Vastu Tips- ମଙ୍ଗଳବାର ଦିନ ପାନର ଏହି ଉପାୟ ଆପଣଙ୍କୁ ବନେଇଦିଏ କୋଟିପତି, ପ୍ରଭୁ ବଜରଙ୍ଗବଲି ସବୁ ମନସ୍କାମନା କରିଥାନ୍ତି ପୂର୍ଣ୍ଣ

ବନ୍ଧୁଗଣ ସପ୍ତାହର ପ୍ରତେକ ଦିନର ଅଲଗା ଅଲଗା ମହତ୍ଵ ରହିଥାଏ । ହନୁମାନ ମହାରାଜା ଙ୍କ ବିଷୟରେ ଏହା କୁହାଯାଏ କି ହନୁମାନ ମହାରାଜ କେମିତି ସଙ୍କଟ ଥାଉ ଏଥିରୁ ମୁକ୍ତି ଦେଇଥାନ୍ତି । ମଙ୍ଗଳବାର ଦିନ ସଙ୍କଟ ମୋଚନ ହନୁମାନଙ୍କୁ ସମର୍ପିତ ଅଟେ । ଭଗବାନ ହନୁମାନଙ୍କ ବିଷୟରେ ଏହା କୁହାଯାଏ ଭକ୍ତ ମାନେ ଶ୍ରଦ୍ଧା ସହକାରେ ଡାକିଲେ ତତ୍କାଳ ଉଧାର କରିଥାନ୍ତି ।

ଏଥିପାଇଁ ସଂକଟମୋଚନ ହନୁମାନ ଙ୍କୁ କୁହାଯାଏ । ଆଜି ଆମେ ଆପଣ ମାନଙ୍କୁ କହିବୁ ପ୍ରଭୁ ହନୁମାନ ଙ୍କୁ କଣ ଅର୍ପଣ କରିଲେ ସବୁ ମନସ୍କାମନା ପୂରଣ ହେବା ସହ ଧନର ବର୍ଷା ହୋଇଥାଏ । ୧- ହନୁମାନ ପ୍ରଭୁ ଙ୍କୁ ମଙ୍ଗଳବାର ଦିନ ପାନ ପତ୍ର ଚଢାନ୍ତୁ ।

ଯଦି ଆପଣଙ୍କ ଜୀବନରେ ବହୁତ ବଡ ସଙ୍କଟ ଅଛି, ବହୁତ ସମସ୍ୟାର ରହୁଛନ୍ତି ସେଥିପାଇଁ ମଙ୍ଗଳର ଦିନ ପ୍ରଭୁ ହନୁମାନଙ୍କ ବିଦା ପାନ ଅର୍ପଣ କରନ୍ତୁ । ଯେବେ ଆପଣ ପାନ ଅର୍ପଣ କରିବେ ସେହି ସମୟରେ ପ୍ରଭୁ ରାମଙ୍କ ନାମ ୧୦୮ ଥର ଜପ କରିବେ । ଏହା ଦ୍ଵାରା ଆପଣଙ୍କର ସବୁ ସମସ୍ଯା ଦୂର ହେବା ସହ ବାଧା ସଙ୍କଟ ଦୂର ହେବ ।

୨- ହନୁମାନ ପ୍ରଭୁ ଙ୍କୁ ଲବଙ୍ଗ, ଗୁଜୁରାତି ଓ ଗୁଆ ବହୁତ ପସନ୍ଦ ଅଟେ । ଶନିବାର ଦିନ ଏହା ଚଢାଇଲେ ଶନି କଷ୍ଟ ଓ ମଙ୍ଗଳବାର ଦିନ ଚଢାଇଲେ ମଙ୍ଗଳ ଦୋଷ ଦୂର ହୋଇଥାଏ । ରାଶି ତେଲ ଦୀପରେ ଲବଙ୍ଗ ପକାଇ ଆଳତି କରିଲେ ତତ୍କାଳ ସବୁ ସଙ୍କଟ ହରଣ କରିଥାନ୍ତି ପ୍ରଭୁ ହନୁମାନ ।

୩- ଗରିବରୁ ମୁକ୍ତି ପାଇବାକୁ ଗୋଟେ ନଡିଆ ଉପରେ ସିନ୍ଦୁର ଲଗାଇ ନାଲି ସୂତାରେ ବାନ୍ଧି ପ୍ରହୁ ହନୁମାନ ଙ୍କୁ ଅର୍ପଣ କରନ୍ତୁ । ଏହା ଦ୍ଵାରା ଗରିବୀ ଦୂର ହୋଇଥାଏ । ଏହି ଉପାୟ ୧୧ଟି ମଙ୍ଗଳବାର ଦିନ କରନ୍ତୁ । ଯଦି ଏହି ନଡିଆକୁ ନାଲି କପଡାରେ ଗୁଡାଇ ଘର ଆଗରେ ବାନ୍ଧି ଦିଅନ୍ତି ତେବେ ଘରକୁ ନେଗେଟିଭ ଊର୍ଜା ପ୍ରବେଶ କରିପାରିବ ନାହି । କାହାର ନଜର ଲାଗିନ ଥାଏ ।

୪- ହନୁମାନ ମହାରାଜଙ୍କୁ ଗୁଡ ଓ ଚଣାର ପ୍ରସାଦ ଚଢାଇବା ବହୁତ ଶୁଭ ଏହବ ସହ ମଙ୍ଗଳ ଦୋଷ ଦୂର ହୋଇଥାଏ । ପ୍ରତେକ ମଙ୍ଗଳବାର ଓ ଶନିବାର ଦିନ ଗୁଡ ଓ ଚଣା ଭୋଗ ଲଗାଇଲେ ଗରିବୀ ଦୂର, କୋର୍ଟ କଚେରୀ ମାମଲା ଦୂର ହୋଇଥାଏ ।

୫- ଯଦି ହନୁମାନ ମହାରାଜାଙ୍କୁ ରୁଟି ବା ମିଠା ରୁଟି ଭୋଗ ଲଗାଇବେ ଯାହା ଗୁଡରେ ବନା ଯାଇଥାଏ ତେବେ ଯେତେ ସମସ୍ଯା ଥାଏ ଯେମିତିକି ଲମ୍ବା ସମୟରୁ ଚାକିରି ମିଳୁ ନାହି, କୋର୍ଟ କଚେରୀ ମାମଲାରେ ସଫଳତା ମିଳିଥାଏ ।

୬- ପ୍ରଭୁ ହନୁମାନଙ୍କୁ ମଙ୍ଗଳବାର ଦିନ କାଜୁ, କିସମିସ, ବାଦାମ, ନଡିଆ, ମଖନ ଆଦି ପଞ୍ଚାମୃତ ପ୍ରସାଦ ଚଢାଇବେ ତେବେ ହନୁମାନ ଜୀ ବହୁତ ପ୍ରସନ୍ନ ହୋଇଥାନ୍ତି । ଆପଣଙ୍କୁ ସିଦ୍ଧି ପ୍ରଦାନ କରିବା ସହ ଦାଂପତ୍ଯ ଜୀବନ ସୁଖମୟ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *