Vastu Shastra- ସକାଳୁ ସକାଳୁ ସ୍ତ୍ରୀ ମାନେ ସ୍ବାମୀଙ୍କ ସହ କରନ୍ତୁ ଏହି କାମ, ଘର ଧନ ଦୌଲତରେ ପୁରି ରହିବ, ଖୁବ ଶୀଘ୍ର ହେଇଯିବେ ଧନବାନ

ଚାଣକ୍ୟ ହେଉଛନ୍ତି ଜେନ ମହାନ ପଣ୍ଡିତ । ସେ ନିଜ ଗ୍ରନ୍ଥରେ କିଛି ନା କିଛି ଲେଖି ଯାଇ ଛନ୍ତି ଯାହା ଆମକୁ ଆଗକୁ ନେଇ ଏକ ରାସ୍ତା ଦେଖାଇ ବା ରେ ସାହାଜ୍ଯ କରିବ ତାଙ୍କ ଅନୁସାରେ କହିବା ପାଇଁ ଗଲେ କିଛି ଏଭଳି କାମ ଅଛି ଯାହାକୁ କରିବା ନିହାତି ଆବଶ୍ୟକ ଅଟେ ।

ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ କି ଆପଣ କଣ କରିବେ କିଭଳି ଜଣାବେ । କଣ କଣ କରିବା ଶୁଭ ଅଟେ ଆସନ୍ତୁ ଜାଣିବା । ପ୍ରଥମେ ହେଉଛି ମହିଳା ମାନେ ସକାଳୁ ଜଲ୍ଦି ଉଠିବା କଥା । ସକାଳୁ ଜଲ୍ଦି ଉଠିବା ଦ୍ଵାରା ଆମେ ଭଲ ସ୍ୱାସ୍ଥ୍ୟ ପାଇ ଥାଉ । ଯଦି ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଯିବା ତାହେଲେ ଆମେ ଜାଣି ପାରିବା କି ମହିଳା ମାନେ ସକାଳୁ ଉଠି ଗାଧୋଇବା ପରେ ହିନ ରୋଷେଇ ଘରେ ପ୍ରବେଶ କରିବା ଉଚ୍ଚିତ । ସକାଳୁ ଉଠିକି କିଛି ଲୋକଙ୍କୁ ଚାହା ପିବା ଅଭ୍ୟାଶ ଅଛି ।

ମାତ୍ର ଯଦି ଆପଣ ସକାଳୁ ଉଠି ଖାଲି ପେଟରେ ପ୍ରଥମେ ପାଣି ପିବେ ଏହା ଆପଣଙ୍କ ପାଇଁ ଭଲ ଅଟେ । ଆପଣ ଖୁବ ଫାଇଦା ପାଇ ପାରିବେ ଏହା ଦ୍ଵାରା ଆପଣଙ୍କ ପେଟର ସମସ୍ଯା ହେବନି । ଏହା ପରେ ସକାଳୁ ଉଠିକି ଆପଣ ଯଦି ନିଜ ସ୍ଵାମୀ ସହ ପ୍ରେମ କରିବେ । ଏହା ଆପଣଙ୍କ ସମ୍ପର୍କ କୁ ଭଲ ରଖିବ ଓ ଆପଣ ପରସ୍ପର ଖୁବ ଭଲ ରେ  ରହିବେ । ଏହା ପରେ ଚାଣକ୍ୟ କହିଛନ୍ତି କି କେଉଁ କାମ କରିବା ଦ୍ଵାରା ସ୍ତ୍ରୀ ଲୋକମାନେ ଘର ନଷ୍ଟ ହୋଇ  ଯାଇ ଥାଏ ।

ସ୍ତ୍ରୀ ଲୋକମାନେ କେବେ ଭି ଅହଂକାର କରିବା କଥା ନୁହେ ସେମାନେ କେବେ ଭି ସବୁ କଥାରେ ଚିଡିବା କଥା ନୁହେଁ । ସ୍ତ୍ରୀ ଲୋକମାନେ କେବେ ସବୁ ବେଳେ ଶିକ୍ଷିତ ହେବା ଆବଶ୍ୟକ ଅଟେ । ସେମାନେ କେବେ ଭି ଲୋଭୀ ହେବା ଉଚ୍ଚିତ ନୁହେଁ କାରଣ ହେଉଛି କି ଏହା ଦ୍ଵାରା ସବୁ କିଛି ନଷ୍ଟ ହୋଇ ଯାଇ ଥାଏ । ଆପଣ ଯାହାଭି କରିବେ ମନରେ ଶାନ୍ତି ନଥାଏ କେବେ ଭି । ଆପଣ ନିଜକୁ ଏସବୁ ଠାରୁ ଦୂରେଇଇ ରଖିବା ଆବଶ୍ୟକ ।

ଏବେ ଆସନ୍ତୁ ଜାଣିବା କି । ସ୍ତ୍ରୀ ଲୋକମାନେ ଅନେକ କିଛି ସାହି ଥାନ୍ତି ତାଙ୍କ ଜୀବନରେ । କୁହା ଯାଏ କି ଯେଉଁ ସ୍ତ୍ରୀ ନିଜ ଜୀବନର ସବୁ କିଛି କଷ୍ଟ କୁ ଭୁଲି କେବଳ ନିଜ ପାରିବାର କଥା ଚିନ୍ତା କରି ଥାଏ । ସେହି ଭଳି ସ୍ତ୍ରୀ ମାନଙ୍କ ପାଖେ ସବୁ ବେଳେ ମା ଲକ୍ଷ୍ମୀଙ୍କ ଦୟା ରହି ଥାଏ । ଯେଉଁ ମାନେ ପ୍ରକୃତ ଜୀବନରେ ସବୁ ବେଳେ ସମ୍ମାନ କରି ଥାନ୍ତି ସେମାନେ ନିଶ୍ଚିତ ଭାବେ ସବୁ ବେଳେ ଭଗବାନ ଙ୍କର ସାହାଜ୍ଯ ପାଇ ଥାନ୍ତି ।

କୁହା ଯାଏ କି ଯେଉଁ ମାନେ ମହିଳା ମାନଙ୍କ ପାଦ ଛୁଇଁ ଥାନ୍ତି ସେମାନେ ଖୁବ ଭାଗ୍ଯବାନ ହେବାକୁ ଯାଉଛନ୍ତି । ଆପଣ ନିଶ୍ଚିତ ଭାବେ ନିଜ ଆଖ ପାଖରେ ମହିଳା ମାନଙ୍କୁ ବିଭିନ୍ନ ରୂପରେ ଦେଖିବା ପାଇଁ ପାଇଥିବେ । ତେବେ ଆପଣ ନିଜ ଆଖ ପାଖର ମହିଳା ମାନଙ୍କୁ ନିଶ୍ଚିତ ଭାବେ ସମ୍ମାନ ଦିଅନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *