Health Tips- ସୁଗାର ୩୮୦ ହେଉ ବା ୪୮୦, ହେଇଥାଉ ପଛେ ୩୦ ବର୍ଷ ପୁରୁଣା କେବଳ ୭ ଦିନରେ ଶେଷ ହୋଇଯିବ

ବନ୍ଧୁଗଣ, ଏହି କଢା ଟିକୁ ଯଦି ଆପଣ କେବଳ ୭ ଦିନ ପିଅନ୍ତି ତେବେ ଆପଣଙ୍କ ମଧୁମେୟ ରୋଗ ସଂପୂର୍ଣ୍ଣ ଭାବେ ଭଲ ହୋଇଯିବ । ବର୍ତ୍ତମାନ ଡାଇବେଟିକ୍ସ ଅଥବା ମଧୁମେୟ ରୋଗ ଏକ ଗମ୍ଭୀର ରୋଗ ହୋଇ ଚାଲିଛି ।

ଡାଇବେଟିସ ଆପଣଙ୍କ ଶରୀରକୁ ଧୀରେ ଧୀରେ ଫମ୍ପା କରିଦେଇଥାଏ । ଏହା ଧୀର ମୃ-ତ୍ୟୁ ର କାରଣ ମଧ୍ୟ ପାଲଟି ଯାଇଥାଏ । ଆମ ଦେଶ ଭାରତ ବର୍ଷ ରେ ମୁଖ୍ୟତ ୭ କୋଟି ଲୋକ ଏହି ରୋଗରେ ଆକ୍ରାନ୍ତ ଅଛନ୍ତି । ଡାଇବେଟିସ ହେଲେ ଆପଣଙ୍କ ଶରୀରରେ ଅନେକ ପ୍ରକାରର ରୋଗ ସ୍ଥାନ ନେଇଥାଏ । ହୃଦୟ ଜନିତ ରୋଗ, ଆଖି ସମସ୍ୟା, କେଶ ଝଡିବା, ଚର୍ମ ଜାତୀୟ ରୋଗ, ଏବଂ ଆପଣଙ୍କ କିଡ୍ନି ସଠିକ ରୂପେ କାମ ନ କରିବା । ଶରୀରରେ ଗ୍ଳୁକଜ ର ମାତ୍ରା ବଢିଗଲେ ତାହାକୁ ଡାଇବେଟିସ କୁହାଯାଏ ।

ଆଜି ଆମେ ଯେଉଁ ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଏହା ଆପଣଙ୍କ ଡାଇବେଟିସ କୁ କଣ୍ଟ୍ରୋଲ ରେ ରଖିବା ସହିତ ଏହାକୁ ନର୍ମାଲ ରଖିଥାଏ । ସର୍ବ ପ୍ରଥମେ ଆପଣ ଏକ ପାତ୍ର ରେ ୨ ଗିଲାସ ପାଣି ନିଅନ୍ତୁ । ଏଥିରେ ଆପଣ ୧ ଚାମଚ ମେଥି ମିଶାନ୍ତୁ । ଏଥିରେ ୨ ପ୍ରକାରର ଫାଇଭର ମିଳିଥାଏ । ଏହା ଇଂସୁଲିନ ର ସେଂସେଟିଜ କୁ ବଢାଇ ଥାଏ ।

ଏକ ଚାମଚ ମେଥିଦାନା କୁ ମିଶାଇ ସାରିବା ପରେ ଏହି ପାଣି ରେ ୧୫ ରୁ ୨୦ ଟି ଭୃଶୁଙ୍ଗା ପତ୍ର ଏହି ପାଣିରେ ପକାନ୍ତୁ । ଏହାପରେ ଏଥିରେ ଆପଣ ଖଣ୍ଡେ ଅଦା ନେଇ ଏହାକୁ ଛେଚି ଏହି ପାଣିରେ ପକାଇ ଦିଅନ୍ତୁ । ଏହାପରେ ଅଳ୍ପ ମାତ୍ରାରେ ଡାଲଚିନି ପାଉଡର ମିଶାନ୍ତୁ । ଏହା ଡାଇବେଟିସ କୁ ଭଲ କରିବା ପାଇଁ ଏକ ରାମବାଣ ଉପଚାର ଅଟେ । ଏହି ପାଣିକୁ ଆପଣ ଫୁଟାଇ ଫୁଟାଇ ଅଧା କରି ଦିଅନ୍ତୁ ।

ଏହାପରେ ୫ ରୁ ୬ ମିନିଟ ମଧ୍ୟରେ ଏହା ପ୍ରସ୍ତୁତ ହୋଇଯିବ । ଏହାପରେ ଆପଣ ଗ୍ୟାସ କୁ ବନ୍ଦ କରି ଏହି ପାଣିକୁ ହାଲ୍କା ଉଷୁମ ଥିବା ଅବସ୍ଥା ରେ ଆସିବାକୁ ଦିଅନ୍ତୁ । ଏହାପରେ ଆପଣ ଏହାକୁ ଏକ ଗ୍ଳାସ ରେ ଛାଣି ନିଅନ୍ତୁ । ସକାଳେ ଖାଲି ପେଟରେ ଆପଣ ଏହାର ସେବନ କରନ୍ତୁ । ଏହାପରେ ଆପଣ ଜଳଖିଆ କରନ୍ତୁ । ଏଥିରେ ଚିନୀ ମହୁ ତଥା ଗୁଡ ଆଦି କୌଣସି ପ୍ରକାରର ମିଠା ଦ୍ରବ୍ୟ ମିଶାନ୍ତୁ ନାହିଁ ।

ଏହି କାଢା ସୁଗାର ଅଥବା ଡାଇବେଟିସ ନିମନ୍ତେ ବହୁ ପରିକ୍ଷିତ ଉପଚାର ଅଟେ । ଏହା ସହିତ ଏହା ଆପଣଙ୍କର ଇମ୍ୟୁନିଟି ବଢାଇବାରେ ସାହାର୍ଯ୍ୟ କରିଥାଏ । ଡାଇଜେସନ, କୋଲେଷ୍ଟ୍ରୋଲ, ଷ୍ଟ୍ରେସ, ତଥା ମୋଟାପଣ କୁ କମ କରିବାରେ ଏହା ବହୁତ ସହାୟତ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *