ପୂଜା ସମୟରେ ଠାକୁରଙ୍କୁ ଲାଗି ହୋଇଥିବା ଫୁଲକୁ କେତେବେଳେ କାଢିବା ଉଚିତ୍ ? ସନ୍ଧ୍ୟା ଧୂପ ପରେ ନା ତା’ପର ଦିନ ସକାଳେ 

ନମସ୍କାର ବନ୍ଧୁଗଣ , ଘରେ ପୂଜା କରିବା ଦ୍ଵାରା ଆମେ ଇଶ୍ଵରଙ୍କ ଦୟା ଏବଂ ଆର୍ଶୀବାଦ ପାଇଥାଉ । ଯେଉଁ ଘରେ ସର୍ବଦା ପୂଜା ପାଠ ହୋଇଥାଏ , ସେ ଘର ସବୁବେଳେ ଖୁସି ଆନନ୍ଦରେ ରହିଥାଏ । ଘରେ ଠାକୁରଙ୍କ ଘର ତିଆରି କରି ପୂଜା ପାଠ ଧୂପ ଆରାଧନା କରିବା ଉଚିତ୍ । ଘରେ ପୂଜାପାଠ କରିବା ଦ୍ଵାରା ଘରର ନାକାରାତ୍ମକ ଊର୍ଜା ଦୂର ହୋଇ ସକାରାତ୍ମକ ଊର୍ଜା ପ୍ରବେଶ କରିଥାଏ ।

ଅନେକ ସମୟରେ ଆମେ ସମୟ ର ଅଭାବ ଯୋଗୁ ଜଳଦି ପୂଜା କରି ଯାଇଥାଉ । କିନ୍ତୁ ଏହା ଭୁଲ ଅଟେ କାରଣ କେବେ ବି ଜଳଦି ରେ ପୂଜା କରିବା ଅନୁଚିତ୍ ହୋଇଥାଏ । ଏହା ବଦଳରେ ଆପଣ ଇଶ୍ଵରଙ୍କୁ କ୍ଷମା ମାଗି ଯିବା ଉଚିତ୍ । ମାତ୍ର ଅନିୟମିତ ଭାବରେ ପୂଜା କରିବା ଦ୍ଵାରା ଆମ କୋଣସି ପ୍ରକାରର ଫଳ ମିଳିନଥାଏ ।

ପୂଜା କରିବା ସମଯେ ନିଜର ସମୟ ମନ , ଆତ୍ମା ସହିତ କରିଥିବା ପୂଜାର ଫଳ ନିଶ୍ଚୟ ଆପଣ ପାଇଥାନ୍ତି , କିନ୍ତୁ ଅନିୟମିତ ପୂଜା ପାଠର କୋଣସି ଫଳ ମିଳିନଥାଏ ।  ଶାସ୍ତ୍ର ଅନୁସାରେ ପୂଜା କରିବାର ସଠିକ ସମୟ ହେଉଛି ପ୍ରାତ ଏବଂ ସନ୍ଧ୍ୟା ସମୟ ଘରେ ଏହି ଦୁଇ ସମୟରେ ପୂଜା କରିବା ଉଚିତ୍ । ଆମେ ଗନ୍ଧ , ପୁଷ୍ପ , ଧୂପ , ନୈବେଦ୍ୟ ଏବଂ ଦୀପ ଦେଇ ପୂଜା କରିଥାଉ , ଏହି ମଧ୍ୟ ରୁ ପୁଷ୍ପ ଅନ୍ଯତମ ଅଟେ ।

ତେଣୁ ଫୁଲ  ଦେବାର ବିଧି କଣ । ଆମେ ଯେକୋଣସି ଫୁଲ , ଫଳ କୁ ଭଗବାନ କୁ ଅର୍ପଣ କରିବା ତେବେ ଏହି ବିଷୟ କୁ ମନେ ରଖିବା କି ଆମେ ଯେମିତି ଗଛ ରୁ ତୋଳିବା ସେମିତି ହିଁ ଠାକୁରଙ୍କୁ ଅର୍ପଣ କରିବା ।  ଫୁଲ କୁ ଅର୍ପଣ କରିବା ସମୟରେ ଆପଣଙ୍କୁ ମଧ୍ୟମା , ଅନାମିକା ଏବଂ ଅଙ୍ଗୁଷ୍ଟା ଆଙ୍ଗୁଠିରେ ଅର୍ପଣ କରିବା ଉଚିତ୍ ।

ଏହା ବିଶେଷ ଭାବରେ ଧ୍ୟାନ ରଖିବେ ଯେ ଫୁଲ କୁ ଯେମିଟି ଫୁଟିଥିବ ସେମିତି ଦେବେ ଅନେକ ଲୋକମାନେ ଏହାକୁ ଛୋଟ ଛୋଟ କରନ୍ତି , ମାତ୍ର ଏହା ଭୁଲ ହୋଇଥାଏ । ଆମେ ଯେଉଁ ଫୁଲ କୁ ଠାକୁରଙ୍କୁ ଛଡେଇ ଥାଉ ତାଙ୍କୁ କେତେବେଳେ କାଢିବା । ଅଙ୍ଗୁଷ୍ଟା ଏବଂ ତର୍ଜନୀ ଅଙ୍ଗୁଳିରେ ଫୁଲ କୁ କାଢିବା ଉଚିତ୍ ଛଡା ଫୁଲ କାଢିବାର ନିଦିଷ୍ଟ ସମୟ ହେଉଛି ଆପଣ ଶୋଇଲା ପୂର୍ବରୁ ଫୁଲ କୁ କାଢିକି ଶୋଇବେ ।

କାରଣ ରାତ୍ରି ସମୟରେ ଠାକୁରଙ୍କ ମୂର୍ତ୍ତିରେ ଫୁଲ ରହିବା ଅନୁଚିତ୍ ହୋଇଥାଏ । କିନ୍ତୁ ଯଦି ଆପଣ ନିଜ ଘରେ ଶିବଲିଙ୍ଗ ସ୍ଥାପନ  କରଛନ୍ତି , ତେବେ ଶିବଲିଙ୍ଗ ରୁ କେବେ ହି ଫୁଲ କାଢିବେ ନାହିଁ । ଏହା ଅଶୁଭ ହୋଇଥାଏ । ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *