Jyotish Shastra- ସାରା ଜୀବନ ଦୁଃଖରେ ରୁହନ୍ତି ଏହି 3 ନାମର ଝିଅ

ଦୁନିଆ ହେଉଛି ଏକ ରଙ୍ଗ ମଞ୍ଚ ଯେଉଁଠି ସୁଖ ଓ ଦୁଃଖ ର ଆଗମନ ଓ ପ୍ରସ୍ଥାନ ହୋଇଥାଏ । ସୁଖ ଓ ଦୁଃଖ ର କେବେ ବି ସ୍ଥାୟୀ  ଅସ୍ତିତ୍ୱ ନ ଥାଏ । ପ୍ରତ୍ୟେକ ମଣିଷ ଜୀବନରେ ସୁଖ ଓ ଦୁଃଖ ଛାଇ ପରି ରହିଥାଏ । କୌଣସି ବ୍ୟକ୍ତି ର ଜୀବନରେ ସର୍ବଦା ଦୁଃଖ ବା ସୁଖ ରହି ନଥାଏ ।

ଯେତେ ଧନୀ ବା ଯେତେ ପଇସା ଥିବା ବ୍ୟକ୍ତି ହୋଇଥିଲେ ମଧ୍ୟ କିଛି ନା କିଛି କାରଣ ବଶତଃ ସେମାନଙ୍କ ଜୀବନରେ ଦୁଃଖ ରହିଥାଏ । ଆମ ପାରିପାର୍ଶ୍ବି ରେ ଅନେକ ପ୍ରକାର ର ଲୋକମାନେ ବାସ କରନ୍ତି । ପ୍ରତ୍ୟେକଙ୍କ ଜୀବନରେ ସୁଖ ଓ ଦୁଃଖ ଲାଗିରହିଥାଏ। କିଛି ଲୋକମାନ ଙ୍କ ପାଖରେ ଧନ ଥାଇ ମଧ୍ୟ ରୋଗ, ପ୍ରେମ, ପାରିବାରିକ ସମ୍ପର୍କ, ଆଦିକୁ ନେଇ ସେହି ବ୍ୟକ୍ତି ଦୁଃଖ ରେ ରହିଥାଏ ।

ଯେଉଁ ମାନେ ଦରିଦ୍ର ସେମାନେ ନିଜ ଦାରିଦ୍ରତା କୁ ନେଇ ଚିନ୍ତା ରେ ଦୁଃଖ ରେ ରୁହନ୍ତି । ତେବେ ସମସ୍ତ ଙ୍କ ଜୀବନରେ ଦୁଃଖ ଓ ସୁଖ ଲାଗି ରହିଥାଏ । ତେବେ ଆମେ ଜାଣିଚୁ ଯେ ବ୍ୟକ୍ତି ର ନାମ ର ପ୍ରଥମ ଅକ୍ଷର ଦ୍ୱାରା ବ୍ୟକ୍ତି ର ସ୍ଵଭାଵ, ବ୍ୟକ୍ତିତ୍ୱ , ଓ ଆଗାମୀ ଦିନ ସମ୍ପର୍କ ରେ ଜାଣିହୁଏ । ତେବେ ଏହିପରି ତିନୋଟି ନାମ ର ବ୍ୟକ୍ତି ଅଛନ୍ତି ଯେଉଁ ମାନେ ସର୍ବଦା ଦୁଃଖି ରୁହନ୍ତି । ଏମାନଙ୍କୁ ଏମାନଙ୍କ ପ୍ରକୃତ ପ୍ରେମ କେବେବି ମିଳି ନ ଥାଏ ।

ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଅକ୍ଷର ବ୍ୟକ୍ତି ମାନେ ଏହି ଭାଗ୍ୟ ର ଥାନ୍ତି। ପ୍ରଥମ ଅକ୍ଷର “B” । ଏହି ଅକ୍ଷର ର ବ୍ୟକ୍ତି ମାନେ ଅନ୍ୟ କୁ ଖୁସି କରିବା ପାଇଁ ନିଜ ଖୁସି କୁ ତ୍ୟାଗ କରି ଦିଅନ୍ତି । ଏମାନେ ମନରେ ସର୍ବଦା ନକରତ୍ମକ କଥା ହିଁ ଭାବନ୍ତି । ଏମାନେ କେବେବି ସକାରତ୍ମକ ଉର୍ଯା କୁ ଦେଖନ୍ତି ନାହିଁ । ଯାହା ଫଳ ରେ ଏମାନଙ୍କୁ ଏମାନଙ୍କ ପ୍ରକୃତ ପ୍ରେମ ମିଳି ନଥାଏ ।

ଦ୍ଵତୀୟ ଅକ୍ଷର “P” ଏହି ନାମ ର ବ୍ୟକ୍ତିମାନେ ଅନ୍ୟ ର ଖୁସି ରେ ବା ଅନ୍ୟର ଆନନ୍ଦ ରେ ନିଜର ଖୁସି ଖୋଜି ଥାନ୍ତି ଓ ଅନ୍ୟ ର ଆନନ୍ଦରେ ଆନନ୍ଦିତ ହୁଅନ୍ତି । ଏମାନେ ସବୁ କଥାରୁ ସର୍ବଦା ନକାରତ୍ମକ କଥା ଭାବେ ନିଅନ୍ତି ଯାହା ଫଳରେ ଏମାନଙ୍କ ପାର୍ଟନର ସହ ଏମାନଙ୍କର ମନ ମାଳୀନ ହୋଇଥାଏ ଓ ଏମାନର ନିଜ ର ପ୍ରକୃତ ପ୍ରେମ ହରାଇ ଥାନ୍ତି । ତୃତୀୟ ଅକ୍ଷର “S” ଏହି ନାମ ର ବ୍ୟକ୍ତି ମାନେ ଖୁବ ସରଳ ଓ ଏହି ସରଳତା ପାଇଁ ଏମାନେ ନିଜର ପ୍ରକୃତ ପ୍ରେମ କୁ କେବେବି ପାଇ ନଥାନ୍ତି ।

ଏମାନେ ସର୍ବଦା ଅନ୍ୟ କୁ ସାହାର୍ଯ୍ୟ ଓ ଖୁସି କରିବା ରେ ବ୍ୟସ୍ତ ରହି ଯାଇଥାନ୍ତି । ଏମାନଙ୍କ ର ଏହି ସରଳ ଗୁଣ ହିଁ ଏମାନଙ୍କ ଜୀବନ ରେ ପ୍ରକୃତ ପ୍ରେମ ନ ପାଇବାର ଦୁଃଖ ଆଣିଥାଏ । ଏହି ତିନୋଟି ଅକ୍ଷର ର ବ୍ୟକ୍ତି ମାନଙ୍କ ପାଖରେ ସବୁଥାଇ ମଧ୍ୟ ଏମାନେ ସର୍ବଦା ନଜ ଜୀବନରେ ଦୁଃଖି ରହି ଥାଆନ୍ତି କାରଣ ଏମାନେ ନିଜ ପ୍ରକୃତ ପ୍ରେମ କୁ କେବେବି ପାଇ ପାରନ୍ତି ନାହିଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *