Health Tips- ପୁରୁଣାରୁ ପୁରୁଣା ଅର୍ଶ ମୂଳରୁ ଶେଷ ହେଇଯିବ କେବଳ ୧ ଦିନରେ…

ନମସ୍କାର ବନ୍ଧୁଗଣ  , ଆଜି ର ଦୁନିଆରେ ଅର୍ଶ , ମଳକଣ୍ଟକ ଆଦି ରୋଗ ଅଧିକ ମାତ୍ରାରେ ଦେଖା ଯାଉଛି । ଏହି ରୋଗ ସାମାନ୍ୟ ଭାବରେ 80% ଲୋକମାନଙ୍କୁ ହୋଇଥାଏ । ଏହାର କାରଣ ହେଇପାରେ ଆମର ଖାଦ୍ୟ ପେୟ ଅନୁଚିତ ସମୟରେ ସେବନ କରିବା ପାଣି ନ ପିଇବା ଆଦି ଦ୍ଵାରା ଆମ ଶରୀରରେ ଏହି ଅର୍ଶ ଭଳି ରୋଗ ଦେଖାଯାଇଥାଏ । ଯଦି ଆପଣଙ୍କ ପେଟ ସଫା ନ ହେଇଥାଏ ଏହା ମଧ୍ୟ ଏକ କାରଣ ଅଟେ ଅର୍ଶ ହେବାର ।

ତେଲ ମସଲା ଯୁକ୍ତ ଖାଦ୍ୟ ଏବଂ ଚର୍ବି ଜାତୀୟ ଖାଦ୍ୟ ଅଧିକ ଗ୍ରହଣ କରିବା ଦ୍ଵାରା ମଧ୍ୟ ଆପଣଙ୍କୁ ଅର୍ଶ ଭଳି ସମସ୍ୟା ଭୋଗି ବାକୁ ପଡିଥାଏ । ଯଦି ଏସବୁ ଜିନିଷ ର ସେବନ ଦ୍ଵାରା ଆପଣଙ୍କୁ ଅର୍ଶ ରୋଗ ହୋଇଥାଏ । ତେବେ ଆପଣଙ୍କୁ ଏହା ଉପଚାର ପାଇଁ ଡାକ୍ତର ଦେଇଥିବା ଔଷଧ ଖାଇବା ଓ ନଚେତ୍ ଅପ୍ ରେସନ୍ କରିବାକୁ ପଡିଥାଏ । କିନ୍ତୁ  ମୁ ଆଜି ଆପଣମାନଙ୍କ ପାଇଁ ଏମିତି ଏକ ଉପାୟ କହିବି ଯାହାର ଥରକର ପ୍ରୟୋଗ ରୁ ହିଁ ଆପଣଙ୍କୁ ଉତ୍ତମ ଫଳ ଦେଇଥାଏ ।

ଅତି ପୁରୁଣା ଅର୍ଶ କୁ ମଧ୍ୟ ଏହା ଥର କରେ ଠିକ କରିଥାଏ । ଏହି ଉପାୟକୁ ପୁରୁଣା କାଳ ର ଲୋକମାନେ  ଅର୍ଶ ରୋଗକୁ ଉପଚାର ପାଇଁ ଏହାକୁ ବ୍ୟବହାର କରି ଭଲ ହେଉଥିଲେ । କେବଳ ଦୁଇ ଦିନ ଏହାର ବ୍ୟବହାର କରନ୍ତୁ ଦେଖିବେ   ଅର୍ଶ ଭଳି ସମସ୍ୟା ସବୁ ଦିନ ପାଇଁ ଭଲ ହୋଇଯିବ । ଆସନ୍ତୁ ଜାଣିବା ଏହି ଉପର ପଦ୍ଧତି ଓ ଆବଶ୍ୟକ ଜିନିଷ ବିଷୟରେ ।

ଏହି ଉପାୟକୁ କରିବା ପାଇଁ ଉପଯୁକ୍ତ ପ୍ରଥମ ଜିନିଷ ହେଉଛି ନଡିଆ କତା ଏହା ଆପଣଙ୍କୁ ଘର ବା ବଜାର ରେ ମଧ୍ୟ ସହଜରେ ମିଳିଯିବ । ଏବେ ଏହାକୁ ନେଇ ଏକ ପ୍ଳେଟ ଉପରେ ଏହାକୁ ଜଳେଇ ଦିଅନ୍ତୁ । କାରଣ ଆମ କୁ ଏହାର ଜଳି ଥିବା ଅଂଶ ପାଉଶ ଆମର ଦରକାରୀ ଅଟେ । ତେଣୁ ଏହାକୁ ଭଲଭାବରେ ନିଆ ଲଗେଇ ଜଳିବାକୁ ଦେବା ଯେ ଯାଏ ନିଜେ ଏହା ବନ୍ଦ ନ ହେବ । ଏହାକୁ ଆପଣ ଗ୍ୟାସ ଦ୍ଵାରା ମଧ୍ୟ ଜଳେଇ ପାରିବେ ।

ଯେବେ ଆମର ନଡିଆ ପାରୁ ସଂପୂର୍ଣ୍ଣ ଅଙ୍ଗାର ରେ ପରିଣତ ହୋଇଯାଏ । ଏବେ ଆପଣ ଏହାକୁ  ଛାଣି ଦିଅନ୍ତୁ ବା ଚଳେଇ ନିଅନ୍ତୁ ଯେପରି ଏହା ସମ୍ପୂର୍ଣ ପିନ୍ ପାଉଡର ମିଳିବ ଆଉ ଯେତେକ ଖଦଡା ଅଂଶ ରହିଥାଏ ତାହା ଉପର ଚେଲା ରେ ରହିଯିବ । ଏବେ ଆପଣଙ୍କୁ ଆବଶ୍ୟକତା ପଡିବ ଏକ ତାଟିଆ ଦହି ଏହି ଉପାୟ ପାଇଁ ତାଜା ଦହିର ଦରକାର ନଚେତ୍ ଏହା କୋଣସି ପ୍ରକାରର ଉପକାର କରିନଥାଏ ।

ତେଣୁ ଆପଣ ଯଦି ଚାହିବେ ରାତିରେ ଦହି ବସେଇ ଦେବେ ତା ‘ ପରେ ଏହାର ପ୍ରୟୋଗ କରିପାରିବେ । ଏହି ଦହିରେ ଏହି ନଡିଆ କତା ପାଉଶକୁ ଏକ ଚାମୁଚ ମିଶେଇ ଦେଇ ଭଲ ଭାବରେ  ମିଶ୍ରିତ କରିବେ । କେବଳ ଥରେ ମାତ୍ର ଏହି ଦହିର ସେବନ କରନ୍ତୁ ଦେଖିବେ ଦୁଇ ଦିନରେ ଆପଣଙ୍କ ଅର୍ଶ ରୋଗ ଭଲ ହୋଇଯିବ । ଯେଉଁ ମାନଙ୍କ ମଳଦ୍ଵାର ରେ ରକ୍ତ ପଡିଥାଏ ଏହାର ସେବନ ଦ୍ଵାରା ତାହା ସପୂର୍ଣ୍ଣ ଠିକ୍ ହୋଇଯାଏ । ଏଭଳି ପୋଷ୍ଟ ପାଇଁ ଆମେ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *