ମହାଶିବରାତ୍ରି ବ୍ରତ ଭୁଲ ରେ ବି ଏହି 3 ଜଣ ମହିଳା କରନ୍ତୁ ନାହିଁ, ଲାଗିଥାଏ ଭୟଙ୍କର ଅଭିଶାପ, ଭୋଲେନାଥ ହୁଅନ୍ତି କ୍ରୋଧିତ- Shivratri Puja

ବନ୍ଧୁଗଣ ଏହି ବର୍ଷ ମହାଶିବରାତ୍ରି ୧୧ ମାର୍ଚ୍ଚରେ ପଡିବାକୁ ଯାଉଛି । ଏହି ଦିନରେ ସମସ୍ତ ଭକ୍ତ ମାନେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ କେତେକ ବ୍ରତ ଓ ପୂଜା ଅର୍ଚନା କରିଥାନ୍ତି ।

ଏହି ମହାଶିବରାତ୍ରି ଦିନ ଭଗବାନ ଶିବ ଓ ମା ପାର୍ବତୀଙ୍କର ବିବାହ ହୋଇଥିଲା । ତେଣୁ ବନ୍ଧୁଗଣ ଏହି ଦିନକୁ ଏକ ପବିତ୍ର ଦିନ କୁହାଯାଇଥାଏ ।

ଏହି ଦିନରେ ଯଦି କୌଣସି ଭକ୍ତ ଭଗବାନ ଶିବଙ୍କୁ ପ୍ରସନ୍ନ କରିଦିଏ ତା ହେଲେ ସେହି ଭକ୍ତର ସମସ୍ତ ମନୋସ୍କମନା ନିଶ୍ଚୟ ପୂରଣ ହୋଇଥାଏ । ହେଲେ ବନ୍ଧୁଗଣ ଏପରି କିଛି ମହିଳା ଓ ପୁରୁଷ ମାନେ ଅଛନ୍ତି ଯେଉଁ ମାନଙ୍କୁ ଏହି ମହାଶିବରାତ୍ରି ଦିନ ବ୍ରତ ରଖିବା ଉଚିତ ନୁହେଁ । ଶାସ୍ତ୍ର ଅନୁସାରେ ଯଦି ଏହି ପୁରୁଷ ଓ ମହିଳା ମାନେ ମହାଶିବରାତ୍ରି ବ୍ରତ କରିବେ ତା ହେଲେ ସେମାନେ ପାପର ଭାଗୀଦାର ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ପୁରୁଷ ଓ ମହିଳା ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ସ୍ଵାମୀ ସ୍ତ୍ରୀ ମାନଙ୍କୁ ମହାଶିବରାତ୍ରିରେ ବ୍ରତ ରଖିବା ନିହାତି ଆବଶ୍ୟକ । ବ୍ରତ ରଖିବା ଦ୍ଵାରା ସେମାନଙ୍କ ବୈବାହିକ ଜୀବନରେ ସୁଖ ସମୃଦ୍ଧି ଆସିଥାଏ ହେଲେ ବନ୍ଧୁଗଣ ଯଦି ଆପଣଙ୍କ ବିବାହ ହିନ୍ଦୁ ପରମ୍ପରା ଅନୁସାରେ ହୋଇନାହିଁ ତା ହେଲେ ଆପଣ ଏହି ବ୍ରତକୁ ରଖନ୍ତୁ ନାହିଁ । ଯଦି ଆପଣ କୋର୍ଟ ମ୍ୟାରେଜ କରିଛନ୍ତି ତା ହେଲେ ମଧ୍ୟ ଆପଣ ଏହି ବ୍ରତ ରଖିପାରିବେ ନାହିଁ । ଯଦି ଆପଣ ଏହି ବ୍ରତ ରଖିବେ ତା ହେଲେ ଆପଣ ପାପର ଭାଗୀଦାର ହେବେ ।

୨. ସାଧାରଣତଃ ଦୁଷ୍ଟ ବ୍ୟକ୍ତି ମାନେ ମହାଶିବରାତ୍ରି ଦିନ ବ୍ରତ ରଖିବା ଉଚିତ ନୁହେଁ । କାରଣ ଦୁ-ଷ୍ଟ ଲୋକ ମାନଙ୍କର ପୂଜା ଅର୍ଚନାଙ୍କୁ ଭଗବାନ ଶିବ ସ୍ଵୀକାର କରିନଥାନ୍ତି । ଶାସ୍ତ୍ର ମୁତାବକ ଯଦି ଆପଣ କୌଣସି ଲୋକ ପ୍ରତି ଖରାପ ଚିନ୍ତାଧାରା ରଖୁଛନ୍ତି ତା ହେଲେ ଆପଣ ଏହି ବ୍ରତ ଭୁଲ ସେ ମଧ୍ୟ ରଖନ୍ତୁ ନାହିଁ । ଭଗବାନ ଶିବ ଏହି ପ୍ରକାରର ଲୋକ ମାନଙ୍କ ଉପରେ ସବୁବେଳେ କ୍ରୋଧିତ ରହିଥାନ୍ତି ଓ ଏହି ଲୋକ ମାନଙ୍କର ପୂଜାକୁ ମଧ୍ୟ ସ୍ଵୀକାର କରିନଥାନ୍ତି ।

୩. ବନ୍ଧୁଗଣ ଯେଉଁ ବ୍ୟକ୍ତି ବା ମହିଳାଙ୍କର ତଲାକ ହୋଇଯାଇଛି ସେମାନେ ଏହି ଶିବରାତ୍ରି ଦିନ ବ୍ରତ ରଖନ୍ତୁ ନାହିଁ । କାରଣ ଏହି ଦିନକୁ ପ୍ରେମର ପ୍ରତୀକ ମନା ଯାଇଥାଏ । ଯଦି ଆପଣଙ୍କ ଜୀବନରେ ପ୍ରେମ ଭାଙ୍ଗି ଯାଇଛି ତା ହେଲେ ଆପଣ ଏହି ବ୍ରତକୁ ରଖନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ଯେଉଁ ପ୍ରେମୀ ଯୁଗଳ ମାନେ ଅଲଗା ହୋଇ ଠିକ ସମୟ ମିଶି ଥାନ୍ତି ସେହି ପ୍ରେମୀ ଯୁଗଳଙ୍କ ଉପରେ ଭଗବାନଙ୍କର ଆଶୀର୍ବାଦ ରହିଥାଏ । ତା ହେଲେ ବନ୍ଧୁଗଣ ଏହି ସମସ୍ତ ପୁରୁଷ ଓ ମହିଳା ମାନେ ଭୁଲ ସେ ମଧ୍ୟ ମହାଶିବରାତ୍ରି ବ୍ରତ ରଖନ୍ତୁ ନାହିଁ ।

ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ। ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *