ସ୍ୱାମୀ ସ୍ତ୍ରୀ ଙ୍କର ଏହି ଭୁଲ୍ ପାଇଁ ସନ୍ତାନଙ୍କୁ କରିଦିଏ ବିକଳାଙ୍ଗ, ଜଲ୍ଦି ଦେଖନ୍ତୁ

ବନ୍ଧୁଗଣ, ଜ୍ୟୋତିଷ ଶାସ୍ତ୍ର ରେ ଏହି ସମ୍ବନ୍ଧରେ ଅନେକ କଥା ବର୍ଣ୍ଣିତ ହୋଇ ରହିଅଛି । ନାରୀ ମାନେ ଗର୍ଭ ଧାରଣ କରିଥିବା ସମୟରେ ଯଦି ଶିବ ଦର୍ଶନ ତଥା ଶିବ ପୂଜା କରିଥାନ୍ତି ତେବେ ସେହି ଗର୍ଭ ରେ ଥିବା ସନ୍ତାନ ବିକଳାଙ୍ଗ ଅଥବା ଅଳ୍ପାୟୁଷ ହୋଇଥାନ୍ତି ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସ୍ଵାମୀ ସ୍ତ୍ରୀ ଙ୍କର ମିଳନ ର ଅନେକ ନିୟମ ରହିଅଛି । ଏହି ନିୟମ ସବୁକୁ ନ ମାନି ସ୍ଵାମୀ ସ୍ତ୍ରୀ ମିଳନ କଲେ ସନ୍ତାନ ମାନେ ବିକଳାଙ୍ଗ ତଥା ମୃ-ତ୍ୟୁ ବରଣ କରିଥାନ୍ତି । କିଛି କ୍ଷେତ୍ରରେ ସନ୍ତାନ ଜନ୍ମ ପରେ ମୃ-ତ୍ୟୁ ବରଣ କରିଥାନ୍ତି ଅଥବା ବିକଳାଙ୍ଗ ହୋଇଥାନ୍ତି । ପୂର୍ଣ୍ଣମୀ ତଥା ଅମାବାସ୍ୟା ତିଥିରେ ସ୍ଵାମୀ ସ୍ତ୍ରୀ ଙ୍କ ମିଳନ ରେ ସନ୍ତାନ ଉତ୍ପତି ହେଲେ ନିଶ୍ଚୟ ବିକଳାଙ୍ଗ ହୋଇଥାଏ ତଥା ଅକାଳରେ ମୃ-ତ୍ୟୁ ବରଣ କରିଥାଏ । ଋତୁମତୀ ହେବାର ୩ ଦିନ ମଧ୍ୟରେ ସ୍ଵାମୀ ସ୍ତ୍ରୀ ଙ୍କର ମିଳନ ହେଲେ ସନ୍ତାନ ବିକଳାଙ୍ଗ ହୋଇଥାଏ ।

୪ ଦିନରେ ମିଳନ ହେଲେ ସନ୍ତାନ ଅଳ୍ପାୟୁଷ ତଥା ଦରିଦ୍ର ହୋଇଥାଏ । ୫ ଦିନରେ ମିଳନ ହେଲେ ସନ୍ତାନ ଟି ସୁନ୍ଦର ହୋଇଥାଏ । ୬ ଦିନରେ ମିଳନ ହେଲେ ସନ୍ତାନ ଟି ବଦଗୁଣ ସମ୍ପନ୍ନ ହୋଇଥାଏ । ୭ ଦିନରେ ମିଳନ ହେଲେ ସନ୍ତାନଟି ଅପୁତ୍ରିକ ହୁଏ ତଥା କନ୍ୟା ହେଲେ ପରପୁରୁଷ ଗମିନୀ ହୁଏ । ୮ ଦିନରେ ମିଳନ ହେଲେ, ଧନବାନ, ସୁଖୀ, ଧାର୍ମିକ, ତଥା ପୁତ୍ରବାନ ହୋଇଥାଏ ।

୯ ଦିନରେ ମିଲନ ହେଲେ, ସନ୍ତାନ ସୁନ୍ଦର ହୋଇଥାଏ ଏବଂ କନ୍ୟା ହେଲେ ସତୀ, ପତିବ୍ରତା, ତଥା ସଦାଚାରିଣୀ ହୋଇଥାଏ । ୧୦ ଦିନରେ ମିଳନ ହେଲେ ସନ୍ତାନ ବଳିଷ୍ଠ ଏବଂ ସୁଖୀ ହୁଏ । ୧୧ ଦିନରେ ମିଳନ ହେଲେ ଧର୍ମ ହିନ ହୁଏ । ୧୨ ଦିନରେ ମିଳନ ହେଲେ, ସୁସନ୍ତାନ ଲାଭ ହୁଏ । ୧୩ ଦିନରେ ମିଳନ ହେଲେ ସନ୍ତାନ ମହାପାପୀ ହୁଏ । ୧୪ ଦିନରେ ମିଳନ ହେଲେ ସନ୍ତାନ ସୁସ୍ଥ, ସୁଶୀଳ, ଧର୍ମ ପରାୟଣ, ବିଚକ୍ଷଣ ବୁଦ୍ଧି ଯୁକ୍ତ ହୋଇଥାଏ ।

୧୫ ଦିନରେ ମିଳନ ହେଲେ ସନ୍ତାନ ଧାର୍ମିକ ହୁଏ । କନ୍ୟା ହେଲେ ପତି ପରାୟଣ ହୁଏ । ୧୬ ଦିନରେ ମିଳନ ହେଲେ, ସନ୍ତାନ ତି ମହାତ୍ମା, ଭାଗ୍ୟବାନ, ସୁଶୀଳ, ଶାନ୍ତ ସ୍ଵଭାବ ତଥା ଧନବାନ ହୁଏ । ସେହିଭଳି ସ୍ଵାମୀ ସ୍ତ୍ରୀ ନିୟମର ରାତ୍ରି ପ୍ରହର ମଧ୍ୟ ରହିଅଛି । ଯଦି ସ୍ଵାମୀ ସ୍ତ୍ରୀ କାମାନ୍ଧ ହୋଇ ପ୍ରହରର ନିୟମ ନ ମାନନ୍ତି ।

ତେବେ ସନ୍ତାନ ବିକଳାଙ୍ଗ ହୁଏ । ହିନ୍ଦୁ ଧର୍ମ ଅନୁଯାୟୀ ଦିନ ୪ ପ୍ରହର ତଥା ରାତି ୪ ପ୍ରହର ହୋଇଥାଏ । ଅର୍ଥାତ ସମୁଦାୟ ୮ ପ୍ରହର ହୋଇଥାଏ । ଆପଣ ମାନେ ସମସ୍ତ ନିୟମ ର ପାଳନ କରି ନିଜର ଦାମ୍ପତିୟ ଜୀବନ ଅତିବାହିତ କରନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *