ସକାଳୁ ଜଲ୍ଦି ଉଠିବାର 10 ଫାଇଦା ଶୁଣିଲେ ଡେରିରେ ଉଠିବା ହିଁ ଛାଡିଦେବେ…

ନମସ୍କାର ବନ୍ଧୁଗଣ, ସକାଳର ସମୟ ସବୁଠାରୁ ସ୍ଵାସ୍ଥକର ହୋଇଥାଏ ଏହା ଆପଣ ଶୁଣିଥିବେ । କିନ୍ତୁ ସକାଳ ସମୟରେ ଏଭଳି କଣ ଖାସ ରହିଛି ଏହା ଆପଣ ଭାବୁଥିବେ ନିଶ୍ଚୟ କାରଣ ଏହ ଶୁଣି ମୁଁ ମଧ୍ୟ ଭାବିଥିଲି । କି ସକାଳ ସମୟରେ ଆମକୁ ଏମିତି କେଉଁ ଶକ୍ତି ମିଳିଥାଏ ଯାହାର ଫାଇଦା ପାଇବା ଦ୍ଵାରା ଆମ ଜୀବନ ବଦଳି ଯାଇଥାଏ । ତେଣୁ ଆଉ ଡେରି ନକରି ଆସନ୍ତୁ ଜାଣିବା ସକାଳ ଭଳି ସୁନ୍ଦର, ଶାନ୍ତ ଏବଂ ସ୍ଵାସ୍ଥକର ପରିବେଶରେ କେଉଁ ତତ୍ଵ ରହିଛି ଯାହା ଆମ ଶରୀର ପାଇଁ ଉପଯୋଗୀ ଅଟେ ।

1- ଯେଉଁଲୋକମାନେ ସକାଳୁ ଶୀଘ୍ର ଉଠିଥାନ୍ତି ସେମାନଙ୍କ ମନରେ ଏହା ଭାବନା ଆସିଥାଏ କି ସେମାନେ ଶୋଇ ରହିଥିବା ଲୋକଙ୍କ ଠାରୁ ଉତ୍ତମ ଅଟନ୍ତି । ଯାହା ତାଙ୍କ ମନରେ ଆତ୍ମା ସମ୍ମାନ ବଢାଇ ଦେଇଥାଏ । 2- ଯେତେବେଳେ ଆପଣ ସକାଳୁ ଉଠି ଅନ୍ୟମାନଙ୍କ ଅପେକ୍ଷା ନିଜକୁ ଭଲ ଏବଂ ଉତ୍ତମ ଭାବନ୍ତି ସେତେବେଳେ ଆପଣ ନିଜକୁ ନିଜେ ଭଲ ପାଇବାକୁ ଲାଗନ୍ତି । ସେତେବେଳେ ଆପଣ ନିଜେ ନିଜକୁ ପସନ୍ଦ କରିବାକୁ ଲାଗନ୍ତି ।

3-  ଆପଣ ସକାଳୁ ଉଠିବା ପରେ ନିଜ ଭିତରେ ଏକ ଆଗ୍ରହ ଉତ୍ସାହ ଏବଂ ଆତ୍ମବିଶ୍ଵାସକୁ ଅନୁଭବ କରିଥାନ୍ତି । ସକାଳୁ ନିଦ ସାଙ୍ଗରେ ଲଢେଇ କରି ଶୀଘ୍ର ଉଠିବ ଏକ ଯୁଦ୍ଧ ଠାରୁ ମଧ୍ୟ କମ ନୁହେଁ । ଯେଉଁଲୋକ ଶୀଘ୍ର ଉଠିବାର ସଂଘର୍ଷ କରନ୍ତି ସେମାନେ ନିଜ ଉପରେ ବିଶ୍ଵାସକୁ ପାଇଥାନ୍ତି ।

4- ସକାଳୁ ଉଠୁଥିବା ବ୍ୟକ୍ତିଙ୍କ ମୁଣ୍ଡ ବହୁତ ଭଲରେ କାମ କରିଥାଏ । କାରଣ ସକାଳ ସମୟରେ ପ୍ରକୃତି ଶାନ୍ତ ରହିଥାଏ । ଏବଂ ବାତାବରଣ ମଧ୍ୟ ଶାନ୍ତ ରହିଥାଏ । ଏହି ଶାନ୍ତ ଊର୍ଜା ଯେତେବେଳେ ଆପଣଙ୍କ ଶରୀର ଏବଂ ମନ ଭିତରକୁ ଯାଇଥାଏ ସେତେବେଳେ ଆପଣଙ୍କ ମନ ମଧ୍ୟ ଶାନ୍ତ ରହିଥାଏ । ଆଉ ଆପଣଙ୍କ ଶରୀର ସୁସ୍ଥ ରହିଥାଏ ।

5- ଯେଉଁଲୋକ ସକାଳୁ ଶୀଘ୍ର ଉଠନ୍ତି ସେମାନେ ତାଙ୍କ  ବ୍ୟସ୍ତ ବହୁଳ ଜୀବନ  ଭିତରେ ଏହି ସମୟରେ ହିଁ ନିଜ ପରିବାର ଲୋଳଙ୍କୁ ସମୟ ଦେଇପାରନ୍ତି । ଯାହାକି ଶୋଇ ରହୁଥିବା ଲୋକମାନେ କରିପାରନ୍ତି ନାହିଁ । 6- ସକାଳୁ ଶୀଘ୍ର ଉଠୁଥିବା ଲୋକ ଦିନସାରା ସତେଜ ଏବଂ ଊର୍ଜାବାନ ରହିଥାନ୍ତି ବିଲକୁଲ ମଧ୍ୟ ଥକି ନଥାନ୍ତି । ଆଉ ତାଙ୍କର ସମସ୍ତ କାମ ସଠିକ ସମୟ ଅନୁଯାୟୀ ହୋଇଥାଏ । କିନ୍ତୁ ଡେରିରେ ଉଠୁଥିବା ମଣିଷ ଆଳସ୍ୟପୂର୍ଣ ରହିଥାଏ ଦିନସାରା ।

7- ସକାଳୁ ଶୀଘ୍ର ଉଠୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ସର୍ବଦା ଡେରିରେ ଉଠୁଥିବା ଲୋକଏନକେ ସ୍ୱାସ୍ଥ୍ୟ ଠାରୁ ଭଲ ରହିଥାଏ । ଯେଉଁ ଲୋକ ଶୀଘ୍ର ଉଠନ୍ତି ତାଙ୍କୁ ଭୋକ ବି ଶୀଘ୍ର ଲାଗିଥାଏ । ତେଣୁ ଟଙ୍କାର ଡାଏଟ ଠିକ ରହିଥାଏ । ଆଉ ସେମାନେ ସୁସ୍ଥ ରହିଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *