ଶନିବାର ରାତିରେ ଶୋଇବା ସମୟରେ ଚୁପଚାପ ଏହିଠାରେ ରଖି ଦିଅନ୍ତୁ 1 ଲବଙ୍ଗ, ସବୁ କଷ୍ଟ ଓ ସଙ୍କଟରୁ ମିଳିବ ମୁକ୍ତି

ଜୀବନରେ ସମସ୍ତଙ୍କର କିଛି ନ କିଛି ସମସ୍ୟା ରହିଥାଏ । କେବେ ଧନକୁ ନେଇ ତ ଆଉ କାହା ଜୀବନରେ ସନ୍ତାନକୁ ନେଇକି ସମସ୍ଯା ରହିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଏହି ସବୁ ସମସ୍ୟାରୁ ବାହାରିବାର ଉପାୟ ରହିଛି । ଆଜି ଆମେ ଏହା ଉପରେ କିଛି ଚର୍ଚ୍ଚା କରିବାକୁ ଯାଉଛୁ । ୧- ସର୍ବ ପ୍ରଥମେ ଆପଣ ସକାଳୁ ଉଠିବା ପରେ ନିୟମ କରନ୍ତୁ । ପ୍ରଥମେ ନିଜ ହାତକୁ ଦେଖନ୍ତୁ କାରଣ ହାତରେ ମା ଲକ୍ଷ୍ମୀ, ସରସ୍ଵତୀ ଓ ଭଗବାନ ବ୍ରମ୍ହାଙ୍କ ବାସ ରହିଛି । ଦୁଇ ହାତକୁ ଦେଖିବା ପରେ ପ୍ରଣାମ କରି ହାତକୁ ଘସିକି ମୁହଁରେ ଲଗାନ୍ତୁ । ଏହା ଦ୍ଵାରା ସାକାରାତ୍ମକ ଉର୍ଜ ସୃଷ୍ଟି ହୋଇଥାଏ ।

୨- ସକାଳୁ ଦୁଆର ମୁହଁ ଖୋଲିବା ପରେ ଦୁଇ ଚାରି ବୁନ୍ଦା ପଣି ପକାଇ ଝାଡୁ କରନ୍ତୁ । ଯଦି ଆପଣଙ୍କୁ ଲାଗୁଛି ଆପଣ ବହୁ ସମସ୍ୟାରେ ଘେରି ହୋଇ ଅଛନ୍ତି ବା କେହି ତନ୍ତ୍ର ମନ୍ତ୍ର କରି ଦେଇଛି ତେବେ ଶନିବାର ଦିନ ଏକ କାମ କରିବେ । ଶନିବାର ଦିନ ଓସ୍ତ ଗଛ ମୂଳରେ ଅଳ୍ପ କଳା ରାଶି ପକାଇ ପାଣିରେ  ଅର୍ପଣା କରନ୍ତୁ । ଏହା ଦ୍ଵାରା ପିତୃ ଦୋଷ ଦୂର ହେବ ସହ ରାହୁ-କେତୁ ଶନିଙ୍କ ପୀଡା ଶେଷ ହୋଇଥାଏ ।

୩- ଶନିବାର ଦିନ ଫିଟିକିରି ବା ଲୁଣ ପକାଇ ଘର ପୋଛା ମାରିଲେ ମା ଲକ୍ଷ୍ମୀ ଙ୍କ ବାସ ରହିଥାଏ । ଝଗଡା ଶେଷ ହୋଇଥାଏ । ଅନେକ ସମୟରେ ଆପଣଙ୍କ ଘରେ କେହି ରୋଗରେ ଅନେକ ଦିନ ହେବ ପୀଡିତ ହୋଇ ରହିଥାନ୍ତି । ଏହାର ନିବାରଣ ପାଇଁ ଏକ ଛୋଟ ପ୍ରୟୋଗ କରନ୍ତୁ । ଶନିବାର ଦିନ ଓସ୍ତ ଗଛ ତଳେ ରାଶି ତେଲର ଦୀପ ସନ୍ଧ୍ୟା ସମୟରେ ଜାଳିବା ଦ୍ଵାରା ସ୍ୱାସ୍ଥ୍ୟ ଭଲ ରହିଥାଏ ।

୪- ଯଦି ଶନିବାର ଦିନ ଦୀପରେ ୨ଟି ଲବଙ୍ଗ ପକାଇ ଘର ସାରା ବୁଲାଇବେ ତେବେ ଘରେ ଖୁସି ଆସିଥାଏ । ଜୀବନରେ ଯାହା ସମସ୍ଯା ଥାଏ ତାହା ଦୂର ହୋଇଥାଏ । ଯଦି ଆପଣ ନିଜର ଗୃହ ନିର୍ମାଣ କରିବାକୁ ଚାହୁଁଛନ୍ତି ତେବେ ଶନିବାର ଦିନ ରାଶି ତେଲରେ ସୋରିଷ ତେଲ ମିଶାଇ ଲୁହା ଦୀପ ଆଣନ୍ତୁ । ଲୁହାର ଦୀପ ନ ମିଳିଲେ ମାଟିର ଦୀପରେ ଲୁହା କଣ୍ଟା ପକାଇ ଜଳାନ୍ତୁ । ଏହି ଦୀପକୁ ସମି ଗଛ ତଳେ ଜଳାଇବେ । ଦୀପ ଲିଭିଗଲା ପରେ ଦୀପକୁ ଜଳରେ ଅତିବାହିତ କରିବେ । ଲଗାତାର ଏପରି କରିଲେ ନୂଆ ଘରର ସ୍ଵପ୍ନ ପୁରା ହେବ ।

୫- ଅନେକ ସମୟରେ ଆପଣ କରଜରେ ବୁଡି ରହିଥାନ୍ତି ଯାହା କାରଣରୁ ଇଚ୍ଛା ପୂରଣ ହୁଏ ନାହି । ଏହାର ନିବାରଣ ପାଇଁ ଶନିବାର ଦିନ ପାନପତ୍ର ନେଇ ଏହାର ଓଲଟାଇ ୨ଟି ଲବଙ୍ଗ ରଖି ଓ ବହୁଥିବା ନଦୀରେ ପ୍ରବାହିଟ କରି ନିଜର ଇଚ୍ଛା କହି ଫେରି ଆସିବେ ।

୬- ଯଦି ଶନି, ରାହୁ-କେତୁର ସମସ୍ଯା ରହିଛି ତେବେ ଶନିବାର ଦିନ ରାତିରେ ରାଶି ତେଲର ଦୀପ ଜାଳିବା ସହ ହନୁମାନ ମନ୍ଦିର ଯାଇ ଚମେଲୀ ତେଲ ଅର୍ପଣ କରନ୍ତୁ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *