Beauty Tips- ସୁନ୍ଦର ଦେଖା ଯିବା ପାଇଁ ପ୍ରତିଦିନ କରନ୍ତୁ ଏହି 2 ଟି ଜିନିଷର ସେବନ, ଆଉ ତା’ପରେ ଦେଖନ୍ତୁ ଚମତ୍କାର !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସୁନ୍ଦର ଚେହେରା ପାଇବା ପାଇଁ କାହାର ବା ଇଛା ନଥାଏ । ସମସ୍ତେ ନିଜର ଚେହେରାକୁ ସୁନ୍ଦର ଓ ଚମକଦାର କରିବା ପାଇଁ ମାର୍କେଟରୁ ବିଭିନ୍ନ ପ୍ରକାର କ୍ରିମ, ଫେସ ୱାଶ, ଫେସ ପାକ ଇତ୍ୟାଦି କିଣି ତାହାର ବ୍ୟବହାର କରିଥାନ୍ତି । ମାର୍କେଟରୁ ମିଳୁଥିବା ଜିନିଷରେ ବହୁ ମାତ୍ରାରେ କେମିକାଲ୍ ମିଶିଥାଏ । ବେଳେ ବେଳେ ଏହି ଜିନିଷର ବ୍ୟବହାର ଦ୍ଵାରା ମୁହଁରେ ସୁନ୍ଦରତା ଆସିବା ବଦଳରେ ଆହୁରି ଅଧିକ ଦାଗ ବ୍ରଣ ବାହାରିବା ସହ ମୁହଁର ଚମକ କମିଥାଏ ।

ଯଦି ଆପଣ ପ୍ରାକୃତିକ ସୁନ୍ଦରତା ନିଜ ଚେହେରାରେ ପାଇବା ପାଇଁ ଚାହୁଁଥାନ୍ତି । ତେବେ କେମିକାଲଯୁକ୍ତ ସପ୍ଲିମେଣ୍ଟର ଜିନିଷ ବ୍ୟବହାର ନକରି ପ୍ରାକୃତିକ ଭାବରେ ଚେହେରାରେ ବିଉଟି ବଢାନ୍ତୁ ।

ଆପଣ ଯଦି ପ୍ରତିଦିନ ସକାଳେ ଖାଲି ପେଟରେ ସେବନ କରିଥାନ୍ତି । ୨ ଟି ଲେଖାଏଁ ନିମ ପତ୍ରକୁ ସେବନ କରନ୍ତି । ତେବେ ଏହା ନାଚୁରାଲ ଉପାୟରେ ଆପଣଙ୍କ ଚେହେରାରେ ହେଉଥିବା ବ୍ରଣକୁ କମାଇ ଥାଏ । ବ୍ରଣ ଯିବା ପରେ ମୁହଁରେ ଯେଉଁ କଳା ଦାଗ ଓ ଚିହ୍ନ ଆଦି ରହିଥାଏ । ତାହାକୁ ମଧ୍ୟ ନିଭାଇବାରେ ନିମ ପତ୍ର ସଂପୂର୍ଣ୍ଣ ସାହାଜ୍ଯ କରିଥାଏ ।

ନିମରେ ଯେଉଁ ପୋଷକ ତତ୍ଵ ଥାଏ । ମୁହଁର ବ୍ରଣକୁ ଭଲ କରିବା ସହ ଦାଗ କମାଇବା, ମୁହଁକୁ ଗୋରା କରିବା ସହ ମୁହଁରେ ଏକ ଅଲଗା ପ୍ରକାର ଗ୍ଲୋ ଆଣିବାରେ ସାହାଜ୍ଯ କରିଥାଏ । ଏହା ବ୍ଯତୀତ ନିମ ପତ୍ରର ସେବନ ଦ୍ଵାରା ଶରୀରର ଚର୍ମରେ ହେଉଥିବା ସ୍କିନ ଜନିତ ସମସ୍ଯାକୁ ଶରୀରରୁ ଦୂର କରିଥାଏ । ଜାଦୁ, କାଛୁ ଓ କୁଣ୍ଡିଆକୁ ସ୍କିନରୁ ଭଲ କରିବା ପାଇଁ ନିମ ପତ୍ରର ସେବନ କରନ୍ତୁ ।

ନିମ ପତ୍ରର ସେବନ ଦ୍ଵାରା ପେଟ ମଧ୍ୟ ପରିଷ୍କାର ହୋଇଥାଏ । ମୁହଁରେ ସୁନ୍ଦରତା ବୃଦ୍ଧି କରିବା ପାଇଁ ଦିତୀୟ ଜିନିଷଟି ଡାଲି । ପ୍ରତିଦିନ ଡାଲିର ସେବନ ଶରୀରକୁ ବହୁତ ପ୍ରକାର ଭିଟାମିନ ମିଳିଥାଏ । ଯଦି ଆପଣ ପ୍ରତ୍ଯେକ ଡାଲିରୁ ପ୍ରତିଦିନ ପରିବର୍ତ୍ତନ କରି ବିଭିନ୍ନ ପ୍ରକାର ଡାଲି ପ୍ରସ୍ତୁତ କରି ଖାଇବେ । ତେବେ ଆପଣଙ୍କ ଶରୀରକୁ ଭିଟାମିନ ମିଳିବା ସହ ଏହା ମୁହଁରେ ମଧ୍ୟ ଚମକ ଆଣି ଦେଇଥାଏ ।

 

ଫେସରେ ଥିବା ମୃତ୍ତ ସେଲ୍ସ  ଡାଲି ଫେସରୁ ଦୂର କରି ନୂତନ ସେଲ୍ ତିଆରି କରିଥାଏ । ଯାହା ଦ୍ଵାରା ମୁହଁରେ ଗୋରାପଣ ଆସିଥାଏ । ଯଦି ଆପଣ ମାନେ ଚେହେରାକୁ ଗୋରା, ସୁନ୍ଦର ଓ ଚମକଦାର କରିବାକୁ ଚାହୁଁଥାନ୍ତି ।

ତେବେ ନିହାତି ପ୍ରତିଦିନ ଖାଦ୍ୟରେ ବିଭିନ୍ନ ପ୍ରକାର ପାରିବା ଯୁକ୍ତ ପନିପରିବାରୁ ତିଆରି ରୋଷେଇ ଖାଦ୍ୟ ଖାଇବା ସହ ଡାଲି ନିହାତି ଭାବେ ସେବନ କରନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *