ଦୁନିଆର ସବୁଠୁ ବଡ ପାପ କଣ ? ଯାହା ଆପଣ ସବୁଦିନ କରନ୍ତି- Krishna Vani

ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି । କିଛି ମନ୍ଦ ଲୋକ ଅଛନ୍ତି ଯେଉଁମାନେ ସାରା ଜୀବନ ପାପ କାର୍ଯ୍ୟରେ ଲିପ୍ତ ରୁହନ୍ତୁ ଓ କିଛି ଉତ୍ତମ ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ସର୍ବଦା ପୁଣ୍ୟ କାର୍ଯ୍ୟ କରନ୍ତି ।

ଶାସ୍ତ୍ରରେ ଏପରି ଏକ ପାପ ବିଷୟରେ ଉଲ୍ଲେଖ ଅଛି ଯାହା ପରଜନ୍ମ ପର୍ଯ୍ୟନ୍ତ ମଧ୍ୟ ବ୍ୟକ୍ତିର ପିଛା ଛାଡ଼ି ନ ଥାଏ । ଆପଣ କଣ ଜାଣିଛନ୍ତି ସେହି ପାପ କଣ ଅଟେ ? ଯଦି ଜାଣି ନାହାଁନ୍ତି ତେବେ ଆଜି ତାହା ଜାଣି ରଖନ୍ତୁ ।  ଈଶ୍ୱର କୁହନ୍ତି, ଯେଉଁ ବ୍ୟକ୍ତି ଏହି ପାପ କରେ ତାକୁ ମନୁଷ୍ୟ ଜୀବନ ବଡ଼ କଠିନତାରେ ପ୍ରାପ୍ତି ହୁଏ ।

ତେବେ ଏପରି ସ୍ଥଳେ ଦୁନିଆର ଏହି ସବୁଠୁ ବଡ଼ ପା-ପ ବିଷୟରେ ଆମ ମନେ ଜାଣିବା ନିହାତି ଆବଶ୍ୟକ ରହିଛି । ଯାହା ବିଷୟରେ ଜାଣିଲେ ଆପଣ ହତବାକ୍ ହୋଇଯିବେ । କାରଣ ଏହା ଅତି ସରଳ ମନେ ହେଉଥିଲେ ମଧ୍ୟ ଈଶ୍ବରଙ୍କ ଦୃଷ୍ଟିରେ ଦୁନିଆର ସବୁଠୁ ବଡ଼ ପା-ପ ଅଟେ ଓ ଏହାର ପ୍ରତିଫଳ ମଧ୍ୟ ଭ-ୟ-ଙ୍କ-ର ଅଟେ ।

ତେବେ ଦୁନିଆର ଏହି ସବୁଠୁ ବଡ଼ ପା-ପ ହେଉଛି ନାରୀର ଅ-ପ-ମା-ନ । ଆଜ୍ଞା ହଁ, ଆପଣ ଏହାକୁ ଅତି ସାଧାରଣ ବିଷୟ ଭାବୁଥିଲେ ମଧ୍ୟ ଈଶ୍ବରଙ୍କ ଦୃଷ୍ଟିରେ ଏହା ଯଥାର୍ଥ ନୁହେଁ । ଜଗତରେ ନା-ରୀକୁ ଏକ ସ୍ବତନ୍ତ୍ର ସ୍ଥାନ ଦିଆ ଯାଇଛି । ନାରୀର ଅ-ପ-ମା-ନ ସମ୍ପୂର୍ଣ୍ଣ ଜାତିର ଅ-ପ-ମା-ନ ବୋଲି ମାନା ଯାଇଥାଏ । ନାରୀର ଅ-ପ-ମା-ନ କରିବା ସଂସାରକୁ ବରବାଦ କରିବା ବରାବର ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି ।

ନାରୀର କ୍ର-ନ୍ଦ-ନର ଦେବତାମାନେ ମଧ୍ୟ କ୍ରନ୍ଦନ କରନ୍ତି । ନାରୀର କଷ୍ଟ ସମ୍ପୂର୍ଣ୍ଣ ସଂସାରକୁ ନଷ୍ଟ କରିବା ସହ ବରାବର ଅଟେ । ଭଗବାନ ଶ୍ରୀକୃଷ୍ଣ କୁହନ୍ତି, ଯେଉଁ ବ୍ୟକ୍ତି ଏହି ବିଷୟକୁ ଭଲ ଭାବେ ବୁଝି ଏହି ପା-ପ ନ କରିବାକୁ ପ୍ରାଣପଣେ ଚେଷ୍ଟା କରେ, ତାକୁ ଅବଶ୍ୟ ସ୍ୱର୍ଗାଲୋକ ପ୍ରାପ୍ତି ହୋଇଥାଏ । ନଚେତ ଏହି ଜନ୍ମ ପରେ ମନୁଷ୍ୟ ଜନ୍ମ ପାଇବା ମଧ୍ୟ ଅତ୍ୟନ୍ତ କଠିନ ହୋଇପଡେ ।

ଶାସ୍ତ୍ର ଅନୁସାରେ ଯେତେବେଳେ ନାରୀ ଚକ୍ଷୁରୁ ଅଶ୍ରୁ ଝରେ ସେତେବେଳେ ପ୍ର-ଳ-ୟ ଆସିଥାଏ ଓ ଯେଉଁଠାରେ ନାରୀ ଖୁସି ରୁହେ ସେଠାରେ ସୁଖ ସମୃଦ୍ଧି ଆସେ ଓ ସେହି ସ୍ଥାନରେ ଦେବତାଙ୍କ ବାସ ହୋଇଥାଏ । ନାରୀର ସମ୍ମାନ କରୁଥିବା ଲୋକଙ୍କୁ ସ୍ଵର୍ଗାଲୋକ ନିଶ୍ଚୟ ପ୍ରାପ୍ତି ହୁଏ । ସେଥିପାଇଁ ଆପଣ ମଧ୍ୟ ଏହି ବିଷୟକୁ ଭଲ ଭାବେ ବୁଝନ୍ତୁ ଓ ମନେ ରଖନ୍ତୁ । ଏବଂ କେବେ ମଧ୍ୟ ନାରୀ ମନରେ କଷ୍ଟ ଦିଅନ୍ତୁ ନାହିଁ ।

କାରଣ ଏଥିରେ ହିଁ ଆପଣଙ୍କର ଉତ୍ତମ ଅଟେ । ଅନ୍ୟଥା ଆପଣଙ୍କ ଉପରେ ଅନେକ ଅ-ପ-ମା-ନ ଲାଗିପାରେ । ଶାସ୍ତ୍ର ଅନୁସାରେ ନାରୀର ଅ-ପ-ମା-ନ କରୁଥିବା ବ୍ୟକ୍ତିଙ୍କୁ ଈଶ୍ୱର କେବେ ମଧ୍ୟ କ୍ଷମା କରନ୍ତି ନାହିଁ । ଏହି ପା-ପ ପାଇଁ ନ-ର-କ ଯ-ନ୍ତ୍ର-ଣା ଭୋ-ଗି-ବା-କୁ ପଡେ ଓ ଏହି ପା-ପ-ର କୌଣସି ପ୍ରା-ୟ-ଶ୍ଚିତ ନାହିଁ ।

ସେଥିପାଇଁ ଆପଣଙ୍କ ମା ହୁଅନ୍ତୁ ବା ଭଉଣୀ, ସ୍ତ୍ରୀ ହୁଅନ୍ତୁ ବା ପ୍ରେମିକା, ଅନ୍ୟ ଯେକୌଣସି ନାରୀ ହୁଅନ୍ତୁ ପଛେ, କେବେ ମଧ୍ୟ କେଉଁ ନାରୀଙ୍କ ଅ-ପ-ମା-ନ କରନ୍ତୁ ନାହିଁ କି ତାଙ୍କୁ କ-ଷ୍ଟ ଦିଅନ୍ତୁ ନାହିଁ । ଆପଣ ଆଜି ହିଁ ନିଜ ସହ ଏହି ପ୍ରତିଜ୍ଞା କରନ୍ତୁ ଯେପରି କେବେ ମଧ୍ୟ କୌଣସି ନାରୀର ଲୁହର କାରଣ ହେବେ ନାହିଁ । ନଚେତ ଏହାର ପ୍ରତିଫଳ ଆପଣ ଜାଣିଛନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *