ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ କ୍ଯାରିଅର ବିଷୟରେ ଜାଣିବାକୁ ହେଲେ । ସେହି ବ୍ୟକ୍ତି ସହିତ କିଛି ଦିନ ମିଳାମିଶା କରିବାକୁ ପଡିଥାଏ । କାରଣ ଅଜଣା ଓ ଅଶୁଣା ବ୍ୟକ୍ତି କିପରି ବ୍ୟକ୍ତିତ୍ବଟିଏ ହୋଇଥିବ । ତାହା ତ କେହି ମଧ୍ୟ କହିପାରିବେ ନାହିଁ । ସେଥିପାଇଁ ବ୍ୟକ୍ତିକୁ ଜାଣିବା ପାଇଁ ହେଲେ ତାର ସ୍ଵଭାବ ବିଷୟରେ ଅବଗତ ହେବାକୁ ହେଲେ । ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ଜାଣିବା ନିହାତି ଦରକାର ପଡିବ ।
A ଅକ୍ଷର ;- ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ବ୍ୟକ୍ତି ବହୁତ ହିଁ ଲକି ହୋଇଥାନ୍ତି । କାରଣ ଏମାନଙ୍କ ଠାରେ ବହୁତ କିଛି ପ୍ରତିଭା ରହିଥାଏ । ଯାହାକୁ ନେଇ ଆଗାମୀ ସମୟରେ ଏହି ନାମର ବ୍ୟକ୍ତି ବହୁତ ଉନ୍ନତି କରିଥାନ୍ତି । D ଅକ୍ଷର ; – ନାମର ଆରମ୍ଭ ଅକ୍ଷର ଯାହାର D ରୁ ହେଉଥିବ । ସେହି ବ୍ୟକ୍ତିଙ୍କର ସମାଜରେ ମାନ ସମ୍ମାନ ଅଧିକ ରହିଥାଏ । ଏମାନେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ରୁଚି ରଖିଥାନ୍ତି । ଏମାନେ ଅନ୍ୟର ନେତୃତ୍ଵ ନେବାରେ ମାହିର ହୋଇଥାନ୍ତି ।
M ଅକ୍ଷର ; – ଯାହାର ନାମ M ଅକ୍ଷରରୁ ଆରମ୍ଭ ହୋଇଥାଏ । ସେହି ବ୍ୟକ୍ତିମାନେ ପାଠ ପଢାରେ ବହୁତ ରୁଚି ରଖିଥାନ୍ତି । ଏମାନେ ତାଙ୍କ ଜୀବନରେ ଯେଉଁ ଜିନିଷ ପ୍ରାପ୍ତ କରିବାକୁ ଇଛା ରଖିଥାନ୍ତି । କଳେ ବଳେ ତାହାକୁ ପ୍ରାପ୍ତ କରିବାକୁ ସବୁବେଳେ ଉଦ୍ୟମ ଜାରୀ ରଖିଥାନ୍ତି । ଏମାନଙ୍କ ଠାରେ ନୂଆ କିଛି କରିବାର ଜୋସ ସବୁ ସମୟରେ ଦେଖିବାକୁ ମିଳିଥାଏ ।
S ଅକ୍ଷର ; – S ଲେଟରରେ ଆରମ୍ଭ ହେଉଥିବା ବ୍ୟକ୍ତି ଏକ ସ୍ଵତନ୍ତ୍ର ଧରଣର ବ୍ୟକ୍ତି ହୋଇଥାନ୍ତି । ଏମାନେ ନିଜ ପରିଶ୍ରମ ବଳରେ ସବୁ କିଛି ହାସଲ କରିବାକୁ ଭଲ ପାଇଥାନ୍ତି । ଏମାନେ ନିଜ ପରିବାର ସହିତ ଅନ୍ୟ ସବୁ ଲୋକଙ୍କ ସହିତ ମିଳିମିଶି ଚଳିବା ପାଇଁ ଭଲ ପାଇଥାନ୍ତି । ଅନ୍ୟର ସାହାଜ୍ଯ କରିବାକୁ ଏମାନେ କେବେ ପଛଘୁଞ୍ଚା ଦେଇନଥାନ୍ତି ।
V ଅକ୍ଷର ;- ଏହି V ଲେଟରର ବ୍ୟକ୍ତିବିଶେଷ ମାନେ ଆର୍ଥିକ କ୍ଷେତ୍ରରେ ବହୁତ ମଜଭୁତ ହୋଇଥାନ୍ତି । ଯଦି କୌଣସି କାରଣ ବଶତଃ ଏମାନଙ୍କର ଅର୍ଥ ଜନିତ କିଛି ସମସ୍ଯା ଆସିଥାଏ । ସେମାନେ କିଛି ନା କିଛି ରୋଜଗାରର ପନ୍ଥା ଅବଲମ୍ବନ କରି ଅର୍ଥ କମାଇବାର କାମନା ରଖିଥାନ୍ତି । N; – ଏମାନଙ୍କର ନୂତନ ଜିନିଷ କ୍ରୟ କରିବାରେ ବହୁତ ଅଧିକ ମାତ୍ରାରେ ରୁଚି ରହିଥାଏ । ଏମାନଙ୍କ ଠାରେ ବହୁବିଦ୍ଧ ପ୍ରତିଭା ରହିଥାଏ ।
R ଅକ୍ଷର ; – ଏହି R ଲେଟରର ବ୍ୟକ୍ତିବିଶେଷ ମାନେ ବହୁତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି । ଏମାନଙ୍କର ନାମର ପ୍ରଥମ ଅକ୍ଷର ଅନୁଯାଇ ଏମାନଙ୍କ ଭାଗ୍ୟରେ ରାଜଯୋଗ ରହିଥାଏ । ଯାହାର ଅର୍ଥକି ଏମାନେ ଦିନେ ନା ଦିନେ ନିଜ ଭାଗ୍ୟ ଓ ପରିଶ୍ରମ ବଳରେ ନିଜର ସ୍ଵପ୍ନକୁ ସାକାର କରିପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ