ସିରିଏଲ ୟେ ହେ ମୋହବତେର ରୁହି 7 ବର୍ଷ ପରେ ହେଇଯାଇଛି ଏତେ ବଡ଼ ଓ ସୁନ୍ଦର, ଏହି ଲୁକ ଆଗରୁ କେବେ ଦେଖିନଥିବେ

ନମସ୍କାର, ଭଗବାନ ପୃଥିବୀ ରେ ଅନେକ ସୁନ୍ଦର ବସ୍ତୁ ସୃଷ୍ଟି କରିଛନ୍ତି । କିଏ ରୂପରେ ସୁନ୍ଦର ହୋଇଥାଏ ତ କିଏ ଗୁଣ ରେ ସୁନ୍ଦର ହୋଇଥାଏ । ନିଜ ସୁନ୍ଦରତା କୁ ନେଇ ସମସ୍ତଙ୍କ ମନ ରେ ବହୁତ ଗର୍ବ ଥାଏ । ସେ ଯେ କୌଣସି ପ୍ରାକୃତିକ ବସ୍ତୁ ହେଉ କିମ୍ବା ମନୁଷ୍ୟ ହେଉ ସମସ୍ତେ ନିଜର ସୁନ୍ଦରତା ପାଇଁ ମନ ରେ ବହୁତ ଗର୍ବ ରଖିଥାନ୍ତି । ଶାସ୍ତ୍ର ଅନୁସାରେ କନ୍ୟା ମାନେ ଏ ସଂସାର ର ରତ୍ନ ହୋଇଥାନ୍ତି କନ୍ୟା ଟି ଏ ନିଜ ଘର ପାଇଁ ବହୁତ କିଛି କରିଥାଏ । ବିବାହ ପୂର୍ବରୁ ବାପ ଘରେ କାମ କରିଥାଏ ଓ ବିବାହ ପରେ ନିଜ ଶାଶୁ ଘରେ କାମ କରିଥାଏ ।

କିନ୍ତୁ ଯାହା ବି କାମ କରିଥାଏ ତାହାକୁ ଅତି ସୁନ୍ଦର ଭାବେ ସମ୍ପୂର୍ଣ୍ଣ କରିଥାଏ । ନାରୀର ଅନେକ ରୂପ ରହି ଥାଏ । କେବେ ସେ ଶତ୍ରୁ ର ବିନାଶ ପାଇଁ ମାତା ଦୁର୍ଗା ଙ୍କ ର ରୁପ ନେଇଥାଏ ତ କେବେ ନିଜ ପତି ପାଇଁ ଏକ ଉତ୍ତମ ସ୍ତ୍ରୀ ର ରୂପ ନେଇଥାଏ । ସବୁ କ୍ଷେତ୍ରରେ ନାରୀ ଟି ଏ ନିଜର ସବୁ କାର୍ଯ୍ୟ କୁ ବହୁତ ଭଲ ଭାବରେ କରିଥାଏ । ତେବେ ଆମେ ଯଦି ଅଭିନୟ କ୍ଷେତ୍ର ରେ କଥା ହେବା ତାହେଲେ ଅନେକ ନାରୀ ଏହି କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି ।

ତେବେ ଆଜି ଆମେ ଛୋଟ ପରଦାରେ ଅଭିନୟ କରୁଥିବା ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଆଲୋଚନା କରିବା । ସେହି ଅଭିନେତ୍ରୀ ଜଣଙ୍କ ନିଜ ପିଲା ଦିନ ରୁ ହିଁ ଅଭିନୟ ରେ ନିଜର କ୍ୟାରିଅର ଆରମ୍ଭ କରିସାରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି କୁନି ଅଭିନେତ୍ରୀ ଙ୍କ ବିଷୟରେ । ଆପଣ ମାନେ “ୟେ ହେ ମୋହବତେଂ” ଧାରାବାହିକ ର ନାମ ଶୁଣିଥିବେ । ଏହି ଧାରାବାହିକ ଟି ଷ୍ଟାର ପ୍ଲସ ଚ୍ୟାନେଲ ରେ ପ୍ରଦର୍ଶିତ ହେଉଛି ।

ଏହି ଧାରାବାହିକ ଟି କୁ ଲୋକ ମାନେ ଖୁବ ପସନ୍ଦ କରିଥାନ୍ତି । ଏହି ଧାରାବାହିକ ର ସମସ୍ତ ଚରିତ୍ର କୁ ଲୋକ ବହୁତ ସାରା ପ୍ରେମ ଦେଇଛନ୍ତି । ଏହି ଧାରାବାହିକରେ ସମସ୍ତ ଚରିତ୍ର ବହୁତ ଭଲ ଅଭିନୟ କରିଥିଲେ । ଏହି ଧାରାବାହିକ ଟି ବର୍ତ୍ତମାନ ସୁଦ୍ଧା ମଧ୍ୟ ଟିଭିରେ ପ୍ରଦର୍ଶିତ ହେଉଛି । ଏହି ଧାରାବାହିକ କୁ ଲୋକେ ବହୁତ ମାତ୍ରା ରେ ଭଲ ପାଉଛନ୍ତି । ଏହି ଧାରାବାହିକ ର ସମସ୍ତ ଚରିତ୍ର ମାନେ କେବଳ ପ୍ରେମ ଓ ଭଲପାଇବା ହିଁ ବାଣ୍ଟୁଛନ୍ତି ।

କିନ୍ତୁ ଯଦି ଆପଣଙ୍କ ମନେ ଥିବ ଏହି ଧାରାବାହିକ ରେ ଗୋଟିଏ କୁନି ଝିଅ ମଧ୍ୟ ଅଭିନୟ କରୁଥିଲା । ଏହି କୁନି ଅଭିନେତ୍ରୀ ଜଣଙ୍କ ନାମ ଥିଲା ରୁହାନିକା ଧାବନ ବା ରୁହି । ରୁହି ଏହି ଧାରାବାହିକ ରେ ବହୁତ ଭଲ ଅଭିନୟ କରିଥିଲେ । ସେ ବହୁତ କମ ବୟସ ରୁ ହିଁ ଏହି ଧାରାବାହିକ ରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ସେ ଏହି ସୁଯୋଗ ର ଭରପୁର ଫାଇଦା ଉଠାଇଥିଲେ । ସେ ଏହି ଧାରାବାହିକ ରେ ବହୁତ ହି ଉଚ୍ଚକୋଟୀର ଅଭିନୟ ପ୍ରଦର୍ଶନ କରି ଦର୍ଶକଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିଲେ ।

ରୁହି ଏହି ଧାରାବାହିକ ରେ ମୁଖ୍ୟ ଚରିତ୍ର ରେ ଅଭିନୟ କରୁଥିବା ଅଭିନେତା ଙ୍କ ଝିଅ ଭାବେ ନଜର ଆସିଥିଲେ । ସେ ଏତେ ସୁନ୍ଦର ଥିଲେ ଯେ ଦର୍ଶକ ତାଙ୍କୁ ବର୍ତ୍ତମାନ ସୁଦ୍ଧା ଭୁଲି ପାରି ନାହାନ୍ତି । ବର୍ତ୍ତମାନ ସମୟରେ ତ ସେ ଆଉ ଏହି ଧାରାବାହିକ ରେ ନଜର ଆସୁ ନାହାନ୍ତି କିନ୍ତି ଦର୍ଶକଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ।

ରୁହାନିକା ଏହି ଧାରାବାହିକ ରେ ବହୁତ କମ ବୟସ ରୁ କାମ କରିବାର ସୁଯୋଗ ପାଇଥିଲେ । ଏବଂ ବହୁତ ସୁନ୍ଦର ଅଭିନୟ ମଧ୍ୟ କରିଥିଲେ । କିନ୍ତୁ ସେ ସାତ ବର୍ଷ ହେବ ହେଇ ଧାରାବାହିକ ରୁ ବାଦ ପଡିଛନ୍ତି । ଏହି ସାତ ବର୍ଷ ମଧ୍ୟରେ ରୁହି ବହୁତ ବଡ଼ ହୋଇଯାଇଛନ୍ତି । ସେ ଦେଖିବାକୁ ମଧ୍ୟ ଆହୁରି ସୁନ୍ଦର ଦେଖା ଯାଉଛନ୍ତି ।

ସେ ପୂର୍ବ ଅପେକ୍ଷା ବହୁତ ବଦଳି ଯାଇଛନ୍ତି । ନିଜର ଶରୀର ରୁ ଆଉ ନିଜର ମସ୍ତିଷ୍କ ରୁ ମଧ୍ୟ ସେ ବହୁତ ବଦଳି ଯାଇଛନ୍ତି । ସେ ବର୍ତ୍ତମାନ ନିଜର ପାଠ ପଢା ପାଇଁ ନିଜର ଅଭିନୟ କ୍ୟାରିଅର ରୁ ବହୁତ ଦୁରେଇ ଯାଇଛନ୍ତି । ବର୍ତ୍ତମାନ ସେ କେବଳ ନିଜର ପାଠ ପଢା ପ୍ରତି ଧ୍ୟାନ ଦେଉଛନ୍ତି । ସେ ଧାରାବାହିକ ସମେତ ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି । ବର୍ତ୍ତମାନ ସମୟରେ ତାଙ୍କର ପ୍ରଶଂସକ ତାଙ୍କର ଅପେକ୍ଷା ରେ ଅଛନ୍ତି । ତେବେ ଆଶା କରୁଛି ଏହା ଆପଣଙ୍କୁ ବହୁତ ଭଲ ଲାଗିଥିବ ।

Leave a Reply

Your email address will not be published. Required fields are marked *