Health Tips- 80 ରୋଗର କାଳ ଅଟେ ଏହି ଜିନିଷ, ଆଣ୍ଠୁ ଗଣ୍ଠି ଯନ୍ତ୍ରଣା, କୋଲେଷ୍ଟ୍ରୋଲ, ହାର୍ଟ ଜନିତ ରୋଗ, ଫ୍ୟାଟି ଲିଭର କେବେ ବି ହେବ ନାହିଁ  

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଓମେଗା-3 ଫ୍ୟାଟି ଏସିଡ ରୁ ମିଳୁଥିବା ଜବରଦସ୍ତ ଫାଇଦା ସମ୍ପର୍କରେ । ଯାହା ଆପଣଙ୍କୁ ବହୁତ ପ୍ରକାର ରୋଗରୁ ମୁକ୍ତି ମଧ୍ୟ ଦେବ । ତେବେ ଆସନ୍ତୁ ଜାଣିବା ଓମେଗା-3 ଫ୍ୟାଟି ଏସିଡ ଆପଣଙ୍କୁ କେଉଁଥିରୁ ସହଜରେ ମିଳି ଯାଇଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଓମେଗା-3 ଫ୍ୟାଟି  ଏସିଡ ଆମକୁ କେଉଁ ରୋଗରୁ ବଞ୍ଚାଇ ଥାଏ ଏବଂ ଆମକୁ କିଭଳି ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ ।

ଓମେଗା-3 ଫ୍ୟାଟି ଏସିଡ ଏକ ପ୍ରକାର ଫ୍ୟାଟ ଅଟେ । ଏହାକୁ ଆମ ଶରୀର ଆପେ ଆପେ ତିଆରି କରିପାରିନଥାଏ । କେବଳ ଡାଏଟ ମାଧ୍ୟମରେ ହିଁ ଏହାର କମିକୁ ପୁରା କରାଯାଇ ପାରିବ । ଆମ ଶରୀରରେ ସେଲ ମେମେବ୍ରେନ ବନାଇବା ପାଇଁ ଓମେଗା-3 ଫ୍ୟାଟି ଏସିଡର ପ୍ରମୁଖ ଭୂମିକା ରହିଛି । ଆମ ଶରୀରର ଶିର ପ୍ରଶିରା କାର୍ଯ୍ୟ କରିବା ପାଇଁ ଏବଂ ଆମ ମସ୍ତିସ୍କ କାର୍ଯ୍ୟକାରୀ ହେବା ପାଇଁ ଓମେଗା-3 ଫ୍ୟାଟି ଏସିଡର ଆବଶ୍ୟକତା ରହିଥାଏ ।

ଏହା ବ୍ଲଡ଼ ପ୍ରେସରକୁ ରେଗୁଲେଟ କରିଥାଏ । ବ୍ଲଡ଼ ପ୍ରେସରକୁ କମ ରଖିଥାଏ ବଢିବାକୁ ଦେଇନଥାଏ । ଓମେଗା-3 ଫ୍ୟାଟି ଆପଣଙ୍କ ଶରୀରରେ କିଛି ଖାସ କ୍ୟାନ୍ସରକୁ ମଧ୍ୟ ରୋକିବାର କାର୍ଯ୍ୟ କରିଥାଏ । ଏହା ପ୍ରୋଷ୍ଟେଟିକ କ୍ୟାନ୍ସର, ବ୍ରେଷ୍ଟ କ୍ୟାନ୍ସର ଏବଂ କୋଲୋନ କ୍ୟାନ୍ସରକୁ ରୋକିବାରେ ପ୍ରମୁଖ ଭୂମିକା ନେଇଥାଏ । ଏହା ଆପଣଙ୍କ ମସ୍ତିସ୍କକୁ ମଧ୍ୟ ସକ୍ରିୟ କରିଥାଏ । ଆପଣଙ୍କ ସ୍ମରଣ ଶକ୍ତିକୁ ବଢାଇଥାଏ । ଓମେଗା-3 ଫ୍ୟାଟି ଏସିଡ ଆପଣଙ୍କ ଶରୀରରେ ସୁଜନକୁ ମଧ୍ୟ କମ କରିବାର କାମ କରିଥାଏ ।

ଯେଉଁ ଲୋକମାନଙ୍କ ଜଏଣ୍ଟ ପେନ ରହିଛି, ଆଣ୍ଠୁ ଗଣ୍ଠି ଦୁର୍ବଳ ରହିଛି ସେମାନଙ୍କୁ ଓମେଗା-3 ଫ୍ୟାଟି ଏସିଡର ଆବଶ୍ୟକତା ରହିଛି । ଟୁନା ଏବଂ ସାଲମନ ମାଛରେ ଅଧିକ ମାତ୍ରାରେ ଓମେଗା-3 ଫ୍ୟାଟି ଏସିଡ ମିଳିଥାଏ । ଫ୍ଲାକ୍ସ ସିଡ, ଅଖ୍ରୋଟ କିମ୍ବା ସୂର୍ଯ୍ୟମୁଖ୍ୟ ତେଲ, ସିୟା ସିଡ ମାଧ୍ୟମରେ ଆପଣ ଏହାକୁ ନେଇପାରିବେ ।

ସବୁଠାରୁ ଅଧିକ ଫ୍ୟାଟି ଏସିଡ ଆପଣଙ୍କୁ ମାଛର ଚର୍ବିରୁ ହିଁ ମିଳିଥାଏ । କିନ୍ତୁ ସବୁବେଳେ ସବୁଜାଗାରେ ତ ମାଛ ସହଜରେ ମିଳିନଥାଏ । ତେଣୁ ଏଥିପାଇଁ ଆପଣଙ୍କୁ କୌଣସି ଭଲ ଓମେଗା-3 ଫ୍ୟାଟି ଏସିଡ ବାଲା ଫିସ ଅଏଲ ସପ୍ଲିମେଣ୍ଟର ବ୍ୟବହାର କରିବା ଉଚିତ ।

ଆପଣ ଏଥିପାଇଁ NVEDA OMEGA  3 FISH OIL ସପ୍ଲିମେଣ୍ଟ ନେବା ସବୁଠାରୁ ଅଧିକ ଲାଭକାରୀ ରହିବ । ଏହା ଆପଣଙ୍କ ହାର୍ଟର ସ୍ୱାସ୍ଥ୍ୟକୁ ସୁସ୍ଥ ରଖିଥାଏ ।ଏହାସହିତ ଆପଣଙ୍କୁ ସେହି ସମସ୍ତ ସମସ୍ୟା ରୁ ମୁକ୍ତି ଦେଇଥାଏ ଯାହା ଓମେଗା-3 ଫ୍ୟାଟି ଏସିଡ ଅଭାବରୁ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *