ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି Sanjay Dutt ଙ୍କ ଭଉଣୀ, ଆଖି ଲାଖିଯିବ ଥରେ ଦେଖିଲେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ‘ସଞ୍ଜୟ ଦତ୍ତ’ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତା ବଲିଉଡ ଇଣ୍ଡଷ୍ଟ୍ରୀ ଫିଲ୍ମ ର ଅଭିନେତା ସହିତ ନିର୍ମାତା ମଧ୍ୟ ଅଟନ୍ତି । ଦର୍ଶକ ମାନେ ଅଭିନେତା ସଞ୍ଜୟ ଦତ୍ତ ଙ୍କୁ ସ୍ନେହ ରେ ସଞ୍ଜୁ ବାବା ଏବଂ ମୁନ୍ନା ଭାଇ ବୋଲି ଡାକନ୍ତି । ଏହି ଅଭିନେତା ବଲିଉଡ ଇଣ୍ଡଷ୍ଟ୍ରୀ ରେ ସବୁପ୍ରକାର ଯଥା, ଆକ୍ସନ, କମେଡ଼ି, ରୋମାଣ୍ଟିକ ଭଳି ଫିଲ୍ମ ରେ ଅଭିନୟ କରି ସାରିଛନ୍ତି ।

ଏହି ଅଭିନେତା ଜଣକ ରାଜନୀତି କ୍ଷେତ୍ରରେ ମଧ୍ୟ ପାଦ ରଖିଥିଲେ । ଅଭିନେତା ସଞ୍ଜୟ ଦତ୍ତ ସମସ୍ତ ଶୈଳୀ ର ଫିଲ୍ମ ରେ ନିଜର ଦମଦାର ଅଭିନୟ ର ପରିଦର୍ଶନ କରି ଦର୍ଶକ ମାନଙ୍କୁ ମୋହିତ କରିଛନ୍ତି । ଏହି ଅଭିନେତା ଙ୍କ ଅନ୍ଦାଜ ର ଦିୱାନା ବର୍ତ୍ତମାନ ପର୍ଯ୍ୟନ୍ତ ଅଛନ୍ତି ।

ଏହି ମହାନ ଅଭିନେତା ଙ୍କ ଜନ୍ମ ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ‘ସୁନୀଲ ଦତ୍ତ’ ଙ୍କ ଘରେ ହୋଇଥିଲା । ଏହି ଅଭିନେତା ୨୦୦୮ ମସିହାରେ ଗୋଆରେ ମାନ୍ୟତା ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଏହା ପୂର୍ବରୁ ସେ ଦୁଇ ଥର ବିବାହ ମଧ୍ୟ କରି ସାରିଥିଲେ । କିନ୍ତୁ ତାଙ୍କର ପ୍ରଥମ ସ୍ତ୍ରୀ ପରଲୋକ ଗମନ କରିବା ପରେ ଦ୍ଵିତୀୟ ସ୍ତ୍ରୀ ଙ୍କ ସହିତ ତାଙ୍କର ଛାଡ଼ପତ୍ର ହୋଇଯାଇ ଥିଲା । ପରେ ସେ ‘ମାନ୍ୟତା ଦତ୍ତ’ ଙ୍କୁ ବିବାହ କରିଥିଲେ ।

ଏହି ଅଭିନେତା ଜଣଙ୍କୁ ଫିଲ୍ମ ‘ରେସମା’ ଏବଂ ‘ସେରା’ ରେ ବାଲ୍ୟ କଳାକାର ରୂପରେ ଦେଖିବାକୁ ମିଳିଥିଲା । କିନ୍ତୁ ସେ ନିଜ କ୍ୟାରିଅର ର ଆରମ୍ଭ ଫିଲ୍ମ ‘ରକି’ ରୁ କରିଥିଲେ । ଏହି ଫିଲ୍ମ ସୁପରହିଟ ସାବ୍ୟସ୍ତ ହୋଇଥିଲା । ଏହାପରେ ସେ ବହୁତ ଫିଲ୍ମ ରେ ଅଭିନୟ କରିଥିଲେ । ଫିଲ୍ମ ‘ଖଳନାୟକ’ ରେ ତାଙ୍କର ‘ବଲ୍ଲୁ’ ନାମକ ଚରିତ୍ର ଦର୍ଶକ ମାନେ ଖୁବ ପସନ୍ଦ କରିଥିଲେ । ଫିଲ୍ମ ‘ବାସ୍ତବ’ ରେ ତାଙ୍କ ଅଭିନୟ ବେଶ ଲୋକପ୍ରିୟତା ହାସଲ କରିଥିଲା ଏବଂ ଏହି ଫିଲ୍ମ ପାଇଁ ତାଙ୍କୁ ବେଷ୍ଟ ଆକ୍ଟର ର ପୁରସ୍କାର ମଧ୍ୟ ମିଳିଥିଲା ।

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ପ୍ରସିଦ୍ଧ ଅଭିନେତା ‘ସଞ୍ଜୟ ଦତ୍ତ’ ଙ୍କ ଦୁଇ ଭଉଣୀ ଙ୍କ ସମ୍ବନ୍ଧରେ । ସଞ୍ଜୟ ଦତ୍ତ ଙ୍କ ସାନ ଭଉଣୀ ଙ୍କ ନାଁ ‘ନମ୍ରତା ଦତ୍ତ’ ଅଟେ । ନମ୍ରତା ଦତ୍ତ ଦେଖିବାକୁ ବହୁତ ସୁନ୍ଦର ଏବଂ ସେ ସଞ୍ଜୟ ଦତ୍ତ ଙ୍କ ସ୍ନେହୀ ଭଉଣୀ ଅଟନ୍ତି । ସଞ୍ଜୟ ନିଜ ଭଉଣୀ ଙ୍କ ବିବାହ ଅଭିନେତା ‘କୁମାର ଗୌରବ’ ଙ୍କ ସହିତ କରାଇଛନ୍ତି । ଯିଏ ବଲିଉଡ ଅଭିନେତା ‘ରାଜେନ୍ଦ୍ର କୁମାର’ ଙ୍କ ପୁତ୍ର ଅଟନ୍ତି ।

ଅଭିନେତା ସଞ୍ଜୟ ଦତ୍ତ ଙ୍କ ବଡ଼ ଭଉଣୀ ଙ୍କ ନାଁ ‘ପ୍ରିୟା ଦତ୍ତ’ ଅଟେ । ପ୍ରିୟା ଦତ୍ତ ଜଣେ ରାଜନୀତିଜ୍ଞ ଅଟନ୍ତି ଏବଂ ସେ ଭାରତର ଜଣେ ନାମିଦାମୀ ହସ୍ତୀ ମଧ୍ୟ ଅଟନ୍ତି । ଅଭିନେତା ସଞ୍ଜୟ ଦତ୍ତ ଙ୍କ ବଡ଼ ଭଉଣୀ ପ୍ରିୟା ଦତ୍ତ ସମାଜ ସେବୀକା ଅଟନ୍ତି ଏବଂ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ବ ଅଟନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *