ସୋମବାର ଦିନ ଅଜାଣତରେ ବି କରନ୍ତୁ ନାହିଁ ଏହି ୩ ଟି ଭୁଲ୍ ! ନଚେତ ମହାଦେବଙ୍କ କ୍ରୋଧରୁ ଘର ଉପରେ ବିପତ୍ତି ମାଡି ଆସେ…

ନମସ୍କାର ବନ୍ଧୁଗଣ, ସପ୍ତାହର ପ୍ରଥମ ବାର ହେଉଛି ସୋମବାର । ଆଉ ଏହି ବାରର ଅଧିପତି ମହାଦେବ ଅଟନ୍ତି । ତାଙ୍କ ପୂଜା ପାଇଁ ସୋମବାର ଦିନଟି ପ୍ରଖ୍ୟାତ ଅଟେ । ଏବଂ ତାଙ୍କ କୃପା ପାଇବା ପାଇଁ ମଧ୍ୟ ସୋମବାର ଦିନ ତାଙ୍କ ପୂଜା କରିବା ଉଚିତ ଅଟେ । କିନ୍ତୁ ଯଦି ଆପଣ ସୋମବାର ଦିନ 3ଟି ଭୁଲ ଅଜାଣତରେ ବି କରି ବସିବେ ତେବେ ମହାଦେବଙ୍କ କ୍ରୋଧର ସାମ୍ନା ଆପଣଙ୍କୁ କରିବାକୁ ପଡିବ । ମାହାଦେବଙ୍କ କ୍ରୋଧରେ ଆପଣଙ୍କ ସୁଖ ଶାନ୍ତି ମଧ୍ୟ ଜୀବନରୁ ଚାଲିଯିବ । ତେବେ ଆସନ୍ତୁ ଜାଣିବା ସେହି 3 ଭୁଲ ସମ୍ପର୍କରେ ।

1- ଆପଣଙ୍କୁ ସୋମାବାର ଦିନ ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ଗଙ୍ଗାଜଳ ଅର୍ପଣ କରିବା ଉଚିତ । ଏବଂ ଭଗବାନ ଶିବଙ୍କୁ ସବୁଠାରୁ ପ୍ରିୟ ହୋଇଥିବା ବେଲ ପତ୍ର ନିଶ୍ଚୟ ଚଢାନ୍ତୁ । 2- ଭଗବାନ ଶିବଙ୍କୁ ଧଳା ବସ୍ତୁ ବହୁତ ପ୍ରିୟ ଅଟେ । ତେଣୁ ଆପଣ ସୋମବାର ଦିନ କ୍ଷୀର, ଦହି, ଧଳା ଫୁଲ ଇତ୍ୟାଦି ଅର୍ପଣ କରିବା ଆବଶ୍ୟକ ।

3- ସୋମବାର ଦିନ କୌଣସି ଜରୁରୀ କାମ ପାଇଁ ବାହାରକୁ ଯିବା ପୂର୍ବରୁ ଆଇନା ନିହାତି ଭାବରେ ଦେଖି ଘରୁ ବାହାରକୁ ଯାଆନ୍ତୁ । ଏହଦ୍ଵାରା ଆପଣଙ୍କ କାମ ବିନା ବଧାରେ ପୁରା ହୋଇଯିବ । 4- ସୋମବାର ଦିନ କଳା ରଙ୍ଗର କପଡା ପିନ୍ଧି ଭୁଲରେ ବି ଶିବ ମନ୍ଦିର ଯାଆନ୍ତୁ ନାହିଁ । ବ୍ରତ ଇତ୍ୟାଦି କରିଥିଲେ ମଧ୍ୟ ଆପଣ ସେହିଦିନ କଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ ।

5- ସୋମବାର ଦିନ ଆପଣ ନିଜ କେଶ ସଫା କରିବା ଅନୁଚିତ । ଏହାଦ୍ୱାରା ଆପଣଙ୍କ ପରିବାର ଉପରେ ବହୁତ ବଡ ପ୍ରଭାବ ପଡିଥାଏ । 6- ସୋମବାର ଦିନ ବ୍ରତ କରୁଥିବା ବ୍ୟକ୍ତିଙ୍କୁ ନାସପାତି ସେବନ କରିବା ଅନୁଚିତ । ଏହାକୁ ଶୁଭ ମନାଯାଏ ନାହିଁ । 7- ସୋମବାର ଦିନ ଆପଣ ତାମସିକ ଭୋଜନ କରିବା ବର୍ଜିତ ଅଟେ । ଭୁଲରେ ମଧ୍ୟ ମାଛ, ମାଂସ ଇତ୍ୟାଦି ଖାଆନ୍ତୁ ନାହିଁ ।

8- ସୋମବାର ଦିନ ଆପଣ କାହାର ଅପମାନ କରନ୍ତୁ ନାହିଁ । ଏବଂ ମୁହଁରୁ ଖରାପ ଶବ୍ଦ ବାହାର କରିବା ଅନୁଚିତ । 9- ମହାଦେବଙ୍କ ପୂଜା ସହ ନନ୍ଦି ମହାରାଜାଙ୍କ ପୂଜା କରିବା ଉଚିତ । ମହାଦେବ ପଶୁ ପ୍ରିୟ ଅଟନ୍ତି ତେଣୁ ଆପଣ ସେହିଦିନ ପଶୁକୁ ଅନାଦାର ନକରି ଚାରିଗୋଡ ଥିବା ପଶୁକୁ ତଥା ଗାଈକୁ ଖାଇବାକୁ ଦେବା ଉଚିତ ।

10-  ଭଗବାନ ଶିବଙ୍କୁ ପୂଜା କରିବା ସମୟରେ କେତକୀ ଫୁଲ, କୁଙ୍କୁମ, ତୁଲସୀ ପତ୍ର, ଫାଟିଥିବା ବେଲପତ୍ର କିମ୍ବା ଖଣ୍ଡିତ ଚାଉଳ ମଧ୍ୟ ଚଢାଇବା ଉଚିତ ନୁହେଁ । ଏବଂ ଶଙ୍ଖରୁ ତାଙ୍କୁ ଜଳ ଅର୍ପଣ ମଧ୍ୟ କରିବେ ନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *