ରାତିରେ ଶୋଇବା ପୂର୍ବରୁ ଖାଇ ନିଅନ୍ତୁ 1 ପାଖୁଡା ରସୁଣ, ତା’ ପରେ ଯାହା ହେବ ଆପଣ କେବେ ବି ଭାବି ନଥିବେ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରଶୁଣ ପ୍ରତ୍ଯେକଟି ମନୁଷ୍ୟଙ୍କ ଶରୀର ପାଇଁ କେତେ ମାତ୍ରାରେ ଉପକାରୀ ଏହା ସମସ୍ତଙ୍କୁ ଅଳ୍ପ ବହୁତ ଜଣା ଥାଏ । ରଶୁଣ ପ୍ରକୃତିର ଏପରି ଏକ ଅବଦାନ ଯାହାର ଯେତେ ମଧ୍ୟ ବର୍ଣ୍ଣନା କରିଲେ । ରଶୁଣର ପ୍ରଶଂସା ସେତେ କମ୍ ପଡିଯିବ । କାରଣ ରଶୁଣକୁ ସବୁ ଲୋକ ଖାଦ୍ୟର ସ୍ଵାଦର ବଢାଇବା ପାଇଁ ବ୍ୟବହାରର କରିଥାନ୍ତି । କାରଣ ଖାଦ୍ୟକୁ ସ୍ଵାଦିଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ତେଲ ମସଲାର ପ୍ରୟୋଗ କରାଯାଇଥାଏ ।

ସେହିପରି ରଶୁଣକୁ ମଧ୍ୟ ଏକ ମସଲା ରୂପେ ବ୍ୟବହାର କରାଯାଇ ଖାଦ୍ୟରେ ମିଶା ଯାଇଥାଏ । ଆଜି ଆପଣ ରୋଷେଇ ଛଡା ଶରୀର ପାଇଁ କଞ୍ଚା ରଶୁଣର ସେବନ ଦ୍ଵାରା ରହୁଥିବା ଉପକାର ବିଷୟରେ ସବିଶେଷ ତଥ୍ୟ ଜାଣିବାକୁ ପାଇବେ । ପ୍ରଥମେତଃ ରଶୁଣକୁ ସେବନ କରିବା ଦ୍ଵାରା ଶରୀରରେ ରୋଗପ୍ରତିରୋଧକ ବା ଇମମୁନିଟି ପାୱାର ବଢିଥାଏ ।

ଦିତୀୟରେ କଞ୍ଚା ରଶୁଣର ଏକ ପାଖୁଡା ଖାଇବା ଦ୍ଵାରା ଆମ ଶରୀରରେ ଜମିଥିବା ସମସ୍ତ ଅଦରକାରୀ ତଥା ବିଷାକ୍ତ ପଦାର୍ଥ ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ତାହା ୟୁରିନ ବାଟେ ଶରୀରରୁ ବାହାରି ଯାଇଥାଏ । ଯେଉଁ ବ୍ୟକ୍ତିବିଶେଷ ମାନଙ୍କର ପେଟକୁ ନେଇ କୌଣସି ପ୍ରକାର ପ୍ରୋବ୍ଲେମ ରହୁଥାଏ ।

ସେମାନେ ଯଦି ଏକ ପାଖୁଡା ରଶୁଣକୁ ରାତିରେ ଖାଇକି ଶୋଇବେ । ତେବେ ପେଟର ସମସ୍ତ କ୍ଷତିକାରକ ବ୍ଯାକ୍ଟେରିଆ ନଷ୍ଟ ହୋଇଯାଇଥାନ୍ତି । ଯାହା ଦ୍ଵାରା ପେଟର କୌଣସି ପ୍ରକାର ଅସୁବିଧା ହୋଇନଥାଏ । ରଶୁଣର ଏକ ପାଖୁଡା ଖାଇବା ଦ୍ଵାରା ରକ୍ତ ସଂଚାଳନ ଭଲ ଭାବରେ ହୋଇଥାଏ ।

ରକ୍ତକୁ ପରିଷ୍କାର କରିବା ସହିତ ବ୍ଲଡ୍ ସରକ୍ୟୁଲେସନ ଠିକ ଭାବରେ ରଶୁଣ କରାଇଥାଏ । ଯାହା ଦ୍ଵାରା ହାର୍ଟ ରିଲେଟେଡ କୌଣସି ପ୍ରକାର ସମସ୍ଯା ବ୍ୟକ୍ତିକୁ ସାମ୍ନା କରିବାକୁ ପଡିନଥାଏ । ହାର୍ଟକୁ ସୁସ୍ଥ କରି ରଖିବାକୁ ଚାହୁଁଥିଲେ ନିହାତି ରଶୁଣର ସେବନ କରନ୍ତୁ । ଯେଉଁ ଲୋକର ଶିର ସବୁବେଳେ ଟାଣି ହୋଇ ରହୁଥାଏ । ତେବେ ସେମାନେ ନିହାତି ଭାବେ କଞ୍ଚା ରଶୁଣକୁ ସେବନ କରିବା ଉଚିତ ।

ଏଥିପାଇଁ ଶୋଇବା ପୂର୍ବରୁ ଏକ ପାଖୁଡା ରଶୁଣ ସହିତ ମହୁ ମିଶାଇ ସେବନ କରନ୍ତୁ । ଯେଉଁ ବ୍ୟକ୍ତି ମାନଙ୍କର ହାଇବ୍ଲଡପ୍ରେସର ବା ଉଚ ରକ୍ତଚାପ ରହୁଛି । ସେମାନଙ୍କୁ ମଧ୍ୟ ରାତିରେ ଏକ ପାଖୁଡା ରଶୁଣକୁ ଚୋବାଇ ଖାଇବା ଉଚିତ ।

ତେବେ ବନ୍ଧୁଗଣ ରଶୁଣକୁ ରୋଷେଇ କରି ଖାଇବା ସହିତ କଞ୍ଚା  ରଶୁଣର ସେବନ ଦ୍ଵାରା ଶରୀରରେ ବହୁତ ପ୍ରକାର ଫାଇଦା ଦେଖିବାକୁ ମିଳିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ  ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ ।

Leave a Reply

Your email address will not be published. Required fields are marked *