Jyotish Shastra- 30 ମାର୍ଚ୍ଚ ପବିତ୍ର ରାମ ନବମୀରେ ମହା ସଂଯୋଗ ! 4 ଟି ରାଶିରେ ଲାଗିବ ଲଟେରୀ

ନମସ୍କାର ବନ୍ଧୁଗଣ , ପ୍ରଥମତ ଆପଣମାନଙ୍କୁ ରାମ ନବମୀର ଆର୍ଦ୍ଧିକ ଶୁଭେଛା । ୨୦୨୩  ୩୦ ମାର୍ଚ୍ଚ ପାଳିତ ହେବାକୁ ଯାଉଅଛି ଏହି ବର୍ଷ ର ରାମ ନବମୀ । ଏହି ସମୟ ରେ ଏମିତି କିଛି ହେବାକୁ ଯାଉଅଛି ଯେ କିଛି ରାଶିମାନଙ୍କ ଜୀବନରେ ପରିବର୍ତ୍ତନ । ଭଗବାନଙ୍କ କୃପା ସମସ୍ତଙ୍କ ଉପରେ ରହିଥାଏ । କିନ୍ତୁ ଗ୍ରହମାନଙ୍କ ପରିବର୍ତ୍ତନ  ହିଁ କିଛି ରାଶି ମାନଙ୍କ ଭାଗ୍ୟ ନିଦ୍ଧାରଣ କରିଥାଏ । ଏହି ରାମ ନବମୀ ଠାରୁ କିଛି ରାଶିମାନଙ୍କ ଭାଗ୍ୟ ବଦଲୁବାକୁ ଯାଉଅଛି ।

ଏହି ବର୍ଷ ଏମାନଙ୍କ ଜୀବନରେ ଅନେକ ଖୁସି ସଫଳତା ଆସିବାକୁ ଯାଉଛି ଏମାନଙ୍କ ଜୀବନ ପୂର୍ବ ଅପେକ୍ଷା ସଂପୂର୍ଣ୍ଣ ରୀତି ରେ ବଦଳିଯିବ । ଏହି ରାଶିମାନଙ୍କ କର୍ମ କ୍ଷେତ୍ର ରେ ଯେଉଁ ସବୁ ଆସୁଥିବା ରହୁଥିଲା ସେ ସବୁ ଦୂର ହେଇଯିବ । ଶାରୀରିକ ଅସୁସ୍ଥ , ବାଧା ବିଗ୍ନ ସବୁ ଅସୁବିଧା ଦୁର  ହେବାକୁ ଯାଉଅଛି । ବିଶେଷ କରି ଜମି ବାଡିର ବ୍ୟବସାୟୀ ମାନେ ଲାଭବାନ ହେଇପାରିବେ ।

ପରିବାର ମଧ୍ୟରେ ଖୁସି ରହିବ ବିଶେଷ କରି ଦାମ୍ପତ୍ୟ ଜୀବନ ବହୁତ ହସ ଖୁସି ରେ କଟିଥାଏ । ଆମେ ଯେଉଁ ରାଶିମାନଙ୍କ  ବିଷୟରେ କହିବାକୁ ଯାଉଅଛୁ ସେମାନଙ୍କର ସମସ୍ତ ଅସୁବିଧା , ବାଧା , ଦୁଃଖ , କଷ୍ଟ ସବୁ ଦିନ ପାଇଁ ଦୂର ହେବାକୁ ଯାଉଅଛି । ଯଦି ଭାଇ ଭଉଣୀ ମଧ୍ୟ କିଛି ସମସ୍ୟା ରହିଥାଏ ତାହା ମଧ୍ୟ ଦୂର ହୋଇଯିବ । ସୂର୍ଯ୍ୟଙ୍କ କୃପା ଏହି ରାଶିମାନଙ୍କ  ଉପରେ ପଡିଥାଏ , ତେଣୁ ଏମାନେ ସର୍ବଦା ସ୍ଵାସ୍ଥବାନ ରହିବେ ।

ପ୍ରଭୁ ରାମ ଚନ୍ଦ୍ର ଙ୍କ କୃପା ଏହି ରାଶିମାନଙ୍କ ଉପରେ ପଡିବାକୁ ଯାଉଅଛି । ଏମାନଙ୍କ ଜୀବନରେ ଏମିତି ପରିବର୍ତ୍ତନ ହେବାକୁ ଯାଉଅଛି ଯେ ଏମାନେ ନିଶ୍ଚୟ ଏହାକୁ ଦେଖିବେ । ୧- ବୃଷ ରାଶି  ଏହି ରାଶିମାନଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଅଛି , ଏହି ମହା ସଂଯୋଗ ଦ୍ଵାରା ରାଶିମାନେ ଧନବାନ  ହେବାକୁ ଯାଉଛନ୍ତି । ଏମାନଙ୍କ ଉପରେ ରାମଚନ୍ଦ୍ରଙ୍କ ଧନ ର ବର୍ଷା କରିବାକୁ ଯାଉଛନ୍ତି ।

୨- ଧନୁ ରାଶି ଏହି ରାଶିମାନଙ୍କୁ ଭାଗ୍ୟ ର ସଂପୂର୍ଣ୍ଣ ସହଯୋଗ ମିଳିବ । ଭାଗ୍ୟ ର ସାହାଯ୍ୟ ଦ୍ଵାରା ଏମାନେ ସବୁ କ୍ଷେତ୍ର ରେ ସଫଳତା ପାଇବେ । ଏମାନେ ଏହି ନବମୀ ଠାରୁ ଯେକୋଣସି କାର୍ଯ୍ୟ ଆରମ୍ଭ କଲେ ସେଥିରେ ସଫଳ ହୋଇଥାନ୍ତି । ଏମାନଙ୍କ ଜୀବନ ରେ ଧନ ର କୋଣସି ଅଭାବ ହେବ ନାହିଁ । ୩- ସିଂହ ରାଶି ମାନଙ୍କ ଉପରେ ପ୍ରଭୁ ରାମଙ୍କର  କୃପା ବର୍ଷୀ ବାକୁ ଯାଉଅଛି ।

ଏମାନେ ଯେକୋଣସି କାମ ଆରମ୍ଭ କରନ୍ତୁ , ତେବେ ସେଥିରେ ସଫଳତା ପ୍ରାପ୍ତ ହୋଇଥାନ୍ତି । ଏମାନଙ୍କ ଘରେ ଶାନ୍ତି ଓ ଖୁସି ପ୍ରତିଷ୍ଟା ହେବାକୁ ଯାଇଅଛି । ୪- ତୁଳା ରାଶିର ବ୍ୟକ୍ତିମାନଙ୍କ ପାରିବାରିକ ସମସ୍ୟା ଦୂର ହେବ । ଏମାନେ ନିଜର ଜୀବନ ସାଥିଙ୍କ ସହ ଅଧିକ ସମୟ ଅତିବାହିତ କରିବେ । ଏମାନଙ୍କୁ ହଠାତ କୋଣସି ଶୁଭ ସମାଚାର ପ୍ରାପ୍ତ ହେବ । ୫-  କୁମ୍ଭ ରାଶିମାନଙ୍କ ର କୋଣସି ଅଟକି ଯାଇଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ଏମାନଙ୍କୁ ନୂତନ କାର୍ଯ୍ୟ କରିବା ନିମିତ ଅନେକ ସୁଯୋଗ ପ୍ରାପ୍ତ ହୋଇଥାଏ । ଯଦି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *