Jyotish Shastra- ସ୍ଵର୍ଗରୁ ତିଆରି ହୋଇ ଆସିଥାଏ ଏହି ୪ ଟି ନାମର ଯୋଡି, କେହି ବି ଏମାନଙ୍କୁ କରି ପାରନ୍ତି ନାହିଁ ଅଲଗା

ନମସ୍କାର ବନ୍ଧୁଗଣ ଆପଣ ମାନେ ଜାଣିଥିବେ ନଚେତ ଶୁଣିଥିବେ କି ଯୋଡି ସବୁ ସ୍ୱର୍ଗ ରୁ ହିଁ ପ୍ରସ୍ତୁତ ହୋଇ ଆସିଥାଏ । ଭଗବାନ ଙ୍କ ଦ୍ଵାରା ହିଁ ଏହି ଯୋଡି ବନା ଯାଇଥାଏ । ଭଗବାନ ଙ୍କ ଆଶୀର୍ବାଦ ଏଵଂ ପ୍ରସ୍ତୁତ ହୋଇ ଆସିଥିବା ଯୋଡି ଙ୍କ ଭିତରେ କେବେ ବି ଝଗଡା ହୁଏ ନାହିଁ ।

କିମ୍ବା କୌଣସି କଥା କି ନେଇ ମତାନ୍ତର ମଧ୍ୟ ହୁଏ ନାହିଁ । ପରସ୍ପର ଙ୍କୁ ବହୁତ ଭଲ ପାଆନ୍ତି ଏବଂ ସମ୍ମାନ ମଧ୍ୟ ଜଣାଇ ଥାଆନ୍ତି । ଆଜି ଆମେ ଏଭଳି ୪ ଟି ନାମ ଥିବା ଯୋଡି ଙ୍କ ବିଷୟରେ ଆଲୋଚନା କରିବା ଯାହା ସ୍ୱର୍ଗ ରୁ ଭଗବାନ ଙ୍କ ଦ୍ଵାରା ପ୍ରସ୍ତୁତ ହୋଇ ଆସିଥାଏ ।

୧- ପ୍ରଥମ ନାମ ଯୋଡି ହେଉଛି A ଏଵଂ S ନାମର ଯୋଡି । ଏହି ନାମ ର ଯୋଡି ସର୍ଵଦା ନିଜ ଭିତରେ ବହୁତ ଗଭୀର ଭଲ ପାଇବା ମଧ୍ୟ ରହିଥାଏ । ଏମାନଙ୍କ ଭିତରେ କୌଣସି କଥାକୁ ନେଇ କିଛି ଝଗଡା କିମ୍ବା ମତାନ୍ତର ହୁଏ ନାହିଁ । ସେମାନେ ପରସ୍ପରକୁ ବହୁତ ସମ୍ମାନ ଦିଅନ୍ତି ଏବଂ ଆବଶ୍ୟକ ପଡ଼ିଲେ ସାହାଯ୍ୟ ମଧ୍ୟ କରିଥାନ୍ତି ।

୨- ଦ୍ଵିତୀୟ ରେ ହେଉଛି C ଏବଂ M ନାମ ଥିବା ଯୋଡି । ଏମାନେ ପରସ୍ପରକୁ କେବେବି ଧୋକା ଦିଅନ୍ତି ନାହିଁ । ସେମାନେ କେବେବି ପରସ୍ପରକୁ ଦୁଃଖ ଦିଅନ୍ତି ନାହିଁ । ସେମାନେ ନିଜ ସମ୍ପର୍କ କୁ ବହୁତ ସଚ୍ଚୋଟ ର ସହିତ ନିଭାଇ ଥାଆନ୍ତି ।

୩- ତୃତୀୟ ରେ ହେଉଛି H ଏବଂ N ନାମ ଯୋଡି । ଏହି ଯୋଡି ପରସ୍ପରକୁ ସର୍ଵଦା ଖୁସି ରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି । ଏମାନେ କେବେବି ଝଗଡା କିମ୍ବା ରାଗ ଦ୍ଵେଷ କରନ୍ତି ନାହିଁ ପରସ୍ପରକୁ ପ୍ରେମ କରିଥାନ୍ତି । ସେମାନେ ସର୍ଵଦା ପରସ୍ପରଙ୍କ ସାଥ ଦେଇଥାନ୍ତି କୌଣସି ସମୟରେ ଏକୁଟିଆ ଛାଡ଼ନ୍ତି ନାହିଁ ।

୪- ଚତୁର୍ଥ ରେ ହେଉଛି J ଏବଂ R ନାମ ଯୋଡି । ଏହି ଯୋଡି ଙ୍କ ଭିତରେ ବହୁତ ଗଭୀର ଭଲ ପାଇବା ରହିଥାଏ । ଏମାନେ କେବେବି ପରସ୍ପର କୁ ଅସମ୍ମାନ କରନ୍ତି ନାହିଁ ଏବଂ ଝଗଡା କରନ୍ତି ନାହିଁ । ପରସ୍ପରକୁ ବହୁତ ସମ୍ମାନ ଏବଂ ଭଲ ମଧ୍ୟ ପାଇଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *