ନିଜ ସ୍ୱାମୀଙ୍କୁ ସବୁଠୁ ଅଧିକ ଖୁସିରେ ରଖିଥାନ୍ତି ଏହି 2 ଟି ନାମର ଝିଅ- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ର ଜୀବନ ରେ ବିବାହ ର ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଥାଏ । ପ୍ରତ୍ୟେକ ବ୍ୟକ୍ତି ଜଣେ ଏଭଳି ଜୀବନସାଥୀ ର କାମନା କରିଥାଏ ଯିଏ ତାଙ୍କୁ ନିଜ ଠାରୁ ଅଧିକ ଭଲ ପାଉଥିବ ।

ତାଙ୍କର ସର୍ବଦା ଯତ୍ନ ନେଉଥିବ ଏବଂ ଜୀବନ ର ସମସ୍ତ ପରିସ୍ଥିତି ରେ ତାଙ୍କର ସାଥ ଦେଉଥିବ । କିନ୍ତୁ ସମ୍ପର୍କ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବିଶ୍ୱାସ । ଯେଉଁ ସମ୍ପର୍କରେ ବିଶ୍ୱାସ ନଥାଏ ସେହି ସମ୍ପର୍କ କେବେବି ତିଷ୍ଠି ନଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୨ଟି ନାମ ଥିବା ଝିଅ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଅତ୍ୟନ୍ତ ବିଶ୍ୱସ୍ତ ଅଟନ୍ତି ଏବଂ ସେମାନେ ନିଜ ପତି ଙ୍କୁ ବହୁତ ଭଲ ପାଆନ୍ତି ଓ ସର୍ବଦା ନିଜ ପତି ଙ୍କୁ ଖୁସି ରେ ରଖନ୍ତି । କେବଳ ଭାଗ୍ୟବାନ ବ୍ୟକ୍ତି ଙ୍କୁ ହିଁ ଏହି ନାମର ଝିଅ ମିଳିଥାନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି, ‘A’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ଅତ୍ୟନ୍ତ ସରଳ ଓ ନିରୀହ ସ୍ୱଭାବ ର ହୋଇଥାନ୍ତି । ଏହି ନାମର ଝିଅ ସର୍ବଦା ନିଜ କାମ ଉପରେ ଗୁରୁତ୍ୱ ପ୍ରଦାନ କରନ୍ତି । ଏମାନଙ୍କ ପାଇଁ ନିଜର କାର୍ଯ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏମାନେ ନିଜର କାର୍ଯ୍ୟ ଭଳି ସମ୍ପର୍କ କୁ ମଧ୍ୟ ଅଧିକ ମହତ୍ତ୍ଵ ପ୍ରଦାନ କରିଥାନ୍ତି । ଏମାନଙ୍କ ଜୀବନ ରେ ସମ୍ପର୍କ ର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ରହିଥାଏ ।

ଏହି ନାମର ଝିଅ ନିଜ ପତି ଙ୍କୁ ବହୁତ ଭଲ ପାଆନ୍ତି ଏବଂ ସର୍ବଦା ତାଙ୍କର ଯତ୍ନ ନିଅନ୍ତି । ଏହା ସହିତ ଏମାନେ ନିଜ ସମ୍ପର୍କ କୁ ନେଇ ବହୁତ ଇମାନଦାର ଅଟନ୍ତି । ନିଜ ପତି ଙ୍କ ପ୍ରତି ଏମାନଙ୍କ ଭଲ ପାଇବା ସତ ଏବଂ ପବିତ୍ର ହୋଇଥାଏ । ଏହି ନାମର ଝିଅ ମାନେ ନିଜ ସମ୍ପର୍କ ପ୍ରତି ସର୍ବଦା ସଜାଗ ରୁହନ୍ତି । ଏମାନେ ନିଜର ପତି ଓ ପରିବାର ଉଭୟ ଙ୍କ ଯତ୍ନ ସଠିକ ଭାବରେ ନେଇଥାନ୍ତି । ଏମାନେ ଅନ୍ୟ ମାନଙ୍କ ପ୍ରତି ନିଜର ସମ୍ପର୍କ କୁ ଖୁବ ସୁନ୍ଦର ଭାବରେ ତୁଲାଇଥାନ୍ତି । ଏମାନେ ନିଜର ପତ୍ନୀବ୍ରତା ଧର୍ମ କୁ ସର୍ବଦା ପାଳନ କରିଥାନ୍ତି ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, ‘S’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ବହୁତ ରୋମାଣ୍ଟିକ ସ୍ୱଭାବ ର ହୋଇଥାନ୍ତି । ଏହି ନାମର ଝିଅ ମାନେ ନିଜ ପତି ଙ୍କୁ ବହୁତ ଭଲ ପାଆନ୍ତି । ଏମାନେ କେବେବି ଅନ୍ୟ ର ଖରାପ ଚିନ୍ତା କରନ୍ତି ନାହିଁ ଅଥବା କେବେବି ଅନ୍ୟ ଙ୍କୁ ଖରାପ କୁହନ୍ତି ନାହିଁ । ଏହି ନାମର ଝିଅ ଅତ୍ୟନ୍ତ ଶାନ୍ତ ସ୍ୱଭାବ ର ଅଟନ୍ତି । ଏମାନେ ଅତ୍ୟନ୍ତ ବିଶ୍ଵାସନୀୟ ଅଟନ୍ତି ଏବଂ କେବେବି ନିଜ ପାର୍ଟନର ଙ୍କୁ ଧୋକା ଦିଅନ୍ତି ନାହିଁ ।

ଏହି ନାମର ଝିଅ ମାନେ ଭଲ ପାଇବାର ସମ୍ପର୍କ କୁ ଅତ୍ୟନ୍ତ ବୁଦ୍ଧିମାନ ର ସହିତ ତୁଲାଇଥାନ୍ତି । ଏହି ନାମର ଝିଅ ମାନେ ସର୍ବଦା ନିଜର ପତି ଙ୍କ ଖୁସି କୁ ପ୍ରଥମ ପ୍ରାଥମିକତା ପ୍ରଦାନ କରିଥାନ୍ତି । ଏହି ନାମର ଝିଅ ଜିଦ୍ଦି ସ୍ୱଭାବ ର ହେବା ସତ୍ତ୍ୱେ ନିଜର ପତି ଓ ପରିବାର ଙ୍କ ଧ୍ୟାନ ରଖନ୍ତି । ଏହି ନାମର ଝିଅ ମାନେ ଏକ ପରଫେକ୍ଟ ଜୀବନସାଥୀ ବନିଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *