କେତେ ବି ପୁରୁଣା ମୋଟାପା ହେଉ ପଛେ, Belly Fat, ଅଣ୍ଟା ଓ ଜଙ୍ଘ ର ଚର୍ବି ମାତ୍ର ୧ ସପ୍ତାହରେ ଲହୁଣୀ ପରି ତରଳି ଯିବ, କେବଳ କରନ୍ତୁ ଏହି ଉପାୟ- Health Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ମୋଟାପଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମଣିଷ ଶରୀରରେ ଚର୍ବି ବଢି ଗଲେ କେତେକ ରୋଗ ହେବା ସହିତ ଶରୀର ଅସୁନ୍ଦର ନଜର ଆସିଥାଏ ।

ତେଣୁ ମୋଟାପଣର ସମସ୍ୟାକୁ କମ କରିବା ପାଇଁ ଲୋକମାନେ ବହୁତ କିଛି ଉପାୟ କରିଥାନ୍ତି ହେଲେ ଏମିତି ବହୁତ କମ ଲୋକଙ୍କୁ ଏହାର ଲାଭ ମିଳିଥାଏ । ଯଦି ବନ୍ଧୁଗଣ ଆପଣ ମାନେ ମୋଟାପଣର ଶିକାର ହୋଇଛନ୍ତି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

କାରଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରିବା ପରେ ଆପଣଙ୍କ ମୋଟାପଣ ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଯଦି ବନ୍ଧୁଗଣ ଆପଣ ମାନଙ୍କୁ ମୋଟାପଣର ବିଶେଷ ସମସ୍ୟା ରହିଛି ତା ହେଲେ ଆପଣଙ୍କୁ ଅଧିକ ରୁ ଅଧିକ ପାଣି ପିଇବା ଉଚିତ । ହେଲେ କେତେକ ଲୋକ ପାଣି ପିଇବାର ସଠିକ ନିୟମ ବିଷୟରେ ଜାଣି ନାହାନ୍ତି । ବନ୍ଧୁଗଣ ଆପଣ ମାନେ ସବୁବେଳେ ବସିକି ପାଣି ପିଇବା ଉଚିତ କେବେହେଲେ ଛିଡା ହୋଇ ପାଣି ପିଅନ୍ତୁ ନାହିଁ । ଛିଡା ହୋଇ ପାଣି ପିଇଲେ ଆପଣଙ୍କ କିଡ୍ନି ଉପରେ ଖରାପ ପ୍ରଭାବ ପଡିଥାଏ । ଏହା ସହିତ ବନ୍ଧୁଗଣ ପାଣିକୁ ଚାହା ପରି ଧୀରେ ଧୀରେ ପିଇବା ଉଚିତ । ଢଗ ଢଗ କରି ପଣି ପିଇଲେ ଆପଣଙ୍କ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡିପାରେ । ମୋଟାପଣକୁ କମାଇବା ପାଇଁ ଆପଣ ସବୁଦିନ ୪ ରୁ ୫ ଲିଟର ପାଣି ନିଶ୍ଚୟ ପିଅନ୍ତୁ ।

୨. ବନ୍ଧୁଗଣ ମୋଟାପଣ ସମସ୍ୟାକୁ କମାଇବା ପାଇଁ ଆପଣ ମାନେ ସବୁଦିନ ସଖାଳ ସମୟରେ ବାସୀ ମୁହଁରେ ପାଣି ପିଇବା ଉଚିତ । ବାସୀ ମୁହଁରେ ପାଣି ପିଇଲେ ଆମ ଶରୀରକୁ ବହୁତ ଅଧିକ ଲାଭ ମିଳିଥାଏ । ଏହା ସହିତ ବନ୍ଧୁଗଣ ବାସୀ ମୁହଁରେ ଥିବା ଲାଳରେ ବହୁତ ଔଷଧୀୟ ତତ୍ଵ ରହିଥାଏ ଯାହା ଆମ ମୋଟାପଣ ସମସ୍ୟାକୁ ଦୂର କରିବା ସହିତ ଆମ ପେଟ ଜନିତ ସମସ୍ତ ସମସ୍ୟାକୁ ଦୂର କରିଥାଏ ।

୩. ବନ୍ଧୁଗଣ ଯଦି ଆପଣଙ୍କ ପାଖରେ କୌଣସି ତମ୍ବା ପାତ୍ର ଅଛି ତା ହେଲେ ଆପଣ ରାତ୍ରି ସମୟରେ ସେହି ତମ୍ବା ପାତ୍ରରେ ପାଣି ରଖନ୍ତୁ ଓ ସଖାଳ ସମୟରେ ସେହି ପାଣିର ସେବନ କରନ୍ତୁ । ଏହା ଆପଣଙ୍କ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ ଓ ଏହା ଆମ ଶରୀରର କେତେକ ମାରାତ୍ମକ ରୋଗକୁ ଦୂର କରିବାରେ ସହାୟକ କରିଥାଏ ।

୪. ଆପଣ ୫୦ ଗ୍ରାମ ଆଲସୀ, ୫୦ ଗ୍ରାମ ଜୀରା, ୫୦ ଗ୍ରାମ ଜୁଆଣୀ ଓ ୫୦ ଗ୍ରାମ ପାନ ମାଧୁରୀକୁ ଅଳ୍ପ ଭାଜି ଦିଅନ୍ତୁ । ଏହାପରେ ଏହି ସମସ୍ତ ଜିନିଷକୁ ପେଶୀ ଏକ କାଚ ଜାରରେ ରଖିଦିଅନ୍ତୁ । ବନ୍ଧୁଗଣ ସଖାଳ ସମୟର ଜଳଖିଆ ପୂର୍ବରୁ ଆପଣ ଏକ ଗ୍ଳାସ ଉଷୁମ ପାଣିରେ ଏକ ଚାମଚ ଏହହୀ ପାଉଡରକୁ ମିଶାଇ ଏହାର ସେବନ କରନ୍ତୁ । ଏହାର ସେବନ କରିବା ଦ୍ଵାରା ଆପଣଙ୍କ ମୋଟାପଣ ବହୁତ ଶୀଘ୍ର ଦୂର ହେବ ଓ ଏହା ସହିତ ଆପଣଙ୍କ ପେଟ ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ। ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି କିଛି ନୂଆ ନୂଆ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିଦେବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *