Jyotish Shastra- ଦୀର୍ଘ 60 ବର୍ଷ ପରେ ପବିତ୍ର ବାହୁଡା ଦଶମୀରେ ମହା ସଂଯୋଗ, ଏହି 4 ଟି ରାଶିରେ ରହିଛି ମହା ଧନଯୋଗ

ଆଗକୁ ଆସୁଛି ମହାପ୍ରଭୁ ଙ୍କ ପବିତ୍ର ବାହୁଡା ଦଶମୀ ।ଏହି ଦିନ  ଗ୍ରହ ନକ୍ଷତ୍ରଙ୍କ ମଧ୍ୟରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି, ଯାହାର ପ୍ରଭାବ ସିଧା ଆମ ରାଶିଗୁଡିକ ଉପରେ ପଡିବ ।

ମାତ୍ର ଅଳ୍ପ କେତୋଟି ରାଶି ଉପରେ ଏହି ପରିବର୍ତ୍ତନର ଖୁବ ସକାରାତ୍ମକ ପ୍ରଭାବ ପଡିବ । ଯାହା ଦ୍ଵାରା ସେମାନଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ହେବା ସହ ଅଚାନକ ପ୍ରଚୁର ଧନ ପ୍ରାପ୍ତି ହେବ । ମାନ୍ୟତା ଅନୁସାରେ କେଉଁ ବ୍ୟକ୍ତି ଯଦି କାଳସର୍ପ ଯୋଗ, ଶନି ଦଶା ଆଦି ଯୋଗୁଁ ବ୍ୟତିବ୍ୟସ୍ତ ରହୁଛି ତେବେ ସେହି ବ୍ୟକ୍ତି ପାଇଁ ମଧ୍ୟ ଏହି ତିଥି ଅତ୍ୟନ୍ତ ଶୁଭ ଅଟେ ।

ଏହି ସମୟରେ ଶନି ସମ୍ବନ୍ଧିତ ସମସ୍ତ ବାଧାରୁ ମୁକ୍ତ ହେବ ନିମନ୍ତେ ଗରିବ ଲୋକଙ୍କୁ ଯଥା ଶକ୍ତି ଦାନ କାଲେ ଶନିଦେବ ପ୍ରସନ୍ନ ହେବେ ।  ଏହି ଅମାବାସ୍ୟା ପରେ ଆପଣଙ୍କ ବ୍ୟାପାରରେ ଖୁବ ତେଜରେ ଉନ୍ନତି ହେବ ଓ ଧନ ଆଗମନ ହେତୁ ଆପଣଙ୍କ ସମସ୍ତ ସମସ୍ଯା ଶେଷ ହେବ । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ କଣ ।

ମେଷ ରାଶି

ଏହି ରାଶି ଉପରେ ଭଗବାନ ଶନିଦେବ ଆଜି ଠାରୁ ୨୧ ବର୍ଷ ପର୍ଯ୍ୟନ୍ତ କୃପା ବର୍ଷା କରିବେ । ଏହି ସମୟରେ ଆପଣଙ୍କ ଉପରେ ଧନ ବର୍ଷା ହେବ । ଯେଉଁ ଲୋକଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ ସେମାନଙ୍କ ସ୍ଥିତିରେ ପରିବର୍ତ୍ତନ ହେବ । ଆପଣଙ୍କୁ ସନ୍ତାନ ପ୍ରାପ୍ତିର ଖୁସି ଖବର ମଧ୍ୟ ମିଳିପାରେ । ଛାତ୍ରଙ୍କୁ ପରୀକ୍ଷାରେ ସଫଳତା ମିଳିବ ।

କର୍କଟ ରାଶି

ଏହି ରାଶି ଉପରେ ମଧ୍ୟ ଶନିଦେବ ତାଙ୍କର ବିଶେଷ କୃପା ବଜାୟ ରଖିବେ । ଭଗବାନ ଶନିଦେବଙ୍କ କୃପାରୁ ଆପଣଙ୍କ ଘରେ ସୁଖ ଶାନ୍ତିର ମାହୋଲ ରହିବ । ଆପଣଙ୍କ ଘରର ସମସ୍ତ କ୍ଲେଶ ଦୂର ହେବ ଓ ଫସି ରହିଥିବା ଧନ ଆପଣ ପୁନର୍ବାର ଫେରି ପାଇବେ । ପ୍ରେମ ମାମଲାରେ ମଧ୍ୟ ଆପଣ ଖୁବ ଭାଗ୍ୟଶାଳୀ ରହିବେ ।

କନ୍ୟା ରାଶି

କନ୍ୟା ରାଶି ପାଇଁ ମଧ୍ୟ ଆସନ୍ତା ଦିନ ଗୁଡିକ ଖୁବ ଭାଗ୍ୟଶାଳୀ ରହିବ । ଶନିଦେବ ଏହି ରାଶି ଉପରେ ପ୍ରସନ୍ନ ରହିବା ହେତୁ ଆପଣଙ୍କୁ ଖୁବ ଧନ ପ୍ରାପ୍ତି ହେବ ଓ ଆପଣଙ୍କ ଘରେ ଖୁସିରେ ଭରପୁର ରହିବ । ଏହି ସମୟରେ ଆପଣଙ୍କ ଆର୍ଥିକ ସ୍ଥିତି ଖୁବ ମଜବୁତ ହେବ ଓ ଆପଣଙ୍କ ସମସ୍ତ ଇଚ୍ଛା ପୂର୍ଣ୍ଣ ହେବ ।

ମକର ରାଶି

ଏହି ରାଶିର ଜାତକ ମଧ୍ୟ ଖୁବ ଭାଗ୍ୟଶାଳୀ ରହିବେ ଓ ଧନ ଲାଭ ହେବ । ଆପଣ ନିଜ ପୁରୁଣା ବନ୍ଧୁଙ୍କୁ ଭେଟିବେ ଓ ଏହି ସମୟରେ ଆପଣ ନୂତନ ଆଭୁଷଣ ଓ ବାହନ ମଧ୍ୟ କିଣି ପାରନ୍ତି । ଆପଣଙ୍କ ଆସନ୍ତା ଦିନ ଗୁଡିକ ବହୁତ ଭଲ ରହିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *