Jyotish Shastra- ସ୍ଵର୍ଗରୁ ତିଆରି ହୋଇ ଆସିଥାଏ ଏହି 6 ଟି ନାମର ଯୋଡି, ଏହି ଯୋଡି ଆପଣଙ୍କର ନୁହେଁ ତ ?

ପ୍ରତ୍ୟେକ ବ୍ୟକ୍ତି ର ଜୀବନରେ କିଛି ନା କିଛି ସ୍ମରଣୀୟ ଓ ଅଭୁଲା ସ୍ମୃତି ରହିଥାଏ । ତେବେ ସେହି ମଧୁର ସ୍ମୃତି ମଧ୍ୟ ରୁ ବିବାହ ମଧ୍ୟ ଏକ ଅଭୁଲା ଓ ଚିର ସ୍ମରଣୀୟ ସ୍ମୃତି । ପ୍ରତ୍ୟେକ ବ୍ୟକ୍ତି ନିଜ ବିବାହ କୁ ନେଇ ଉତ୍ସାହିତ ରହି ଥାଏ ।

ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନ ସାଥି କୁ ନେଇ ଅନେକ ଆଶା ରଖିଥାନ୍ତି । ବିବାହ ଏକ ଏପରି ବନ୍ଧନ ଯାହା ଦୁଇଟି ଲୋକଙ୍କୁ ଗୋଟିଏ ସମ୍ପର୍କରେ ବାନ୍ଧି ଥାଏ  ଓ ଦୁଇଟି ପରିବାରକୁ ଏକ ପରିବାର କରିଥାଏ । ତେବେ ବିବାହ ରେ ସ୍ୱାମୀ ଓ ସ୍ତ୍ରୀ ଏହି ଦୁଇ ଜଣଙ୍କ ଭୂମିକା ବେଶି ଗୁରୁତ୍ୱପୂର୍ଣ୍ଣ । ବୈବାହିକ ଜୀବନରେ ପ୍ରେମ, ସ୍ନେହ, ଶ୍ରଦ୍ଧା, ସମ୍ମାନ, ଓ ଯତ୍ନ କୁ ନେଇ ଗଠିତ ହୋଇ ଥାଏ ।

ତେବେ ଶାସ୍ତ୍ର ଅନୁସାରେ ବିବାହ ହେବା ପୂର୍ବରୁ ଆମେ ମାନେ ବର କନ୍ୟା ଙ୍କ ଜାତକ ମିଶାଇ ଥାଉ, ଯଦି ଏହା ମିଶିଥାଏ ତେବେ ବିବାହ ହୁଏ । କିନ୍ତୁ ଯୋଡି ତ ଭଗବାନ ହିଁ ବନାଇ ଥାନ୍ତି । କିନ୍ତୁ ଏପରି କିଛି ଯୋଡି ଥାଏ ଯାହାକୁ ଦେଖିବା ମାତ୍ରେ ଲାଗିଯାଏ ଯେ  ଏହି ଦୁଇ ଜଣ ଯେମିତି ଦୁହେଁ ଦୁହିଁଙ୍କ ପାଇଁ ତିଆରି ହୋଇଛନ୍ତି ।

ତେବେ ଏପରି ୬ ଟି ନାମ ର  ଯୋଡି ଙ୍କ ସମ୍ଭନ୍ଧ ରେ ଜାଣିବା ଯେଉଁମାନଙ୍କ ଯୋଡି ଭଗବାନ ନିଜେ  ବନାଇ ଥାନ୍ତି । ପ୍ରଥମ ଯୋଡି ଟି ହେଲା “R” ଓ “S” । ଦ୍ଵତୀୟ ଯୋଡି ଟି ହେଲା “K” ଓ “P” । ତୃତୀୟ ଯୋଡି ହେଲା “A” ଓ “S” । ଚତୁର୍ଥ ଯୋଡି ହେଲା “N” ଓ “S” । ପଞ୍ଚମ ଯୋଡି ହେଲା “P” ଓ “S” । ଷଷ୍ଠ ଯୋଡି ଟି ହେଲା “A” ଓ “P”। ଏହି ଅକ୍ଷର ର ଯୋଡି ମାନେ ପରସ୍ପର ଙ୍କୁ ପ୍ରକୃତ ପ୍ରେମ କରନ୍ତି ।

ଦୁହେଁ ଦୁହିଁଙ୍କୁ ଖୁସି ରଖିବା ପାଇଁ କିଛି ବି କରିବାକୁ ରାଜି ହୋଇ ଥାନ୍ତି । ଏମାନଙ୍କ ର ପରସ୍ପର ଉପରେ କେବେବି କୌଣସି ସନ୍ଦେହ ନଥାଏ । ଏହି ଯୋଡି ମାନେ ଆନ୍ତରିକ ରୁ ନିଜ ପାର୍ଟନର କୁ ଭଲ ପାଇ ଥାନ୍ତି । ଏମାନେ ଏପରି ଦୁହେଁ ଦୁହିଁଙ୍କୁ ବୁଝି ଥାନ୍ତି ଯେପରି ଦୁହେଁ  ଦୁହିଁଙ୍କ ପାଇଁ ଗଢ଼ା । ତେବେ ଏମାନେ ଜୀବନରେ କେବେବି ନିଜ ସାଥି କୁ ଦୁଃଖ ସମୟରେ ବା ଅସମୟରେ ଛାଡିକି ଯାଆ ନ୍ତିନି ।

ଏହି ଯୋଡି ର ବିବାହିତ ଦମ୍ପତି ମାନେ ନିଜ ବୈବାହିକ ଜୀବନକୁ ଖୁବ ଆନନ୍ଦ ଓ ସୁଖ ରେ କାଟି ଥାନ୍ତି । ଏମାନେ ନିଜ ଜୀବନ ସାଥୀ ର ଖୁବ ଭଲ ରେ ଯତ୍ନ ନେଇଥାନ୍ତି। ପରସ୍ପର ର ଖୁସି ପାଇଁ ନିଜ ଖୁସି କୁ ତ୍ୟାଗ କରି ଥାନ୍ତି । ବହୁତ ଭାଗ୍ୟବାନ ଅଟନ୍ତି ଏହି ନାମ ର ଯୋଡି ମାନେ । ସ୍ୱର୍ଗ ରେ ବନିଥାଏ ଏହି ନାମ ର ଯୋଡି ଗୁଡିକ । ଏମାନଙ୍କୁ କେହି କେବେବି ଅଲଗା କରି ପାରିବେ ନାହିଁ । ଏମାନେ ଦୁହେଁ ଦୁହିଁଙ୍କ ପରିପୁରକ । ପରସ୍ପର ର ଦୁଃଖ ଓ ସୁଖ ର ଭାଗୀ ଦାରୀ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *