Gk Questions- କେଉଁ ପ୍ରାଣୀ ଠିଆ ହୋଇ ଶୋଇଥାଏ ? ୯୯% ଲୋକ ଫେଲ

୧୦ ଟି ମଜାଦାର ଓ ଚତୁର ପ୍ରଶ୍ନ, ଜାଣନ୍ତୁ ଏହାର ଉତ୍ତର । ଆଜି ଆପଣ ମାନଙ୍କ ପାଇଁ ରହିଛି ୧୦ ଟି ମଜାଦାର ପ୍ରଶ୍ନ ଓ ତାର ଉତ୍ତର । ଆଶା କରୁଛୁ ଏହା ଆପଣଙ୍କୁ ବହୁତ ଭଲ ଲାଗିବ । ଭବିଷ୍ୟତ ରେ ଏହା ଆପଣ ଙ୍କୁ ବହୁତ ସାହାଯ୍ୟ କରିବ, ଓ ଲାଭଦାୟକ ହେବ । ଏହି ପ୍ରଶ୍ନ ଗୁଡିକ ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଥାଏ । ଏହି ପ୍ରଶ୍ନ ହଠାତ ଆମକୁ କିଏ ବି ପଚାରି ଦେଇ ପାରେ ।

ଆଜି କାଲି ଇଣ୍ଟରର୍ଭିଉ ରେ ତା ଏହି ପରି ପ୍ରଶ୍ନ ଆସିବା ତ ସ୍ୱାଭାବିକ । ଏହି ପ୍ରଶ୍ନ ମଧ୍ୟ ଆମ ପ୍ରବେସିକା ପରିକ୍ଷା ରେ ପଚାରାଯାଏ । ଆହୁରି ମଧ୍ୟ କିଛି ଲୋକ ହଠାତ ଆମକୁ ଏହିପରି ପ୍ରଶ୍ନ କରିଥାନ୍ତି । ଯାହାର ଉତ୍ତର ଦେବାରେ ଆମେ ଅସମର୍ଥ ହୋଇଥାଉ । ଏହା ଦ୍ଵାରା ଆମର ବୁଦ୍ଧି ର ପରୀକ୍ଷା କରାଯାଏ । ତ ଫ୍ରେଣ୍ଡସ ଆସନ୍ତୁ ଜାଣିବା କିଛି ଏମିତି ରୋଚକ ପ୍ରଶ୍ନ ଓ ତାର ଉତ୍ତର । ଆଉ ନିଜର ଜ୍ଞାନ ର ପରିସର କୁ ଟିକେ ବୃଦ୍ଧି କରିବା ।

ପ୍ରଥମ ପ୍ରଶ୍ନ

ପ୍ରଶ୍ନ୧.ତାହା କେଉଁ ଜିନିଷ ଯାହା ପାଣି ରେ ମଧ୍ୟ ଓଦା ହୋଇ ନଥାଏ?

ଉତ୍ତର-ଛାଇ

ପରବର୍ତ୍ତୀ ପ୍ରଶ୍ନ

ପ୍ରଶ୍ନ୨.ସବୁ କିଛି ଲେଖା ହୋଇଛି କିନ୍ତୁ କେହି ତାକୁ ପଢି ପାରୁ ନାହାନ୍ତି ତାହା କଣ?

ଉତ୍ତର-ଭାଗ୍ୟ

ପରବର୍ତ୍ତୀ ପ୍ରଶ୍ନ

ପ୍ରଶ୍ନ୩.ସେ କିଏ ଯିଏ ନିଦ ରେ ମଧ୍ୟ ଛିଡା ହୋଇଥାଏ? କେଉଁ ପ୍ରାଣୀ ଛିଡ଼ା ହୋଇ ସୋଇଥାଏ ?

ଉତ୍ତର-ଘୋଡା

ପରବର୍ତ୍ତୀ ପ୍ରଶ୍ନ

ପ୍ରଶ୍ନ୪.ତାହା କଣ ଯାହାକୁ ଆପଣ କେଉଁଠି ନା କେଉଁଠି ଛାଡି ଦେଇଥାନ୍ତି, ହେଲେ ସେ ଆପଣଙ୍କ ପାଖରେ ରହିଥାଏ?

ଉତ୍ତର-ଟିପ ଚିହ୍ନ

ପରବର୍ତ୍ତୀ ପ୍ରଶ୍ନ

ପ୍ରଶ୍ନ୫.ୟା ହାତ ରୁ ତା ହାତ ହୁଏ ସେ, ସେ ବହୁତ ଯାହା ହାତରେ ରାହୁଲ ସେ ମଜଭୁତ, ତାହା କଣ?

ଉତ୍ତର-ଟଙ୍କା

ପରବର୍ତ୍ତୀ ପ୍ରଶ୍ନ

ପ୍ରଶ୍ନ୬.ତାହା କଣ ଯାହା ପରିଷ୍କାର ଥିଲେ କଳା ଓ ଅପରିଷ୍କାର ଥିଲେ ତାହା ଧଳା ଦେଖା ଯାଏ?

ଉତ୍ତର-କଲା ପଟା

ପରବର୍ତ୍ତୀ ପ୍ରଶ୍ନ

ପ୍ରଶ୍ନ୭.ତାହା କଣ ଯାହା ଅନ୍ୟ କୁ ଦେଲେ ମଧ୍ୟ ନିଜେ ରଖିବାକୁ ପଡେ?

ଉତ୍ତର-ବଚନ

ପରବର୍ତ୍ତୀ ପ୍ରଶ୍ନ

ପ୍ରଶ୍ନ୮.କେଉଁ ଦେଶ ରେ ସ୍ୱାଧୀନତା ଦିବସ ପାଳନ କରାଯାଏ ନାହିଁ?

ଉତ୍ତର-ନେପାଳ

ପରବର୍ତ୍ତୀ ପ୍ରଶ୍ନ

ପ୍ରଶ୍ନ୯.ମୁଁ ସମସ୍ତଙ୍କ ଠାରେ ଅଛି କିନ୍ତୁ ମତେ କେହିଁ ପସନ୍ଦ କରନ୍ତି ନାହି?

ଉତ୍ତର-ଡର

ଶେଷ ପ୍ରଶ୍ନ

ପ୍ରଶ୍ନ୧୦.ତାହା କଣ ଯାହା ମେ ରେ ଅଛି କିନ୍ତୁ ଡିସେମ୍ବର ରେ ନାହିଁ, ନିଆଁ ରେ ଅଛି କିନ୍ତୁ ପାଣି ରେ ନାହିଁ?

ଉତ୍ତର-ଗରମ

ଏହା ଥିଲା ୧୦ ଟି ପ୍ରଶ୍ନ ଓ ତାର ଉତ୍ତର । ଆଶା କରୁଛୁ ଏହା ଆପଣଙ୍କୁ ବହୁତ ଭଲ ଲାଗିଥିବ । ଏହାକୁ ଅଧିକ ରୁ ଅଧିକ ସେୟାର କରନ୍ତୁ ଏବଂ ନିଜର ମତ ଦିଅନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *