Gk Questions And Answers- ଗୋଟିଏ ମହିଳା ନିଜ ଜୀବନରେ କେତେ ଥର ପିଲା ଜନ୍ମ କରି ପାରିବ ?

ନମସ୍କାର ବନ୍ଧୁଗଣ ।  ଜୀବନରେ ସାଧାରଣ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଆଜି କାଲି ଯୁବପିଢି IAS ପ୍ରତି ଅଧିକ ଆଗ୍ରହୀ ରହୁଛନ୍ତି । କିନ୍ତୁ IAS ପରୀକ୍ଷା ପାସ କରିବା କୌଣସି ସହଜ କଥା ନୁହେଁ । ଏଥିପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିଥାଏ । କାରଣ ଏହି IAS ଇଣ୍ଟରଭ୍ୟୁ ରେ ଏମିତି କିଛି ପ୍ରଶ୍ନ ପଚରାଯାଏ ଯାହାକୁ ଶୁଣିଲେ ଆପଣଙ୍କ ମୁଣ୍ଡ ବି ଖରାପ ହୋଇଯିବ , ଏଥିପାଇଁ ଆପଣଙ୍କୁ ବହୁତ ସାଧାରଣ ଜ୍ଞାନର ଆବଶ୍ୟକତା ରହିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏହିପରି କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ । ତେବେ ଚାଲନ୍ତୁ ଜାଣିବା ।

ପ୍ରଶ୍ନ- କେଉଁ ଭିଟାମିନ ଅଭାବରୁ ମୁଣ୍ଡର ଚୁଟି ଧଳା ହୋଇଥାଏ ?
ଉ- ଭିଟାମିନ ବି୬ ଏବଂ ବି୧୨ ଅଭାବ ଯୋଗୁଁ ।

ପ୍ରଶ୍ନ- ସେ କିଏ ଯାହାର ମୁଣ୍ଡ ନାହିଁ କିନ୍ତୁ ସେ ଟୋପି ପିନ୍ଧେ ?

ଉ- ବୋତଲ ।

ପ୍ରଶ୍ନ- ଭାରତର ସର୍ବାଧିକ ଜଳସେଚିତ ରାଜ୍ୟ କିଏ ?

ଉ- ପଞ୍ଜାଵ ।

ପ୍ରଶ୍ନ- ଭାରତର ସର୍ବାଧିକ ଚିନି ଉତ୍ପାଦନକାରୀ ରାଜ୍ୟ କିଏ ?

ଉ- ଉତ୍ତରପ୍ରଦେଶ ।

ପ୍ରଶ୍ନ- ଭାରତର କେଉଁ ରାଜ୍ୟରେ ପ୍ରଚୁର ନଡ଼ିଆ ଚାଷ ହୁଏ?

ଉ- କେରଳ ।

ପ୍ରଶ୍ନ- ଭାରତରେ କେବେ ପ୍ରଥମେ ରେଳ ଚାଲିଲା ?

ଉ- ୧୮୫୩ ମସିହା ।

ପ୍ରଶ୍ନ- ପୁଅମାନେ ସବୁଦିନ ଏବଂ ଝିଅମାନେ ବର୍ଷରେ ମାତ୍ର ଥରେ ପିନ୍ଧନ୍ତି, ତାହା କଣ?

ଉ- ପଇତା ।

ପ୍ରଶ୍ନ- କେଉଁ ପଶୁ ବହି ଯାଉଥିବା ପାଣିକୁ ପିଏ ନାହିଁ ?

ଉ- ମେଣ୍ଢା ।

ପ୍ରଶ୍ନ- କେଉଁ ବିରାଟକାୟ ପଶୁ ଡେଇଁ ପାରେ ନାହିଁ?

ଉ- ହାତୀ ।

ପ୍ରଶ୍ନ- କେଉଁ ଫୁଲ ପାଖକୁ ଭ୍ରମର ବି ଯାଇପରେନାହିଁ ?

ଉ-କିଆ ଓ କେତକୀ ଫୁଲ ।

ପ୍ରଶ୍ନ- କେଉଁ ପକ୍ଷୀ ତାର ଜୀବନରେ ଥରେ ମାତ୍ର ଜନ୍ମ ଦିଏ?

ଉ- କାଉ ।

ପ୍ରଶ୍ନ- କେଉଁ ଜୀବ ତାର ଜୀବନ କାଳ ଭିତରେ ବେଶି ଶୋଇଥାଏ ?

ଉ- ବେଙ୍ଗ ।

ପ୍ରଶ୍ନ- ସୁରଟ କାହିଁକି ପ୍ରସିଦ୍ଧ?

ଉ- ଡାଇମଣ୍ଡ ପାଇଁ ।

ପ୍ରଶ୍ନ- ଗୋଟିଏ ମହିଳା ତାର ଜୀବନରେ କେତେଥର ଛୁଆ ଜନ୍ମ କରିପାରିବ?

ଉ- ପ୍ରାୟ ୪୦ ଥର ।

ପ୍ରଶ୍ନ- ଯଦି କୁକୁର ମଦ ପିଇଲେ ବା ଦେଇଦେଲେ କଣ ହେବ ?

ଉ- କୁକୁର କୁ ମଦ ଦେଲେ ତାକୁ ନିଶା ହୋଇଯିବ ।

ପ୍ରଶ୍ନ- କେଉଁ ଦେଶର ଜେଲରେ ଗୋଟିଏ ବି ବନ୍ଦି(କଏଦୀ୮) ଲୋକ ବି ନାହାନ୍ତି?

ଉ- ୟୁରୋପ ରେ ।

ପ୍ରଶ୍ନ- କେଉଁ ପଶୁର ଦାନ୍ତର ରଙ୍ଗ ଲାଲ ହୋଇଥାଏ?

ଉ- ଡିଫର ନାମକ ପଶୁର ଦାନ୍ତ ।

ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବା ପାଇଁ ଭୁଲାନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *