଳ ଏବଂ ଔଷଧ ଆଦି ଦାନକରିବା ଦ୍ଵାରା ମଙ୍ଗଳକାରି ହୋଇଥାଏ ଏବଂ ଜଟିଳ ରୋଗ ଦୂରହୋଇ ସୁସ୍ଥତା ଲାଭ ହୋଇଥାଏ ।

ଏହି ପୋଷ୍ଟ ଯଦି ଆପଣଙ୍କୁ ଭଲଲାଗିଥାଏ । ଆମ ପେଜ କୁ ଲାଇକ କରି ଅନ୍ୟମାନଙ୍କ ସହ ଏହାକୁ ଶେୟାର କରନ୍ତୁ । ଆପଣଙ୍କ ମତଙ୍କୁ କମେଣ୍ଟ କାରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *