Jyotish Shastra- ସବୁଠୁ ଅଧିକ ଭାଗ୍ୟଶାଳୀ ହେଇଥାନ୍ତି ଏହି 3 ଟି ନାମର ଝିଅ

ଦୁନିଆ ରେ ବହୁତ ନାମ ର ଝିଅ ଓ ପୁଅ ମାନେ ଅଛନ୍ତି । କିନ୍ତୁ ଏପରି ନାମ ର ଝିଅ ମାନେ ଅଛନ୍ତି  ଯଉମାନେ କି ବହୁତ ଭାଗ୍ୟଶାଳୀ ଅଟନ୍ତି ।  ଆମେ ସମସ୍ତେ ଜାଣିଛୁ କି ବ୍ୟକ୍ତି ର ରାଶି ଦ୍ଵାରା ଆମେ ବ୍ୟକ୍ତି ର ଆଗାମୀ ସମୟ ସମ୍ପକ ରେ ଜାଣିପାରୁ ବ୍ୟକ୍ତି ର ଆଗାମୀ ଜୀବନ କିପରି ରହିବ  ।

ବ୍ୟକ୍ତିକୁ ତା ଜୀବନରେ ସଫଳତା ମିଳିବ କି  ନାହିଁ ଏହି ସବୁ ର ତଥ୍ୟ ଆମେ ବ୍ୟକ୍ତିର ରାଶି ରୁ ଜାଣିଥାଉ ତେବେ ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ରୁ ମଧ୍ୟ ବ୍ୟକ୍ତି ର ବିଷୟରେ ଜାଣିପାରିପାରିବା । ବ୍ୟକ୍ତି ର ପ୍ରଥମ ଅକ୍ଷର ଦ୍ଵାରା ବ୍ୟକ୍ତିର ସ୍ଵଭାବ , ବ୍ୟକ୍ତିତ୍ବ ବିଷୟ ରେ ଜାଣିପାରିବା । ବ୍ୟକ୍ତି ର ନାମ ର ପ୍ରଥମ ଅକ୍ଷର କାମରେ ଆସିବା ସହିତ ବ୍ୟକ୍ତି ର  ଜୀବନ ରେ ମଧ୍ୟ ବହୁତ ଗଭୀର ପ୍ରଭାବ ପକାଇଥାଏ ।

ଯଦି ଆମେ ଆମ ନାମ ସହିତ ଜୀବନ ସାଥି ଖୋଜିବା ତେବେ ବହୁତ ଗୁଣ ପରସ୍ପର ର ମିଶିଥାଏ ଓ ସମ୍ପର୍କ ଭଲ ହୋଇଥାଏ । ଯଦି ଦୁଇ ଜଣଙ୍କ ର ଗୁଣ ପରସ୍ପର ସହିତ ମେଳ ହେଉଥାଏ ତେବେ ଏହା ସେମାନଙ୍କ ଦାମ୍ପତ୍ୟ ଜୀବନରେ ବହୁତ ଭଲ ପ୍ରଭାବ ପକାଇଥାଏ । ଶାସ୍ତ୍ର ଅନୁସାରେ ମଧ୍ୟ ବହୁତ ନାମ ର ଲୋକ ମାନେ ଭାଗ୍ୟଶାଳୀ ଅଟନ୍ତି । ଏପରି କିଛି ଝିଅ ଅଛନ୍ତି ଯେଉଁ ମାନେ ଦେଖିବାକୁ ସୁନ୍ଦର ହେବା ସହ ଯେଉଁମାନଙ୍କୁ ଏମାନେ ବିବାହ କରିବେ ସେମାନଙ୍କ ଜୀବନ ରେ ମଧ୍ୟ ସୁଖଶାନ୍ତି ଆସିଥାଏ ।

ତେବେ ସେହିପରି ତିନୋଟି ଭାଗ୍ୟଶାଳୀ  ଝିଅଙ୍କ ନାମ ଓ ସେମାନଙ୍କ ବିଷୟରେ ଜାଣିବା । ପ୍ରଥମ ନାମର ଅକ୍ଷର “P” ।  ଏହି ନାମ ର ଝିଅ ମାନେ ବହୁତ ରାଗି ସ୍ଵଭାବ ର କିନ୍ତୁ ଏମାନେ ବହୁତ ଜଲ୍ଦି ଶାନ୍ତ ମଧ୍ୟ ହୋଇଯାନ୍ତି । ଏମାନେ ନିଜ ଜୀବନ ସାଥି ଙ୍କୁ ବହୁତ ଭଲ ପାଆନ୍ତି ।  ଏମାନେ ଜୀବନସାଥି ସହିତ ନିଜ ପାରିବାର ଲୋକଙ୍କ ଖୁସି ପାଇଁ ମଧ୍ୟ ସବୁ କିଛି କରନ୍ତି । ଏମାନେ ନିଜ ଜୀବନସାଥି ର ଖୁସି ପାଇଁ  ପ୍ରାଣପ୍ରନେ ଚେଷ୍ଟା କରିଥାନ୍ତି ଓ ସବୁ କାର୍ଯ୍ୟ କରିଥାନ୍ତି ।

ଏମାନେ ଥରେ ଯାହା କରିବା ପାଇଁ ଭବିନିଅନ୍ତି ତାହାହିଁ କରନ୍ତି  । ଦ୍ଵିତୀୟ ଅକ୍ଷର ଟି ହେଲା “R” । ଏହି ନାମର ଝିଅ ମାନେ ବହୁତ ବୁଦ୍ଧିମାନ ଓ ମଧୁର କଥା ମଧ୍ୟ କୁହନ୍ତି । ଏମାନେ ନିଜର କଥା ବଳରେ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଦିଅନ୍ତି । ଏମାନଙ୍କ ବିବାହ ଯେଉଁ ବ୍ୟକ୍ତିଙ୍କ ସହ ହୋଥାଏ ସେମାନେ ବହୁତ ଭାଗ୍ୟବାନ ଅଟନ୍ତି । ଏମାନେ ନିଜ ଜୀବନସାଥି ଙ୍କୁ ବହୁତ ଭଲ ପାଆନ୍ତି ଓ ଜୀବନସାଥି  ଖୁସି ପାଇଁ କିଛି ବି କରିବାକୁ ରାଜି ହୋଇଥାନ୍ତି ।

ତୃତୀୟ ନାମ ଟି ହେଲା “S” । ଏହି ନାମର ଝିଅ ମାନେ ବହୁତ ସୁନ୍ଦର ଓ ଏମାନଙ୍କ ହୃଦୟ ମନ ବହୁତ ଭଲ । ଏମାନେ କେବେବି ନିଜ ଜୀବନସାଥିଙ୍କୁ ଧୋକା ଦିଅନ୍ତିନୀ ଓ ସବୁ କଥା ନିଜ ଜୀବନସାଥି ସହ ବାଣ୍ଟିଥାନ୍ତି । ତେବେ ଆପଣ ଯଦି ଏହି ୩ଟି ଅକ୍ଷର ର ନାମ ର ଝିଅଙ୍କୁ ବିବାହ କରିବେ ଏହା ଆପଣଙ୍କ ପାଇଁ ବହୁତ ଭାଗ୍ୟବାନ ର କଥା ଅଟେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *