Jyotish Shastra- କଣ ଆପଣଙ୍କ ନାମ ବି “S” ରୁ ଆରମ୍ଭ ହେଉଛି ? ତ ନିଶ୍ଚୟ ପଢନ୍ତୁ ଏହି ଖବର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କୌଣସି ବ୍ୟକ୍ତି ର ସ୍ୱଭାବ କିପରି ହୋଇଥାଏ ତାହା ସେହି ବ୍ୟକ୍ତି ର ନାମର ପ୍ରଥମ ଅକ୍ଷରରୁ ଜଣା ପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଧ୍ୟ କୌଣସି ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ହିଁ ସେହି ବ୍ୟକ୍ତି ର ସ୍ୱଭାବ ସମ୍ବନ୍ଧରେ ଜଣାଇଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ‘S’ ନାମର ବ୍ୟକ୍ତି ଙ୍କ ସ୍ଵଭାବ ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ୧. ବନ୍ଧୁଗଣ ‘S’ ଅକ୍ଷର ରୁ ନାମ ଆରମ୍ଭ ହେଉଥିବା ବ୍ୟକ୍ତି ମାନେ ଅନ୍ୟ ମାନଙ୍କ ଠାରୁ ଭିନ୍ନ ହୋଇଥାନ୍ତି ଏବଂ ଏମାନଙ୍କୁ ନିଜ କାର୍ଯ୍ୟ ସମ୍ପୂର୍ଣ୍ଣ ଭିନ୍ନ ଢଙ୍ଗ ରେ କରିବା ପସନ୍ଦ ହୋଇଥାଏ । ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ।

୨. ଯେଉଁ ବ୍ୟକ୍ତି ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ବ୍ୟକ୍ତି ମାନେ ସର୍ବଦା ନିଜ ଚିନ୍ତାଧାରା କୁ ସ୍ପଷ୍ଟ ରୂପରେ କହିଥାନ୍ତି । ଏହି କାରଣରୁ ଏମାନଙ୍କୁ ଅନେକ ଆଲୋଚନା ର ସାମ୍ନା ମଧ୍ୟ କରିବାକୁ ପଡ଼ିଥାଏ ।

୩. ଏହି ନାମର ବ୍ୟକ୍ତି କେବେବି ଜ୍ଞାନ ଗ୍ରହଣ କରିବା ନିମନ୍ତେ କୁଣ୍ଠାବୋଧ କରନ୍ତି ନାହିଁ । ଏମାନଙ୍କୁ ଯେଉଁଠାରୁ ଓ ଯେଉଁ ବ୍ୟକ୍ତି ଠାରୁ ଜ୍ଞାନ ମିଳିଥାଏ ସେମାନେ ତାହା ଗ୍ରହଣ କରିଥାନ୍ତି ।

୪. ଏହି ନାମ ର ବ୍ୟକ୍ତି ଖୁବ ପ୍ରତିଭାଶାଳୀ ହୋଇଥାନ୍ତି । ଏମାନେ କେବେବି ନିଜ ଦୁଃଖ ଅନ୍ୟ ମାନଙ୍କୁ କୁହନ୍ତି ନାହିଁ । ଏମାନଙ୍କ ଭିତରେ କଣ ଚାଲିଛି ତାହା କେହି ମଧ୍ୟ ଜାଣି ପାରନ୍ତି ନାହିଁ । ଏମାନେ ନିଜ ମସ୍ତିଷ୍କ ବ୍ୟତୀତ ନିଜ ଆଖି, କାନ, ନାକ ସବୁ ଚଳାଇ ଥାଆନ୍ତି । ଏମାନଙ୍କୁ ଆଖପାଖ ରେ ଘଟୁଥିବା ସବୁ ଖବର ଜଣାଥାଏ ।

୫. ଯେଉଁ ବ୍ୟକ୍ତି ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ଜିନିଷ ଅନ୍ୟ ମାନଙ୍କୁ ଦେବା ପସନ୍ଦ କରନ୍ତି ନାହିଁ । କିନ୍ତୁ ଅସହାୟ ବ୍ୟକ୍ତି ଙ୍କୁ ସାହାଯ୍ୟ କରିବା ନିମନ୍ତେ ଏମାନେ କେବେବି ପଛଘୁଞ୍ଚା ଦିଅନ୍ତି ନାହିଁ ।

୬. ଏହି ବ୍ୟକ୍ତି ମାନେ ବହୁତ ସ୍ମାର୍ଟ ହୋଇଥାନ୍ତି । ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । କିନ୍ତୁ ଏମାନଙ୍କ ହୃଦୟ ଏମାନଙ୍କ ଠାରୁ ଅଧିକ ସୁନ୍ଦର ଓ ସ୍ୱଚ୍ଛ ହୋଇଥାଏ । ଏହି ନାମ ଥିବା ବ୍ୟକ୍ତି ହୃଦୟ ରୁ ବହୁତ ଭଲ ଥାଆନ୍ତି । କିନ୍ତୁ ଏମାନଙ୍କ ରାଗ ଓ ଜିଦ୍ଦି ସ୍ଵଭାବ ଏମାନଙ୍କୁ ଅନ୍ୟ ଆଗରେ ଖରାପ ବନାଇଥାଏ ।

୭. ଏହି ନାମର ବ୍ୟକ୍ତି ନିଜ କ୍ୟାରିଅର କୁ ନେଇ ବହୁତ ଚିନ୍ତା ରେ ରୁହନ୍ତି । କିନ୍ତୁ ଏମାନେ ଯେ କୌଣସି ଫିଲ୍ଡ ରେ ପାଦ ରଖନ୍ତି ସେଥିରେ ନିଶ୍ଚିତ ଭାବରେ ସଫଳତା ହାସଲ କରନ୍ତି ।

୮. ଏହି ଅକ୍ଷରରୁ ନାମ ଆରମ୍ଭ ହେଉଥିବା ବ୍ୟକ୍ତି ମାନେ ପ୍ରେମ ମାମଲାରେ ସ୍ୱାର୍ଥୀ ହୋଇଥାନ୍ତି । ଏମାନଙ୍କ ପାର୍ଟନର୍ ଙ୍କୁ ଅନ୍ୟ କେହି ଦେଖିବା ଦ୍ଵାରା ଏମାନେ ବରଦାସ୍ତ କରି ପାରନ୍ତି ନାହିଁ ଏବଂ ସେ ଚାହାନ୍ତି ତାଙ୍କ ପାର୍ଟନର୍ ସବୁବେଳେ ତାଙ୍କ ପାଖରେ ହିଁ ରହୁ । ଏହି କାରଣରୁ ଏମାନଙ୍କ ସ୍ଵଭାବ ସନ୍ଦେହଜନକ ପରି ଲାଗିଥାଏ । କିନ୍ତୁ ଏମାନେ କେବଳ ନିଜ ପ୍ରେମ କୁ ନିଜ ପାଖରେ ହିଁ ପାଇବାକୁ ଚାହାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *