ସ୍ଵାମୀର ଭାଗ୍ୟକୁ ଚମକେଇ ଦେଇଥାନ୍ତି ଏହି 4 ଟି ନାମର ଝିଅ- Jyotish Shastra

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କେଉଁ ଅକ୍ଷରର ଝିଅ ମାନଙ୍କ ସହିତ ବିବାହ କଲେ ଆପଣଙ୍କ ଭାଗ୍ୟ ବଦଳି ଯାଇଥାଏ । ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ୪ ଟି ଅକ୍ଷରର ମହିଳା ମାନେ ଘରକୁ ସ୍ଵର୍ଗରେ ପରିଣତ କରିଥାନ୍ତି । ବନ୍ଧୁଗଣ ଆପଣମାନେ ସମସ୍ତେ ଏହି କଥାକୁ ବହୁତ ଭଲଭାବରେ ଜାଣିଥିବେ କି ଜଣେ ସଫଳ ପୁରୁଷ ପଛରେ ଜଣେ ନାରୀ ର ବହୁତ ବଡ଼ ହାତ ରହିଥାଏ । ଏହିଭଳି ମହିଳା ମାନେ କୌଣସି ପରିସ୍ଥିତିରେ ନିଜ ପରିବାରର ହାତ ଛାଡନ୍ତି ନାହିଁ ଏବଂ ଘରକୁ ସ୍ବର୍ଗ ବନାଇ ରଖିଥାନ୍ତି । ଏହି ଅକ୍ଷରର ମହିଳା ମାନେ ନିଜ ସ୍ବାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ଅଟନ୍ତି ।

ଏମାନେ ବିବାହ କରି ନିଜ ଶାଶୁଘରକୁ ଆସିବା ପରେ ଏମାନଙ୍କ ସ୍ବାମୀର ଭାଗ୍ୟ ପୁରା ବଦଳି ଯାଇଥାଏ । ଏମାନେ ନିଜ ପରିବାର ପାଇଁ କିଛି ବି କରିବା ପାଇଁ ପଛାନ୍ତି ନାହିଁ । ଏହା ସତ୍ୟ ଯେ ଜଣେ ନାରୀ ଚାହିଁଲେ ବହୁତ କିଛି କରିପାରିବ , ଯେମିତିକି ଗୋଟିଏ ଅସଜଡା ପରିବାରକୁ ସଜାଡି ଦେଇଥାଏ ଏବଂ ଏହାଛଡା ଜଣେ ନାରୀ ହିଁ ପରିବାରର ଭଲ ଭାବରେ ଧ୍ୟାନ ରଖିପାରିଥାଏ । ସେ ଭଲ ହୋଇଥାଉ କି ଖରାପ ।

ତେବେ ବନ୍ଧୁଗଣ ଆସନ୍ତୁ ଆମେ ଆପଣଙ୍କୁ ଏହି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ୪ ଟି ଅକ୍ଷରର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ଏହି ଅକ୍ଷରର ମହିଳା ମାନେ ବିବାହ ପୂର୍ବରୁ ନିଜ ବାପ ଘର କୁ ଓ ବିବାହ ପରେ ନିଜ ଶାଶୁ ଘର କୁ ସ୍ଵର୍ଗ ବନାଇ ରଖିଥାନ୍ତି । ଏମାନେ ମାତା ଲକ୍ଷ୍ମୀଙ୍କର ବହୁତ ପ୍ରିୟ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ସବୁ ଅକ୍ଷରର ଝିଅ ମାନଙ୍କ ବିଷୟରେ ।

ଏହି ମହିଳା ଏବଂ ଝିଅ ମାନଙ୍କର ଧର୍ଯ୍ୟ ଶକ୍ତି ଅଧିକ ହୋଇଥାଏ । ଯେଉଁ ଘରେ ଏହି ଅକ୍ଷରର ମହିଳା ମାନେ ଅଛନ୍ତି , ସେହି ଘରେ କୌଣସି ଜିନିଷର ଅଭାବ ହୋଇନଥାଏ । ଏହି ମହିଳା ମାନେ ବଡ ମାନଙ୍କୁ ବହୁତ ସମ୍ମାନ କରିଥାନ୍ତି ଏବଂ ପରିବାରର ବିଶେଷ ଧ୍ୟାନ ମଧ୍ୟ ରଖିଥାନ୍ତି । ନିଜ ବ୍ୟବହାରରେ ସମସ୍ତଙ୍କର ହୃଦୟ ମଧ୍ୟ ଜିତିଥାନ୍ତି । ଏମାନଙ୍କ ନିକଟରେ ଦୟା ଓ ପ୍ରେମ ଭାବ ଭରି ହୋଇ ରହିଥାଏ ।
ଏମାନଙ୍କର ଏହି ସ୍ଵଭାବ କାରଣରୁ ପରିବାରରେ ସବୁବେଳେ ସୁଖ ଶାନ୍ତି ଲାଗିରହିଥାଏ ।

 

ଏହି ମହିଳା ମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି ଏବଂ କମ୍ ଟଙ୍କାରେ ପରିବାରକୁ ବହୁତ ଭଲ ଭାବରେ ଚଳାଇଥାନ୍ତି  । ଏମାନେ ଆର୍ଥିକ ପରିସ୍ଥିତିରେ ମଧ୍ୟ ପରିବାରକୁ ବହୁତ ଭଲରେ ଚଳାଇ ଥାନ୍ତି । ଏମାନେ ନିଜ ବୁଦ୍ଧି ଅନୁସାରେ ଭବିଷ୍ୟତ ପାଇଁ ନିଜ ପରିବାର ଲୋକଙ୍କୁ ସବୁବେଳେ ପ୍ରସ୍ତୁତ ରଖିଥାନ୍ତି । ପରିବାରର ଲୋକଙ୍କୁ ସାଥିରେ ନେଇ ଚାଲିବା ଏମାନଙ୍କ ଅଭ୍ୟାସ ହୋଇଥାଏ ।

୧. A ନାମର ମହିଳା ମାନେ – ଏହି ନାମର ମହିଳା ମାନଙ୍କ କଥାବାର୍ତ୍ତା କରିବାର ଅନ୍ଦାଜ ଅତ୍ୟନ୍ତ ଭଲ ଅଟେ , ଏମାନେ ଯେତେବେଳେ କଥାବାର୍ତ୍ତା କରନ୍ତି ସାମ୍ନାରେ ଥିବା ବ୍ୟକ୍ତି ମାନେ ଏମାନଙ୍କ ମୁହଁ ରୁ ନଜର ହଟାଇ ପାରନ୍ତି ନାହିଁ , ଏମାନେ ବହୁତ ହସମୁଖ ହେଇଥାନ୍ତି । ସମସ୍ତଙ୍କ ସହ ହସ ଖୁସି କଥାବାର୍ତା କରିଥାନ୍ତି । ଏହି ଝିଅ ମାନେ ନିଜ ଜୀବନସାଥୀ ପାଇଁ ବହୁତ ଭାଗ୍ୟଶାଳୀ ଅଟନ୍ତି, ଯେତେବେଳେ ପତି କିଛି ନୂଆ କାମ ଆରମ୍ଭ କରିଥନ୍ତି ସେହି ସମୟରେ ପତ୍ନୀର ଭାଗ୍ୟ ସଦା ବେଳେ ତାଙ୍କ ସହିତ ଜଡ଼ିତ ହୋଇଥାଏ ।

୨. ‘J’ ନାମର  ମହିଳା ମାନେ – ଏହି ମହିଳା ମାନେ ସାଧାରଣତ ସମସ୍ତଙ୍କ ଠାରୁ ଭିନ୍ନ ,ବନ୍ଧୁଗଣ ଏହି ମହିଳା ମାନଙ୍କ ଗଢ଼ଣୀ ବହୁତ ଆକର୍ଷଣୀୟ ହୋଇଥାଏ , ଏମାନେ ବହୁତ ଶୀଘ୍ର ଲୋକମାନଙ୍କ ମନ କିଣି ନେଇଥାନ୍ତି । ଏହି ଅକ୍ଷରର ଝିଅ ମାନେ ଯାହାକୁ ବିବାହ କରିଥାନ୍ତି ସେମାନଙ୍କ ଆର୍ଥିକ ଅବସ୍ଥାରେ ଅତି ଶୀଘ୍ର ସୁଧାର ଆସିଥାଏ।

୩- K ନାମର ମହିଳା ମାନେ – ଏମାନେ ଅତ୍ୟନ୍ତ ଶାନ୍ତ ସ୍ୱଭାବର ହୋଇଥାନ୍ତି ,ଏହି ମହିଳା ମାନଙ୍କ ସହ ବିବାହ କଲେ ସ୍ୱାମୀ ଓ ତାଙ୍କ ପରିବାର ଲୋକ ଖୁସି ରେ ରହିଥାନ୍ତି , ଏମାନେ ବହୁତ ମଜାକିଆ ସ୍ୱଭାବର ହୋଇଥାନ୍ତି।

୪ – “S” ନାମର ମହିଳା ମାନେ – ଏହି ଅକ୍ଷର ଝିଅ ମାନେ ନିଜ ଜୀବନସାଥୀ ପାଇଁ ବହୁତ ଭାଗ୍ୟବାନ ହୋଇଥାନ୍ତି,ବିବାହ ପରେ ସ୍ଵାମୀ ର ସମ୍ପତ୍ତି ବଢିବା ର ଲାଗିଥାଏ । ଏହି ଅକ୍ଷରର ମହିଳା ମାନେ ବହୁତ ସ୍ୱଭାଗ୍ୟସାଳି ହୋଇଥାନ୍ତି। ଏହି ଝିଅ ମାନଙ୍କ ସହ ଯଦି ପୁଅ ମାନଙ୍କ ବିବାହ ହୋଇଥାଏ ତେବେ ତାଙ୍କ ଭାଗ୍ୟ ଖୋଲିଯାଇଥାଏ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *