Health Tips- ମାତ୍ର 3 ଥରରେ ହାତ-ଗୋଡ ଦରଜ, କମଜୋରି, ଥକାପଣ, ରକ୍ତ ଅଭାବ, ମୋଟାପା 100 ବର୍ଷ ପର୍ଯ୍ୟନ୍ତ ହେବାକୁ ଦେବ ନାହିଁ

ବନ୍ଧୁଗଣ, ବର୍ତ୍ତମାନ ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ପ୍ରାଏ ଶାରୀରିକ ଅସୁସ୍ଥ ଅଟନ୍ତି । ଯୁବକ ମାନଙ୍କ ଠାରେ ନାନା ପ୍ରକାରର ରୋଗ ମାନ ଦେଖାଯାଏ । ସେମାନେ କମଜୋରି ହେବା ସହିତ ଆଖି ତଳ ପତା କଳା ହୋଇଯାଏ ।

ଏହା ସହିତ ହରମୋନ ଲେବଲ କମ ହୋଇ ଯାଇଥାଏ ।  ଏହାପରେ ହାତରେ ଦରଦ, ଅଣ୍ଟାରେ ଦରଦ, ପାଦ ରେ ଦରଦ ଆଦି ଦେଖାଯାଇଥାଏ । ବିବାହ ପରେ ସାଧାରଣତ ଯୋନ ସୁଖ ଭୋଗ କରି ପାରନ୍ତି ନାହିଁ । ଏହି ସବୁ ସମସ୍ୟା ରୁ ବାହାରିବା ନିମନ୍ତେ ଆଜି ଆମ୍ଭେ ଆପଣଙ୍କୁ ବହୁତ ଲାଭକାରୀ ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଯାହାକୁ ଆପଣ ପ୍ରୟୋଗ କରି ବହୁତ ଶକ୍ତିଶାଳୀ ହୋଇ ପାରିବେ । ପ୍ରଥମେ ଆପଣ ଚଣା ଏବଂ ୧୦ ରୁ ୧୨ ଟି ବାଦାମ କୁ ରାତିରେ ଭିଯାଇ ରଖି ଦିଅନ୍ତୁ ।

ଏହାପରେ ସକାଳେ ଅଳ୍ପ ଗୁଡ ନେଇ ଏହାକୁ କ୍ଷୀର ସହିତ ଚୋବାଇ ଚୋବାଇ ଖାଇ ନିଅନ୍ତୁ । ଏହା ସହିତ ଆପଣ କଦଳୀ ମଧ୍ୟ ଖାଇ ପାରନ୍ତି । ଯଦି ଆପଣ ଏହା ସହିତ ଖଜୁରୀ ମଧ୍ୟ ମିଶାଇ ଖାଆନ୍ତି ତେବେ ଏହା ଅତ୍ୟନ୍ତ ଲାଭକାରୀ ସାବ୍ୟସ୍ତ ହେବ । ମାତ୍ର ଧ୍ୟାନ ରଖିବେ ଯେ ଏହି ଜିନିଷ ର ସେବନ କରିବା ପୂର୍ବରୁ ଆପଣଙ୍କର ଡାଇଜେସନ ଯେପରି ସଠିକ ଭାବରେ ହୋଇଥିବା ଆବଶ୍ୟକ ।

ଏଥିପାଇଁ ଆପଣ ପ୍ରାତ ସମୟରେ ଅର୍ଥାତ ବ୍ରହ୍ମ ମୂହୁର୍ତ୍ତ ରେ ଉଠନ୍ତୁ, ଏବଂ ତ୍ରୀଫଳା ଚୁରନ ର ସେବନ କରନ୍ତୁ । ଗୋଟେ ଗ୍ଳାସ ଗରମ ପାଣିରେ ୧ ଚାମଚ ତ୍ରୀଫଳା ଗୁଣ୍ଡ ମିଶାଇ ନୀତିଦିନ ସେବନ କରନ୍ତୁ । ଏହାପରେ ଆପଣ ନିଜେ ଅନୁଭବ କରି ପାରିବେ ଯେ ଆପଣଙ୍କର ପେଟ ସଫା ହୋଇ ଆପଣଙ୍କୁ ଆରାମ ଲାଗିବ । ଏହାପରେ ଆପଣ ଯୋଗ ପ୍ରାଣାୟମ କରନ୍ତୁ ।

ଅନେକ ପ୍ରକାରର ଯୋଗ ପ୍ରାଣାୟମ ଆପଣଙ୍କୁ ଇନ୍ଟରନେଟ ରେ ମିଳିଯିବ । ଶେଠୀ ମଧ୍ୟରୁ କପାଳଭାତୀ ପ୍ରାଣାୟମ, ଅନୁଲମ୍ବ ବିନୁଲମ୍ବ ପ୍ରାଣାୟମ କରି ପାରିବେ ଅଥବା ଆପଣ ରାସ୍ତା ରେ ଦଉଡି ପାରନ୍ତି ଅନ୍ୟ କିଛି ବ୍ୟାୟାମ ମଧ୍ୟ କରି ପାରନ୍ତି । ଏହାପରେ କ୍ଷୀର ସହିତ ଭିଯାଇଥିବା ଚଣା, ବାଦାମ କୁ ଆପଣ ସେବନ କରି ପାରିବେ । ଏହାପରେ ସନ୍ଧ୍ୟା ସମୟରେ ୪ ରୁ ୫ ମଧ୍ୟରେ ଆପଣଙ୍କର ପେଟ ଖାଲି ହେବା ଆବଶ୍ୟକ ଦିନ ମଧ୍ୟରେ ଆପଣ ପୌଷ୍ଠିକ ଆହାର ସେବନ କରନ୍ତୁ । ଅର୍ଥାତ ସବୁଜ ପଣି ପାରିବା ର ସେବନ କରନ୍ତୁ । ଏହାପରେ ଆପଣ ପୁନର୍ବାର ଜଗିଙ୍ଗ କରି ଆସନ୍ତୁ । ଆପଣ ବଜାରରୁ ଅଶ୍ଵଗନ୍ଧା ର ଜଡିବୁଟି ଆଣି ଘରେ ତାକୁ ଭଲ ଭାବରେ କୁଟି ତାହାର ଚୁରନ ପ୍ରସ୍ତୁତ କରନ୍ତୁ ।

ଏହାପରେ ଉଷୁମ କ୍ଷୀର ରେ ଆପଣ ଅଶ୍ଵଗନ୍ଧା ର ପାଉଡର ପକାଇ ଦିଅନ୍ତୁ । ଏହାପରେ ତାହାକୁ ସେବନ କରି ନିଅନ୍ତୁ । ଧ୍ୟାନ ରଖିବେ ଏହା ଯେପରି ସୂର୍ଯ୍ୟାସ୍ତ ପୂର୍ବରୁ କରିବେ । ଏହାପରେ ରାତିରେ ଆପଣ ହାଲ୍କା ଜିନିଷ ର ସେବନ କରିପାରିବେ ଅର୍ଥାତ ସାଲାଡ ଭାବରେ ସବୁଜ ପାରିବା ର ସେବନ କରି ପାରିବେ ।

ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *