Health Tips- ସକାଳେ ବାସି ମୁହଁରେ ପାଣି ପିଇବା ଦ୍ବାରା ଶରୀରରେ କଣ ହୋଇଥାଏ ? 5 ଟି କଥା ଜାଣି ରଖନ୍ତୁ ସବୁବେଳେ ରହିବେ ସୁସ୍ଥ

ନମସ୍କାର ବନ୍ଧୁଗଣ , ଶରୀର ର ପାଇଁ ମଣିଷ ଅକ୍ଲାନ୍ତ ପରିଶ୍ରମ କରିଥାଏ । ଶରୀର ରେ କୋଣସି ଅସୁବିଧା ନ ରହୁ ଏଥିପାଇ କଣ ନ କରେ । ମଣିଷ କୁ ଦିନ କୁ ଆରମ୍ଭ କରିବା ପୂର୍ବରୁ କିଛି ନିୟମ ରଖି ଏବଂ ତାହାକୁ ପାଳନ କରି କରିବା ଉଚିତ୍ ହୋଇଥାଏ । ଆଜି ଆମେ ଜାଣିବା ଯେ ସକାଳେ ବସି ମୁହଁ ରେ ପାଣି ପିଇବା ଦ୍ଵାରା ଶରୀର ରେ କଣ ଲାଭ ହୋଇଥାଏ । ସକାଳୁ ଉଠିଲା ମାତ୍ରେ ପାଣି ପିଇବା ଦ୍ଵାରା ଏହା ଆମ ଜିଭ ରେ ଥିବା ଳାଳ କୁ ପେଟ ଭିତର କୁ ଫଟାଇ ଥାଏ ,

ଯାହା ଫଳ ରେ ଆମେ ଅନେକ ରୋଗ ରୁ ମୁକ୍ତି ପାଇଥାଉ । କାରଣ ଆମ ଜିଭ ରାତି ସମୟରେ ଯେଉଁ ଳାଳ ତିଆରି କରେ ତାହା ପେଟ ରେ ଏନ୍ଟି ସେପ୍ଟିକ ପରି କାମ କରିଥାଏ । ତେଣୁ ସକାଳ ସମୟରେ ବାସି ମୁହଁ ରେ ପାଣି ପିଇବା ଉଚିତ୍ ଅଟେ । ପାଣି ପିଇବା ଦ୍ଵାରା ଶରୀର ରେ ଅନେକ ପ୍ରକାରର ରୋଗ ଦୂର ହୋଇଯାଇଥାଏ ।

ଏହା ଛଡା ଶରୀରରେ ଅଧିକ ପରିମାଣରେ ପାଣି ରହିବା ଦ୍ଵାରା ଚର୍ମ ସମ୍ବନ୍ଧୀୟ ରୋଗ କମ୍ ଦେଖାଯାଇଥାଏ । ପାଣି ପିଇବା ଦ୍ଵାରା ଆମ ଶରୀର ବହୁତ ଲାଭ ପାଇଥାଏ ତାହା ଆପଣମାନେ ସମସ୍ତର ଜାଣିଥାନ୍ତି କାରଣ ଆମ ଶରୀର ବିନା ଖାଦ୍ୟ ରେ କିଛି ଦିନ ରହିପାରେ , ମାତ୍ର ବିନା ପାଣି ପିଇ ରହିପାରେ ନାହିଁ ଶରୀର ର 70% ଭାଗ ପାଣି ରହିଥାଏ । ତେଣୁ ବାସି ମୁହଁ ରେ ପାଣି ପିଇବା ଦ୍ଵାରା ମିଳୁଥିବା 5 ଟି ଉପକାରିତା ବିଷୟରେ ଆସନ୍ତୁ ଜାଣିବା ।

1 – ସକାଳୁ ବାସି ମୁହଁ ରେ ଦୁଇ ଗ୍ଳାସ ପାଣି ପିଇବା ଶରୀର ର ଅଙ୍ଗ active ରହିଥାଏ ଏବଂ ଆବର୍ଜନ ପରିସ୍ରା ବାଟେ ବାହାରିଯାଇଥାଏ । ଏହା ସହିତ ଆପଣଙ୍କ ମୁଖ କୁ ସୁନ୍ଦରତା ପ୍ରଦାନ କରିଥାଏ । 2- ଶୋଇଲା ପୂର୍ବରୁ ପାଣି ପିଇବା ଦ୍ଵାରା ହୃଦୟ ସମ୍ବନ୍ଧୀୟ ରୋଗ ଦୂର ରହିଥାଏ ଏବଂ ଆପଣଙ୍କ ଜିଭ ନରମ ରହିଥାଏ ।

3 – ଯେଉଁମାନଙ୍କ ର ଉଚ୍ଚ ରକ୍ତଚାପ ରୋଗ ରହିଥାଏ ତେବେ ସେମାନେ ଗାଧୋଇବା ପୂର୍ବରୁ ଏକ ଗ୍ଲାସ ପାଣି ପିଇବା ଦ୍ଵାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ରେ ରହିଥାଏ । 4 – ଜଳଖିଆ ଖାଇବା ପୂର୍ବରୁ ଏକ ଗ୍ଲାସ ପାଣି ପିଇବା ଦ୍ଵାରା ଆପଣ ଅଧିକ ଖାଦ୍ୟ ଗ୍ରହଣ କରିପାରନ୍ତି ନାହିଁ , ଯାହା ଦ୍ଵାରା ଆପଣ ଓଜନ ବୃଦ୍ଧି ହୋଇନଥାଏ ।

5 – ଯଦି ଆପଣ କୋଣସି ବିଷୟ କୁ ଚିନ୍ତିତ ଅଛନ୍ତି ତେବେ ଏକ ଗ୍ଲାସ ପାଣି ପିଇବା ଉଚିତ୍ ଆପଣ ଙ୍କ ଚିନ୍ତା କମିଥାଏ । ଏହା ଛଡା ଆପଣଙ୍କୁ ଦିନକୁ ଦୁଇ ରି ଚାରି ଲିଟର ପାଣି ପିଇବା ଉଚିତ୍ । ଏହା ଦ୍ଵାରା ଆପଣ ରୋଗ ଠାରୁ ବଞ୍ଚିତହୋଇଥାନ୍ତି । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *