ସକାଳୁ ସକାଳୁ ବାସି ରୁଟି ଖାଉଛନ୍ତି କି ? ଜଲ୍ଦି ଦେଖନ୍ତୁ …ଡାକ୍ତର ବି ହେଲେ ଆଶ୍ଚର୍ଯ୍ୟ- Health Tips

ଆମେ ସମସ୍ତେ ସୁସ୍ଥ ରହିବା ପାଇଁ ବହୁତ କିଛି ଚେଷ୍ଟା କରିଥାଉ । ସ୍ୱାସ୍ଥ୍ୟ ବନାଇବା ପାଇଁ ଆମେ ଜିମ ଯାଇଥାଉ, ଯୋଗ କରିଥାଉ । ବିଭିନ୍ନ ସବୁଜ ପରିବାର, ଫଳ ଆଦି ଖାଇ ଥାଉ । କିନ୍ତୁ ଆମ ଘରେ ବି ଏମିତି ଜିନିଷ ଅଛି ଯାହା ବିନା ପଇସାରେ ଆମକୁ ଏକ ସ୍ଵସ୍ଥ ଶରୀର ବନାଇ ଥାଏ ।

ଆମ ଭାରତରେ ରୁଟି ଓ ଭାତ କୁ ଖାଦ୍ୟ ରେ ବେଶୀ ପ୍ରାଧାନ୍ୟ ଦେଇଥାଉ। ତେବେ ଆଜି କାଲି ର ମନୁଷ୍ୟ ଙ୍କ ମଧ୍ୟ ରେ ମଧୁମେହ, ଗ୍ୟାଷ୍ଟିକ, ଉଚ୍ଚ ରକ୍ତଚାପ ଭଳି ରୋଗ ବେଶୀ ଦେଖିବାକୁ ମିଳୁଛି । ତେବେ ଏହି ସବୁ ପାଇଁ ଔଷଧ ମଧ୍ୟ ଖାଇଥାଉ, କିନ୍ତୁ ସର୍ବଦା ଔଷଧ ଖାଇବା ଶରୀର ପାଇଁ ଭଲ ନୁହେଁ । ତେଣୁ ଆମେ ଚେଷ୍ଟା କରିବା ଦରକାର କି କିପରି ଏହାକୁ ପ୍ରାକୁତିକ ଭାବେ କମେଇ ପାରିବା ।

ତେବେ ଆଜି ଆମେ ଜାଣିବା କିପରି ଆମ ରୋଷେଇ ଘରେ ବନୁଥିବା ଜିନିଷ ର ବ୍ୟବହାର କରି ଆମେ ଏହି ସବୁ ରୋଗ ର ମୁକ୍ତ ହେବା । ଆମ ସମସ୍ତଙ୍କ ଘରେ ରାତ୍ରି ସମୟରେ ରୁଟି ସାଧାରଣତଃ ବେଶୀ ଘରେ ବନାଯାଇ ଥାଏ । କିନ୍ତୁ ସେହି ରୁଟି ଯଦି ବଳିଯାଏ ସେହି ରୁଟି କୁ ଆମେ ବାସୀ ରୁଟି ଭାବି ଫିଙ୍ଗି ଦେଇଥାଉ, ଗାଈ କୁ ଦେଇ ଦେଇଥାଉ କିନ୍ତୁ ସେହି ବାସି ରୁଟି ଖାଇବା ଦ୍ୱାରା ଆମ ଶରୀର ସୁସ୍ଥ ରହି ଥାଏ ।

ବାସି ରୁଟି କୁ କ୍ଷୀର ରେ ଖାଇବା ଦ୍ୱାରା ନିମ୍ନୋକ୍ତ ଲାଭ ଆମ ଶରୀରକୁ ମିଳିଥାଏ । ପୁରାତନ ସମୟର ବ୍ୟକ୍ତିମାନେ ଆଗରୁ ବାସି ରୁଟି ଖାଉ ଥିଲେ ସେମାନେ ଏହା ଫଳ ରେ ସୁସ୍ଥ ରହୁଥିଲେ। । ଯେଉଁ ବ୍ୟକ୍ତି ମାନେ ମଧୁମେହ ରେ ପୀଡିତ ସେମାନେ ଏହା ଖାଇବା ଦ୍ୱାରା ଏହା ସେମାନଙ୍କ ର ସୁଗାର ର ସ୍ତରକୁ ନିୟନ୍ତ୍ରଣ କରିଥାଏ । ସେମାନେ ବାସି ରୁଟି କୁ ଗରମ ଖୀରରେ ପିଇବା ସେମାନଙ୍କ ପାଇଁ ଲାଭ ଦାୟକ ଅଟେ ।

ଯେଉଁମାନଙ୍କ ର ଉଚ୍ଚ ରକ୍ତଚାପ ଥାଏ ସେମାନେ ମଧ୍ୟ ବାସି ରୁଟି କୁ ଥଣ୍ଡା କ୍ଷୀରରେ ଖାଇବା ଦ୍ୱାରା ସେମାନଙ୍କ ଶରୀର ସୁସ୍ଥ ରହେ । ଯେଉଁବ୍ୟକ୍ତି ମାନଙ୍କର ଗ୍ୟାଷ୍ଟିକ ଅସୁବିଧା ଥାଏ କିମ୍ବା ପେଟ ସମ୍ଭନ୍ଧୀୟ ସମସ୍ୟା ଥାଏ ସେମାନେ ବାସି ରୁଟି କ୍ଷୀରରେ ଖାଇବା ଦ୍ୱାରା ଗ୍ୟାଷ୍ଟିକ ଦୂର ହୋଇଥାଏ । ଯେଉଁ ବ୍ୟକ୍ତିଙ୍କୁ ଜଲ୍ଦି ଥକ୍କା ପଣ ଆସିଥାଏ ବା ସେମାନେ ଦୁର୍ବଳ ହୋଇଥାନ୍ତି ସେମାନଙ୍କ ପାଇଁ ଏହି ବାସୀ ରୁଟି ଓ କ୍ଷୀର ପିଇବା ଉପାୟ ବହୁତ ଲାଭଦାୟକ ରହିବ ।

ବାସି ରୁଟି ରେ ଏପରି କିଛି ବ୍ୟକ୍ଟେରିଆ ଅଛି ଯାହା ଆମ ଶରୀର ପାଇଁ ବହୁତ ଭଲ ଓ ଲାଭ ଦାୟକ ଅଟେ । ତେଣୁ ଆପଣ ବାସି ର ରୁଟି ସେବନ କରନ୍ତୁ ଓ ସୁସ୍ଥ ରୁହନ୍ତୁ । କିନ୍ତୁ ବେଶୀ ଦିନ ର ରହିଥିବା ରୁଟି ବା ଜାଲି ପଡିଥିବା ରୁଟି ର ସେବନ କରିବେ ନାହିଁ । ଏହା ଶରୀର ପାଇଁ କ୍ଷତିକାରକ । ଆଜି ର ରୁଟି ଆପଣ କାଲି ଖାଇ ପାରିବେ । ତେଣୁ ବାସୀ ରୁଟି ଓ କ୍ଷୀର ର ସେବନ କରନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *