ନମସ୍କାର ବନ୍ଧୁଗଣ ଆଜିକାଲି ଦୁନିଆ ରେ ଯେଉଁ ସବୁ ଘଟଣା ଘଟୁଛି ଯେଉଁ ମହାମାରୀ ଯୋଗୁଁ ଲୋକମାନେ ଭୟବିତ ଏବଂ ଆ-ତ-ଙ୍କି-ତ ହୋଇ ରହୁଛନ୍ତି ଏବଂ ଏହି ମ-ହା-ମା-ରୀ ରେ ଅନେକ ଲୋକ ମୃ-ତ୍ୟୁ ବରଣ ମଧ୍ୟ କରୁଛନ୍ତି ।
ଏପରି ଭୟଙ୍କର ରୂପ କୁ ଦେଖି ଲୋକମାନେ ଏହା କଳିଯୁଗ ର ଅନ୍ତ ବୋଲି କହୁଛନ୍ତି କିନ୍ତୁ ପୁରାଣ ଅନୁସାରେ ଏହା କଳିଯୁଗ ର ଆରମ୍ଭ ଏବଂ ଏହାର ଶେଷ ହେବା ପାଇଁ ଆହୁରି ଅନେକ ସମୟ ବାକି ରହିଛି । ତେବେ ଆସନ୍ତୁ କଳିଯୁଗ ର ଆରମ୍ଭ କିପରି ହୋଇଥିଲା ଏବଂ କାହିଁକି ହୋଇଥିଲା ସେ ବିଷୟରେ ଆଲୋଚନା କରିବା । ମହାଭାରତ ଶେଷ ହେବା ସମୟରେ ଦ୍ଵାପର ଯୁଗ ର ମଧ୍ୟ ଶେଷ ହେବା ର ସମୟ ପାଖେଇ ଆସୁଥିଲା । ନିଜର କର୍ମ ସାରି ଶ୍ରେ କୃଷ୍ଣ ମଧ୍ୟ ବୈକୁଣ୍ଠ ଧାମ ଫେରି ଗଲେ ।
ଏପଟେ ପାଣ୍ଡବ ଙ୍କ ମନ ମଧ୍ୟ ପୃଥିବୀରେ ଆଉ ଲାଗୁ ନଥିଲା । ରାଜା ଯୁଧିଷ୍ଠିର ନିଜର ସବୁ ରାଜ କାର୍ଯ୍ୟ ଅଭିମନ୍ୟୁ ଏବଂ ଉତ୍ତରା ଙ୍କ ପୁତ୍ର ପରୀକ୍ଷିତ ଙ୍କ ହାତରେ ଦେଇ ଦ୍ରୌପଦୀ ଙ୍କ ସହ ମୋକ୍ଷ ଯାତ୍ରା ରେ ଚାଲି ଗଲେ ଏବଂ ରାଜା ପରୀକ୍ଷିତ ମଧ୍ୟ ଭଲ ଭାବରେ ରାଜ କାର୍ଯ୍ୟ ଚଳାଇବା ର ପ୍ରୟାସ କରୁଥିଲେ ।
ଦିନେ ବଳଦ ରୂପ ଧର୍ମ ଏବଂ ଗାଈ ରୂପରେ ପୃଥିବୀ ଦେବୀ ନିଜ ଭିତରେ କଥା ହେଉଥିଲେ । ଗାଈ ବହୁତ କାନ୍ଦୁଥିଲେ ସେ ଶ୍ରୀକୃଷ୍ଣ ଙ୍କ ଯିବା ପରେ ବହୁତ ଦୁଃଖ ରେ ଅଛନ୍ତି କାରଣ ଯେତେ ପର୍ଯ୍ୟନ୍ତ ଶ୍ରୀକୃଷ୍ଣ ଙ୍କ କମଳ ଚରଣ ତାଙ୍କ ଉପରେ ଅର୍ଥାତ ପୃଥିବୀ ଉପରେ ପଡୁଥିଲା ସେତେବେଳେ ସେ ଧନ୍ୟ ହୋଇ ଯାଉଥିଲେ ତେଣୁ ଶ୍ରୀ କୃଷ୍ଣ ଙ୍କ ଯିବା ପରେ ସେ ବହୁତ ଭା-ଙ୍ଗି ପ-ଡି ଯାଇଛନ୍ତି ।
ଏହି କଥା ହେଉଥିବା ସମୟରେ କଳିଯୁଗ ଆସି ସେହି ଦୁଇ ଜଣଙ୍କୁ ବହୁତ ମା-ରି-ବା-କୁ ଲାଗିଲା । ସେହି ସମୟରେ ଯେତେବେଳେ ରାଜା ପରୀକ୍ଷିତ ଏହି ଦୃଶ୍ୟ ଦେଖିଲେ ସେ ଅତ୍ୟନ୍ତ କ୍ରୋ-ଧି-ତ ହୋଇ ଉଠିଲେ ଏବଂ କ-ଳି-ଯୁ-ଗ କୁ ମା-ରି-ବା-କୁ ଚାହିଁଲେ । କିନ୍ତୁ କ-ଳି-ଯୁ-ଗ ତାଙ୍କ ଚରଣ ରେ ପଡି ରହିଲା ଏହା ଦେଖି ରାଜା ତାକୁ କ୍ଷମା କରିଦେଲେ ଏବଂ ତାକୁ ନିଜ ରାଜ୍ୟ ରୁ ବାହାରକୁ ଯିବା ପାଇଁ କହିଲେ ।
କିନ୍ତୁ କଳିଯୁଗ କହିଲା ମୋ ରହିବା ପାଇଁ କିଛି ସ୍ଥାନ କୁହନ୍ତୁ । ତେବେ ରାଜା କହିଲେ ମି-ଥ୍ୟା, କ୍ରୁ-ର, ଏବଂ ହିଂ-ସା ରେ ରହିବୁ କିନ୍ତୁ କଳିଯୁଗ ଆହୁରି ମାଗିବାରୁ ତାଙ୍କୁ ସୁନା ରେ ରହିବା ପାଇଁ କହିଲେ । ତେବେ କଳିଯୁଗ କିଛି ସମୟ ପରେ ସେଠାରୁ ପ-ଳା-ୟ-ନ କରି ଅଦୃଶ୍ୟ ହୋଇ ତାଙ୍କ ମୁକୁଟ ଭିତରେ ରହିଗଲା ଏବଂ କଳିଯୁଗ ର ଆରମ୍ଭ ମଧ୍ୟ ହୋଇଗଲା ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।