ରାତିରେ ପାଣିରେ ଭିଜେଇ ଏହାକୁ ଖାଇ ନିଅନ୍ତୁ, ଡାଇବେଟିସ, Uric Acid, କୋଲେଷ୍ଟ୍ରୋଲ, ମୋଟାପା, ଅଣ୍ଟା ଦରଜ, ଗଣ୍ଠି ଦରଜ ସବୁ କିଛି ଗାୟବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀର ଅଛି ତେବେ ଶରୀର ଜନିତ ଅନେକ ପ୍ରକାର ରୋଗ ବେମାରୀ ମଧ୍ୟ ଅଛି । ତେବେ ସେହି ସବୁ ସମସ୍ଯାକୁ ସମାଧାନ କରିବା ପାଇଁ ଆଜି ଆମେ ଏକ ସହଜ ଓ ଜବରଦସ୍ତ ରେମିଡିର ପ୍ରସ୍ତୁତ କରିବା । ଯାହା ଆପଣଙ୍କର ଡାଇବେଟିସକୁ ନିୟନ୍ତ୍ରଣ କରିଥାଏ, ରକ୍ତ ସଫା କରିଥାଏ, ଧମନୀରେ ବ୍ଲକେଜ୍କୁ ଖୋଲିଥାଏ, ୟୁରିକ ଏସିଡର ମାତ୍ରାକୁ କମାଇଥାଏ, ଖରାପ କୋଲେଷ୍ଟ୍ରଲ୍ ଘଟାଇଥାଏ, ଜଏଣ୍ଟ ପେନ୍ ଯନ୍ତ୍ରଣା କମାଇଥାଏ ଏହା ସହିତ  ଶରୀରର ଅଯଥା ମେଦବହୁଳକୁ କମାଇଥାଏ ।

ଏହି ରେମିଡିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କେବଳ ୨ ଟି ସାମଗ୍ରୀର ଆବଶ୍ୟକତା ରହିଅଛି । ସେହି ୨ ଟି ସାମଗ୍ରୀ ହେଉଛି କଳା ଜୀରା ଓ ଜୁଆଣୀ । ଜୁଆଣୀର ଅନେକ ପ୍ରକାର ଔଷଧୀୟ ଗୁଣାବଳୀ ରହିଅଛି । ଜୁଆଣୀର ସେବନ ଦ୍ଵାରା ଶରୀରରେ ବଢିକି ରହିଥିବା ୟୁରିକ ଏସିଡର ମାତ୍ରାକୁ କମାଇଥାଏ, ପାଚନ ଜନ୍ତ୍ରକୁ ଶକ୍ତିଶାଳୀ କରାଇଥାଏ ।

ଶରୀରର ବାତ ସମ୍ବଦ୍ଧୀୟ ସମସ୍ଯା ଯେପରି ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ, ଶରୀରର ବିଷାକ୍ତ ପଦାର୍ଥକୁ କାଢିଥାଏ । ସେହିପରି କଳାଜୀରା ମଧ୍ୟ ଶରୀର ପାଇଁ ଏକ ଔଷଧୀୟ ସାମଗ୍ରୀ ହୋଇଥାଏ । ଏହା ମେଟାପୋଲିଜ୍ମ ପାୱାର ବଢାଇଥାଏ, ରକ୍ତ ସଂଚାଳନ ଭଲ କରିଥାଏ ଓ ପୁରୁଷ ମାନଙ୍କର ଶରୀରରେ ଆଭ୍ୟନ୍ତରୀଣ ଶକ୍ତି ବଢାଇଥାଏ ।

ଏହି ରେମିଡିକୁ ପ୍ରସ୍ତୁତ କରିବା ପାଇଁ ଆପଣ ଗ୍ଯାସରେ ଏକ କଢେଇ ବସାଇ ସେଥିରେ ଏକ ଗ୍ଲାସ ପାଣି ଦିଅନ୍ତୁ । ସେହି ପାଣିରେ ଅଧ ଚାମଚ କଳାଜୀରା ଓ ଅଧ ଚାମଚ ଜୁଆଣୀ ପକାନ୍ତୁ । କିଛି ସମୟ ପର୍ଯ୍ୟନ୍ତ ପାଣିକୁ ଫୁଟିବା ପାଇଁ ଛାଡି ଦିଅନ୍ତୁ । ଯେପରି ପାଣି ଫୁଟି ଫୁଟି ଅଧା ହୋଇଯିବା ସହିତ ସେହି ୨ ସାମଗ୍ରୀର ସମସ୍ତ ପୋଷକ ତତ୍ଵ ପାଣି ମଧ୍ୟ ଆସିଯାଇଥିବ ।

ଯେତେବେଳେ ପାଣି ଫୁଟି ଫୁଟି ଅଧା ହୋଇଯିବ । ତାପରେ ସେହି ପାଣିକୁ ଅନ୍ୟ ଏକ ପାତ୍ରରେ ଢାଳି କିଛି ସମୟ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ତାପରେ ନଖ ଉଷୁମ ଥିବା ସମୟରେ ସେଥିରେ ସ୍ଵାଦ ବୃଦ୍ଧି କରିବା ପାଇଁ ମହୁ କିମ୍ବା ଗୁଡର ପ୍ରୟୋଗ କରନ୍ତୁ । ଡାଇବେଟିସ ରୋଗୀଙ୍କ ପାଇଁ ମିଠା ଜାତୀୟ ସାମଗ୍ରୀ ବର୍ଜିତ ରହିଥାଏ । ଡାଇବେଟିସ ରୋଗୀ ସେହି କାଢାରେ କିଛି ନ ମିଶାଇ ସେବନ କରିବା ଉଚିତ ।

ଖାଦ୍ୟ ଖାଇବାର ଅଧ ଘଣ୍ଟା ପୂର୍ବରୁ ଏହାକୁ ସେବନ କରନ୍ତୁ । ପିତ୍ତ ସମସ୍ଯା ରହୁଥିବା ଲୋକ ମାନେ ଏହି କାଢା ପ୍ରସ୍ତୁତ କରିବା ସମୟରେ ସେଥିରେ ମୂଲେଠିକୁ ମିଶାଇ ତାକୁ ଫୁଟାଇ ଏହାର ସେବନ କରନ୍ତୁ । ଏହି କାଢାର ସେବନ ଦ୍ଵାରା ଆପଣଙ୍କ ଶରୀରର ବହୁ ବିଧ ସମସ୍ଯା ଦୂର ହୋଇଥାଏ । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *