ରୁପି ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ଚିକିତ୍ସା Dr Manas Puhan ଙ୍କ ଠାରୁ…

ନମସ୍କାର ବନ୍ଧୁଗଣ , ଶୀତ ଦିନରେ ଦେଖାଯାଇଥାଏ ଏହି ରୁପି ସମସ୍ୟା ଏବଂ ସମସ୍ୟା ର ସମାଧାନ ପାଇଁ ଆମେ କରିଥାଉ ଅନେକ ପ୍ରକାରର ଉପାୟ । ଆମ ପୂର୍ବ କାଳ ଲୋକ ମାନଙ୍କ ର  ଉପାୟକୁ ଆମେ ପ୍ରୋୟଗ କରିଥାଉ । କିନ୍ତୁ ଆଜିର ଏହି ଦିନରେ ଏହି ସମସ୍ୟା ବଢିବାକୁ ଲାଗିଛି । ଏହି ସମସ୍ୟା ଆମ କୁ ଶୀତ ଦିନରେ ଅଧିକ ଦେଖିବାକୁ ପାଇଥାଉ କିନ୍ତୁ ଆଧୁନିକ ଯୁଗରେ ଏହା ସବୁ ଦିନର  ସମସ୍ୟା ହୋଇଯାଇଛି , ପୁଅ ଓ ଝିଅ ଉଭୟ ଙ୍କୁ ଦେଖାଯାଉଛି ଏହି ରୁପି ଜନିତ ସମସ୍ୟା ।

ଏହି ରୁପି ସମସ୍ୟା କେଉଁଥି ପାଇଁ ହୁଏ ଏବଂ କଣ ରହିଛି ଏହା ର ନିବାରଣ ଆସନ୍ତୁ ଜାଣିବା ଏହା ସମ୍ବନ୍ଧରେ ଡାକ୍ତର ମାନସ ପୁହାଣ ଡ଼ର୍ମାଟୋଲୋଜିଷ୍ଟ ଏହାର କିଛି ଉପଦେଶ ଦେଇଛନ୍ତି । ଆମ ଚୁଟିରେ କିଛି ଚୋପା  ବାହାରିଥାଏ  କାରଣ  ଆମ ଶରୀର କିଛି ରହିଥାଏ ଯାହା ଏହି ମଧାମରେ ବାହାରିଯାଇଥାଏ । ଯଦି ଏହି ଚୋପା ବାହାରିବ ଅଧିକ ହୋଇଥାଏ ଏହାକୁ ଆମେ ରୁପି କହିଥାଉ ।

ସାମାନ୍ୟ  ଭାବରେ ଆମେ ଏହାକୁ ସାଧାରଣ ରୋଗ ଭାବି ଥାଉ ।  କିନ୍ତୁ  ଯଦି ଆପଣଙ୍କର ଫଙ୍ଗାଲ୍ ଇନଫେକ୍ଶନ ହେଲେ ରୁପି ହୋଇପାରେ , ସୋରିଆସିସ ଆଦି ରୋଗ ଥିଲେ ଆମ କୁ ରୁପି ହୋଇଥାଏ ।  ଏମିତି କିଛି ରୋଗ ରହିଛି ଯାହା ଦ୍ଵାରା ଆମକୁ ରୁପି ହେବାର ସମ୍ଭାବନା ରହିଛି । ତେଣୁ ଆମକୁ ତାହା କଣ ଜାଣିବାକୁ ପଡିଥାଏ ।

ରୁପି ବଡ ରୋଗ ହୋଇନଥାଏ ଯେମିତି ଆମ ଶରୀରରେ ଅଧିକ ପରିଶ୍ରମ କଲେ ଜାଳ ବହିଥାଏ , ଠିକ ସେହି ଭଳି ଆମ ଚୁଟି ରୁ ରୁପି ହୋଇ ଚୋପା ବାହାରିଥାଏ । ଫୋଙ୍ଗାଳ ଯେତେ ବେଳେ ଅଧିକ ହୋଇ ଇନଫେକ୍ଶନ ହୋଇଥାନ୍ତି ତେବେ ଆମକୁ ଯଦି ସୋରିଆସିସ ବ୍ୟକ୍ତି ମୁଣ୍ଡରେ ହାତ ଡେଲଲେ କଷ୍ଟ ହୋଇଥାଏ । ଆମ ଏହି ସମୟରେ ଘରୋଇ ଚିକିତ୍ସା କରିବାକ ଦ୍ଵାରା ଲେମ୍ବୁ , ଦହି  ଆଦି ଲଗେଇବା ଦ୍ଵାରା ଠିକ ହୋଇଯାଇଥାଏ ଭାବିଥାଉ କିନ୍ତୁ ଏହା ଭୁଲ ଧାରଣା ହୋଇଥାଏ ।

ଯଦି ଆପଣଙ୍କ ଚୁଟି ସହ ଶରୀରରେ ମଧ୍ୟ ପରିବର୍ତ୍ତନ ହେଉଛି ତେବେ ଆପଣଙ୍କୁ ପ୍ରଥମେ ସେହି ଶାରୀରିକ ରୋଗର ନିବାରଣ କରିବା ଉଚିତ୍ ପରେ ଚୁଟି ର ଉପଚାର କରିବା ଠିକ୍ ହୋଇଥାଏ । ଯଦି ଆପଣଙ୍କର ଚୁଟି ରେ ରୁପି ର ବଢିବ ସହ ଶାରୀରିକ ଆନ୍ତରିକ ଯେମିତି କାଖ  , ଛାତି ପାଖରେ ଥିବା ଚୁଟିରେ ମଧ୍ୟ କିଛି ପରିବର୍ତ୍ତନ ହୋଇଥାଏ ତେବେ ଏହି ସବୁ ଜିନିଷ ଦେଖିଲ ପରେ ଆମ କୁ ପ୍ରଥମେ ମୋଳିକ କାରଣ କୁ ବାହାର କରିବା ଉଚିତ୍ ।

ଯଦି ଆମ କୋଣସି ରୋଗ ବା ସମସ୍ୟାର ମୂଳ ବିଷୟ ଜାଣିଥାଉ ତେବେ ହିଁ ଆମେ ଏହାର ଉପଚାର କରିପାରିବା । ତେଣୁ ଏହାର ନିବାରଣ ପାଇଁ ଡାକ୍ତରଙ୍କ ପରାମର୍ଶ ଚିକିତ୍ସା କରିବା ସହିତ ଘରୋଇ ଉପକରଣ ମଧ୍ୟ କାମ କରିଥାଏ । ଚୁଟି ର ରୋଗ ପାଇଁ ଡାକ୍ତରଙ୍କ ଉପଦେଶ ସହ ଘରୋଇ ଜିନିଷ ଯେମିତି ଦହି , ଲେମ୍ବୁ ଆଦିରେ ଏମିତି କିଛି ପୋଷାକ ରହିଥାଏ ଯାହା ରୁପିକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *