ଖାଆନ୍ତୁ ଏହି ଚୂନା ! ସ୍ମରଣ ଶକ୍ତି ଏତେ ବଢିଯିବ କି ଯାହା ଥରେ ପଢିଲେ ବି ମନେ ରହିବ 

ନମସ୍କାର ବନ୍ଧୁଗଣ , ମୁ ଆଜି ଆପଣମାନକୁ ଏପରି ଉପାୟ କହିବି ଯାହା ଫଳରେ ଆପଣକ ସ୍ମରଣ ଶକ୍ତି ବଢିଥାଏ , ମନେ ରଖିବା ଶକ୍ତି ବଢିବ ପିଲାମାନେ ପୁର୍ତି ହେବେ ମସ୍ତିସ୍କ କୁ ତାକତ ମିଳିବ , ବୁଦ୍ଧି ର ମାତ୍ର ବଢିବ ପିଲାମାନକ ସାର୍ପ୍ପନେସ ବଢିବ । ଏହା ସହିତ ଏହାକୁ ବଡମାନେ ମଧ୍ୟ ଏହାକୁ ଆପେଣଇପାରିବେ ଏହା ଦ୍ଵାରା ସ୍ମରଣ ଶକ୍ତି ବଢିବ , ଭୁଲିଯିବା ବାରମ୍ବାର କଥାକୁ ଏହି ସବୁ ଦୂରହୋଇଥାଏ ।

ଆମେ ଦେଖିଥାଉ କି ପିଲା ବହୁତ ପଡିଥାଏ କିନ୍ତୁ ତାକୁ ,ମନେ ରଖିପାରିନଥାଏ । ଏପରି ସ୍ଥଳରେ ବହୁତ ପିତାମାତା ଚିନ୍ତିତ ହୋଇଥାନ୍ତି କି ତାଙ୍କ ପିଲା ସହିତ ଏହା କେଉଥି ପାଇଁ ହୋଇଥାଏ । କିନ୍ତୁ ସେମାନକ ପାଇଁ ଏହା ଏକ ସୁନ୍ଦର ଉପଚାର ଅଟେ । ଆମ ଶରୀରରେ ମସ୍ତିସ୍କ ର ଗୁରୁତ୍ଵ କଣ ଏହା ତ ଆପଣମାନେ ଜାଣିଛନ୍ତି । ଭାବିବା , ଭୁଜିବା , ମନେ ରଖିବା ସହିତ ନିଶ୍ଵାସ ନେବା  ହୋରମୋନ ନିୟନ୍ତ୍ରଣ କରିଥାଏ ।

ଏଥି ପାଇଁ ମସ୍ତିସ୍କ ଶକ୍ତିଶାଳୀ ହେବ ନିହାତି ଜରୁରୀ ଅଟେ । କିନ୍ତୁ ଆଜିକା ଦିନରେ ଆମେ technology ଉପରେ ଅଟେ ନିର୍ଭରଶୀଳ ହୋଇଯାଉଛୁ ଯେ , ଅଧିକରୁ ଅଧିକ କାମ ଆମେ ଏହି ମାଧ୍ୟମରେ କରିଥାଉ ଏବଂ  ମସ୍ତିସ୍କର ସାହାଯ୍ୟ କମ ନେଇଥାଉ । ଏହିଥି ପାଇଁ ଧୀରେ ଧୀରେ ସ୍ମରଣ ଶକ୍ତି ବା ଭୁଲିବା ଶକ୍ତି କମିଯାଉଛି । ଏହି କାରଣ ହେତୁ ଆମେ କଥା ଭୁଲିଯାଇଥାଉ , କିଛି ବିଷୟ ଆଦୌ ମନେ ରହିନଥାଏ । ତେଣୁ କରି ଆଜିର ଉପାୟ ଆପଣାକ ମସ୍ତିସ୍କକୁ  ତେଜ କରିବ ଓ ସ୍ମରଣ ଶକ୍ତିକୁ ବଢେଇବ ।

ଆସନ୍ତୁ ଜାଣିବା ଏହାକୁ ଆମେ କିପରି ତିଆରି କରିବା ଏହାର ଆବଶ୍ୟକ ପଦାର୍ଥ କ’ଣ ଅଟେ ଏହାକୁ ପିଲାମାନକ ସହିତ ବ୍ଯାଡମାନେ ମଧ୍ୟ ନେଇପାରିବେ । ଏହାର ପ୍ରଥମ ଜିନିଷ ହେଲା କାଜୁ ଏହା ଆମର ସ୍ମରଣ ଶକ୍ତିକୁ ବଡାଇବାରେ ସାହାଯ୍ୟ କରେ । ଆମ ଖାଦ୍ୟରେ ସ୍ମରଣ ଶକ୍ତିକୁ ବଡିବାରେ ସାହାଯ୍ୟ କାରୀ ମ୍ୟାଗ୍ନେସିୟମ ନ ଥାଏ ।

କିନ୍ତୁ କାଜୁ ରେ ଏହା ଭରପୁର ପରିମାଣରେ ରହିଥାଏ ସାଥିରେ ଏଥିରେ ଜିଙ୍କ , ଆଇରନ ନିଉଟ୍ରିସନ ଆମକୁ ମିଳିଥାଏ । ତେଣୁ କାରି କାଜୁକୁ ଆମେ ନିହାତି ଦଶଟି ନେବାର ଅଛି ,ଦ୍ଵିତୀୟ ଜିନିଷ ହେଉଛି ପିସ୍ତାବାଦାମ ଡାକ୍ତର ଓ ବିଶେଷ୍କ ମନେ ଏହା କୁହନ୍ତି । ଯେ ବାଦାମ ଖାଇବା ଦ୍ଵାରା ଆମ ସ୍ମରଣ ଶକ୍ତି ବହୁତ ବୃଦ୍ଧି ହୁଏ । ଏଥିରେ ଥିବା ପ୍ରୋଟିନ ଆମ ମସ୍ତିସ୍କକର ପ୍ରକ୍ରିୟାକୁ କୀପ୍ରା କରିଥାଏ । ଏହା ସହିତ ଆମ ସେଲ୍ସ କୁ ମଧ୍ୟ ମଜବୁତ କରେ ।

ବାଦାମ କୁ ମଧ୍ୟ ଦଶ ବାରଟି ନେବା ଉଚିତ । ଏଥିରେ ତୃତୀୟ ଜିନିଷ ହେଲା ମଗଜ ମଞ୍ଜି ଏହାକୁ ଆମେ ଘରେ ରନ୍ଧନରେ ବ୍ୟବହାର କରୁ ଏଥିରେ ଭିଟାମିନ -C ,କାଲସିୟମ ,ମ୍ୟାଗ୍ନେସିୟମ ଆଦି ରହିଥାଏ । ଏହା ଛଡା ଆମ ହୃଦୟକୁ ରକ୍ତକୁ ପରିଷ୍କାର କରେ ଶ୍ଵାସ ପାଇଁ ଉପଯୋଗୀ ହୋଇଥାଏ ।

ଏବେ ଆପଣ କଣ କରିବେ ନ ଗ୍ଯାସ ଉପରେ ଏକ ପାତ୍ର ରଖି କିଛି ଉତ୍ତାପ ଦେବା ପରେ କାଜୁ ଆଉ ବାଦାମ କୁ ସେଥିରେ ପକାଇବେ ଏକ ମିନିଟ ପରେ ମଗଜ ମଞ୍ଜି ପକେଇବେ ଓ ଏଥିରେ ଆଉ ଗୋଟେ ଜିନିଷ ପକାଇବେ ତାହା ହେଲା ACROD  ପକେଇବାର ଏକ ମିନିଟ ପରେ ଗ୍ୟାସ ବନ୍ଦ କରି କିଛି ସମୟ ପାଇଁ ଏହାକୁ ଛାଡି ଦେବେ ,

ତା ପରେ ଏହାକୁ ଗ୍ରାଇଣ୍ଡରରେ କିଛି ଚିନି ମିଶେଇଇ ଭଲଭାବରେ ମିଶ୍ରିତ କରି ପାଉଡର କରି ଏହାକୁ ଆପଣ ଗରମ କ୍ଷୀର ରେ ମିଶେଇ ପିଲାମାନକୁ ଦେବେ । ଏହା ଦ୍ଵାରା ପିଲାର ସ୍ମରଣ ଶକ୍ତି ବଢିଥାଏ । ଥରେ ଏହାକୁ କରିକି ଦେଖନ୍ତୁ । ଏହା ଦ୍ଵାରା ପିଲାମାନକର ବୃଦ୍ଧି ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *